Movie prime

ଏହି କଲେଜ୍ ରେ ଚାଲିଥିଲା ରାତି ରେ ଅନୈତିକ କାଣ୍ଡ, କଲେଜ୍ ଛାତ୍ରୀ ମାତିଥିଲେ ଖରାପ କାମ ରେ ଧରିଲା ପୋଲିସ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକ କଲେଜ୍ ରେ ଏଭଳି ଘଟଣା ଘଟୁଛି ଯାହାକୁ ଆପଣ ବିଶ୍ବାସ ମଧ୍ଯ କରି ପାରିବେ ନାହିଁ। ଆଜ୍ଞା ହଁ ଏକ କଲେଜ୍ ରେ ଦିନ ବେଳେ ପାଠ ପଢା ଚାଲୁଥିବା ବେଳେ ରାତି ହେଲେ ସେଠାରେ ଚାଲୁଛି ଦେହ ବ୍ୟବସାୟ।
ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା, ଯୋଗୀମୁଣ୍ଡା ରାଜେନ୍ଦ୍ର ବିହାର କଲେଜ୍ ରେ। ଏହି ଅନୈତିକ କାର୍ଯ୍ୟରେ ସଂପୃକ୍ତ ଅଛନ୍ତି ଏହି କଲେଜ୍ ର ରାତ୍ରି ଜଗୁଆଳୀ।
ଆଉ ଏହି ରାତ୍ରୀ ଜଗୁଆଳୀ ଜଣକ ଜଣେ ଦେହ ବ୍ୟବସାୟୀ କୁ ଆଣି ରାତିରେ ଏଠାରେ ଦେହ ବ୍ୟବସାୟ କରୁଥିଲେ। ଆଉ ଖବର ପାଇବା ପରେ ଏବେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗିରଫ କରିଥିବା ଜଣା ପଡ଼ିଛି।
Special report
ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ରାତ୍ରୀ ଜଗୁଆଳୀ ଓ ଦେହ ବ୍ୟବସାୟୀ କୁ ଏବେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। ଏହା ସହ ସେଠାରୁ ମଧ୍ଯ ଅନେକ ଆପତ୍ତି ଜନକ ଜିନିଷକୁ ଜବତ ମଧ୍ଯ କରାଯାଇଛି।
ତେବେ ଏହି ରାକେଟ ର ମୁଖ୍ୟ କିଏ ତାହାକୁ ଖୋଜି ଧରିବା ପାଇଁ ତନାଘନା ଜାରି ରଖିଛି ପୋଲିସ୍। କାରଣ କଲେଜ୍ ରେ ଜଣେ ବାଇକ୍ ରଖି ଅନ୍ଧାରର ସୁଯୋଗ ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।
ଅନ୍ୟପଟେ ବିଦ୍ୟାର ମନ୍ଦିର ରେ ଏଭଳି ଏକ ଘୃଣ୍ୟ କାର୍ଯ୍ୟକୁ ବୁଦ୍ଧିଜିବୀ ଙ୍କ ମହଲରେ ଘୋର ନିନ୍ଦା ମଧ୍ଯ କରାଯାଉଛି। ଯେଉଁ କଲେଜ୍ ରେ ପିଲା ମାନଙ୍କୁ ସଂସ୍କାର ର ଶିକ୍ଷା ଦିଆ ଯାଉଛି ସେଠାରେ ହିଁ ଏଭଳି ଘଟଣା ଘଟିଛି।
ଆଉ ବେଳ ଗଡି ରାତି ହେବା ମାତ୍ରେ ଏହି ଦେହ ବ୍ୟବସାୟ ର ସୌଦାଗର ପାଲଟି ଥିଲେ ଏହି କଲେଜ୍ ର କର୍ମଚାରୀ ମାନେ। ଏବେ ଏହାକୁ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ନିନ୍ଦା ମଧ୍ଯ କରାଯାଉଅଛି।
କାରଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜ କେଉଁ ଆଡେ଼ ଯିବାକୁ ଲାଗୁଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ। ତେବେ ଆପଣ ମାନେ ଏହି ଘଟଣା ସଂପର୍କରେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.