Movie prime

କଂଗ୍ରେସକୁ ଯାଉ ଯାଉ ମନୋଜ ମିଶ୍ର ରଙ୍ଗ ଦେଖେଇଲେ ।ଆଉ କୋଉ ଦଳ ମ, କଂଗ୍ରେସ ହେଉଛି ସବୁ ର ବାପା...

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ମନୋଜ୍ ମିଶ୍ର ଖୁବ ଚର୍ଚ୍ଚା କୁ ଆସିଛନ୍ତି। କାରଣ ବର୍ତ୍ତମାନ୍ ସମୟରେ ମନୋଜ୍ ମିଶ୍ର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।
Special report
ଏହି ସମ୍ପର୍କରେ ତାଙ୍କ ସହ ଯେଉଁ ସାକ୍ଷାତକାର ହୋଇଥିଲା ସେହି ସମ୍ପର୍କରେ ଆମେ ଏବେ ଆପଣଙ୍କୁ କହିବାକୁ ଯାଉଛୁ। ମନୋଜ ମିଶ୍ର ଙ୍କୁ ପଚରା ଯାଇଥିଲା କି ସେ ଭଲ ଭଲ ବଡ଼ ଦଳ ଛାଡ଼ି କାହିଁକି କଂଗ୍ରେସ ରେ ଯୋଗ ଦେଲେ?
ଏହାର ଉତ୍ତର ଦେଇ ସେ କହିଥିଲେ କି ସେ ପିଲା ଦିନରୁ ହିଁ କଂଗ୍ରେସ କୁ ଦେଖି ଆସୁଛନ୍ତି। ଆଉ ଏବେ ନୂଆ ନୂଆ ସବୁ ଦଳ ହୋଇଛନ୍ତି। କଂଗ୍ରେସ ହେଉଛି ଖୁବ ପୁରୁଣା ଦଳ।
ଏହା କହିଥିଲେ କି ସବୁଠାରୁ ପପୁଲାର ଯଦି କେଉଁ ଦଳ ହୁଏ ତେବେ ତାହା ହେଉଛି କଂଗ୍ରେସ। ସେ କହିଥିଲେ କି ଯେତେବେଳେ ସେ ପଶ୍ଚିମ ଓଡ଼ିଶାର ଲୋକ ହେଇ ମଧ୍ୟ ଓଡିଆ ସିନେମା ପ୍ରତି ଖୁବ୍ ଭଲ ପାଇବା ଦେଖାଉ ଥିଲେ ସେତେବେଳେ,
Special report
ତାଙ୍କୁ ପଶ୍ଚିମ ଓଡ଼ିଶା ଲୋକମାନେ ତାଙ୍କୁ ଆଦୌ ଗାଳି କରୁ ନଥିଲେ କି କିଛି କହୁ ନଥିଲେ। ମାତ୍ର ଯେତେବେଳେ ଦେଖିଲେ କି ପଶ୍ଚିମ ଓଡ଼ିଶା ପ୍ରତି ଖୁବ ଅବହେଳା ହେଉଛି
ସେହି କାରଣରୁ ଯେତେବେଳେ ସେ ସ୍ବର ଉତ୍ତୋଳନ କଲେ ସେତେବେଳେ କଣ ପାଇଁ କଷ୍ଟାଲ ଓଡ଼ିଶାର ଲୋକେ ତାଙ୍କୁ ଗାଳି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ତାଙ୍କୁ ଏହି କଥା ପାଇଁ ବହୁତ୍ କଷ୍ଟ ଲାଗିଥିବା କଥା ମଧ୍ଯ ସେ କହିଥିଲେ।
ବର୍ତ୍ତମାନ ସମୟରେ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଲୋକମାନେ ମଧ୍ୟ ତାଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାରର ମତ ଦେଇଛନ୍ତି।
ତେବେ ତାଙ୍କ ସହ ସାକ୍ଷାତକାର ରେ ସେ ଅନେକ କଥା କହିଛନ୍ତି ଯାହାକି ଆପଣ ଏହି ଭିଡିଓ କୁ ସଂପୂର୍ଣ୍ଣ ଭାବରେ ଦେଖିଲେ ହିଁ ଜାଣି ପାରିବେ। ଆଉ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.