Movie prime

କପି କରୁଥିବା ବେଳେ ଅଚାନକ ଧରାପଡ଼ିଗଲେ ଦୁଇ ଛାତ୍ର..ଲୋକ ଲଜ୍ୟା କୁ ଡରି ଶେଷରେ ଜୀବନ ହାରିଲେ ଛାତ୍ର...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ କପି କରି ଧରା ପଡ଼ିଲେ ଯୁବକ।ଶେଷ ରେ ନିଜ ହାରିଦେଲେ ଯୁବକ।ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏ କଥା ସତ।ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ର ସୂର୍ଯ୍ୟନଗର ଅଞ୍ଚଳ ର ଚାରି ନମ୍ବର ଲେନ।
Special report
ସେଠାରେ ଜଣେ ଯୁବକ ଫିଜିକ୍ସ ପରୀକ୍ଷା ରେ କପି କରି ଧରା ପଡ଼ି ଯାଇ ଥିଲେ।ଏହା ପରେ ସେ ଘର କୁ ଆସି ବେକ ରେ ଦଉଡ଼ି ଦେଇ ଆ-ତ୍ମ-ହ-ତ୍ୟା କରିଛି।ଯାହାକୁ ନେଇ ସେ ଅଞ୍ଚଳ ରେ ଶୋକ ଟ ଛାୟା ଖେଳି ଯାଇଛି।ସମସ୍ତଙ୍କ ଆଖି ରେ ଲୁହ ଭରି ରହିଛି।
ସୂଚନା ଅନୁସାରେ ସେହି ଅଞ୍ଚଳ ର ଏକ ଶିଶୁ ମନ୍ଦିର ରେ ଯୁବକ ଜଣକ ପ୍ଲସ ଟୁ ର ବିଜ୍ଞାନ ବିଭାଗ ରେ ପାଠ ପଢୁଥିଲେ।ସେ କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ପୁଅ ଦେବାଶିଷ ସେଠୀ।ପାଠ ବହୁତ ଭଲ ପଢୁଥିଲେ।ହେଲେ ସେଦିନ ତାଙ୍କର ପଦାର୍ଥ ବିଜ୍ଞାନ ପରୀକ୍ଷା ଥିଲା।
ସେ କପି ନେଇ ପରୀକ୍ଷା ଦେବାକୁ ଯାଇ ଥିଲେ।ଆପଣ ମାନେ ଜାଣି ଥିବେ ଏବେ ଯୁକ୍ତ ଦୁଇ ବିଭାଗ ର ପରୀକ୍ଷା ଚାଲୁ ଅଛି।ଏହି ସମୟ ରେ କପି କରୁଥିବା ସମୟ ରେ ଧରି ପକାଇ ଥିଲେ ପରୀକ୍ଷା ନିରୀକ୍ଷକ।
Special report
ସେ ସଙ୍ଗେ ସଙ୍ଗେ ତାଙ୍କୁ ମା-ଲ-ପ୍ର-କ୍ଟି-ସ କରି ଦେଇ ଥିଲା।ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲା।ଦେବାଶିଷ ସେଦିନ ହଟାତ ଘର କୁ ଚାଲି ଆସି ଥିଲେ।ଏହା ପରେ ତାଙ୍କ ଘରେ କେହି ନ ଥିଲେ।ଏହାର ସୁଯୋଗ ନେଇ ସେ ବେକ ରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କଲେ।
ଘଟଣା ସ୍ଥଳ ରେ ସେ ମୃ-ତ୍ୟୁ ବରଣ କଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଥିଲା।ପୋଲିସ ଏବେ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି।ଦେବାଶିଷ ଏ ସବୁ ନିଜେ କରିଛନ୍ତି ନା ଏଥିରେ ଆଉ କାହାର ହାତ ଅଛି ବୋଲି ସନ୍ଦେହ କରା ଯାଉଚି।
କପି କରି ଧରା ପଡ଼ି ଶେଷ ରେ ପିଲା ଟି ଏପରି କାମ କରିବ ବୋଲି କେହି ବିଶ୍ବାସ କରି ନାହାନ୍ତି।ସେ ଜଣେ ଭଲ ଛାତ୍ର ଥିଲେ।ସେ ଏପରି ନିଜେ କେବେ କରି ପାରିବେ ନାହିଁ ବୋଲି।
ଲୋକ ମାନେ କହିଛନ୍ତି।ଏହି କଥା କୁ ନେଇ ଏବେ ସବୁ ଠାରେ ଚର୍ଚ୍ଚା କରା ଯାଉଚି।ତାଙ୍କ ପରିବାର ରେ ଏବେ ଶୋକ ର ଛାୟା ଖେଳି ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.