Movie prime

ବାପା କମ୍ପାନୀ ରେ ମାଗଣା ରେ ଖଟୁଛନ୍ତି ଦୁଇ ପୁଅ, କାନ୍ଦି କାନ୍ଦି ଅମ୍ବାନୀ କହିଲେ ଯା ହେଉ ମୋ ପୁଅ ସବୁ କୂଳ ରେ ଲାଗିଗଲେ..

 
Special Report
ନମସ୍କାର ପାଠକ ବନ୍ଧୁ। ବିନା ଦରମା ରେ କାମ କରନ୍ତି ମୁକେଶ ଅମ୍ବାନୀ। ଅମ୍ବାନୀ ଙ୍କ ପରି ଦରମା ନିଅନ୍ତିନି ତିନି ପିଲା। ମାଗଣା ଖଟନ୍ତି ଆକାଶ, ଅନନ୍ତ ଏବଂ ଈଶା ଅମ୍ବାନୀ।
Special Report
ରିଲିଅନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜର କର୍ମ ନିଷ୍ଠା ଓ ଉଦାର ପଣ ପାଇଁ ବେଶ ପରିଚିତ ଅଟନ୍ତି। ତିନି ପିଲା ଙ୍କ ପ୍ରତି ଭଲ ପାଇବା ସହ କାମ ପ୍ରତି ତାଙ୍କର ମଧ୍ୟ ଖୁବ ନିଷ୍ଠା ରହିଛି। ସେ ସଚ୍ଚୋଟତା ସହ କାମ କରନ୍ତି।
ଯାହାର ପରିଣାମ ସ୍ୱରୂପ ସେ ଆଜି ବ୍ୟବସାୟ ରେ ଏକ ନମ୍ବର୍ ହୋଇ ରହିଛନ୍ତି। ମୁକେଶ ଙ୍କ ଭଳି ତାଙ୍କ ତିନି ପିଲାଙ୍କ ମଧ୍ୟରେ ମଧ୍ଯ ମୁକେଶ ଙ୍କ ଗୁଣ ଭରି ହୋଇ ରହିଛି।
ବାପା ଙ୍କ ପରି ଦିନ ରାତି ପରିଶ୍ରମ କରୁଥିବା ଆକାଶ, ଅନନ୍ତ ଓ ଈଶା ନିଜର ପାରିଶ୍ରମିକ ନିଅନ୍ତି ନାହିଁ। କୋଭିଡ ପର ଠାରୁ ମୁକେଶ ଦରମା ନେଉ ନଥିଲେ ବର୍ତ୍ତମାନ୍ ସମୟରେ ତାଙ୍କର ପିଲାମାନେ ମଧ୍ଯ ତାଙ୍କର ପଥ ଅନୁସରଣ କରିଛନ୍ତି।
Special Report
ପରିବାର ର ତିନି ପିଲାଙ୍କୁ ନିଜର ଦାୟିତ୍ଵ ବାଣ୍ଟି ଦେଇଛନ୍ତି ମୁକେଶ ଅମ୍ବାନୀ। ସେମାନେ କମ୍ପାନୀ ରୁ କୌଣସି ବେତନ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ସୁଚନା ଦେଇଥିଲେ।
ସେମାନଙ୍କୁ କେବଳ ବୋର୍ଡ ଅଫ ଡାଇରେକ୍ଟର ଓ କମିଟି ରେ ଯୋଗ ଦେବା ପାଇଁ ପାଉଣା ପ୍ରଦାନ କରାଯିବ। ସୂଚନା ମୁତାବକ ୨୦୨୦ -୨୧ ଆର୍ଥିକ ବର୍ଷ ଠାରୁ ସେ କୌଣସି ପ୍ରକାରର ବେତନ ନେଉ ନାହାଁନ୍ତି। କମ୍ପାନୀ ତରଫ ରୁ ଏହି ସୁଚନା ମଧ୍ୟ ରହିଛି।
ମୁକେଶ ଅମ୍ବାନୀ ଙ୍କ ତିନି ପିଲାଙ୍କୁ ନିର୍ଦ୍ଦେଶକ ବୋର୍ଡ ରେ ଅନ୍ତର୍ଭୁକ୍ତ କରାଯିବା ଘୋଷଣା କରାଯାଇ ଥିଲା। ହେଲେ ସେମାନେ ନିର୍ଦ୍ଦେଶକ ଭାବରେ କମ୍ପାନୀ ଠାରୁ କୌଣସି ଦେୟ ନେଉ ନାହାନ୍ତି
hin CDs
ଯାହାକି ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।