Movie prime

ଭାରତରେ ପଶି ପାରିଲେନି ପାକିସ୍ତାନରେ ଫୁଟେଇ ଦେଲେ ଦେଖନ୍ତୁ ଘଟିଗଲା କେତେବଡ ଅଘଟଣ

 
Yu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ନିଜେ ଖୋଳିଥିବା ଗାତରେ ନିଜେ ପଡ଼ିଛି ପାକିସ୍ତାନ।
ନିଜ ଦେଶରେ ସ୍ଥାନ ଦେଇଥିବା ଆତଙ୍କାବଦୀ ସଂଗଠନ ଏବେ ପାକିସ୍ତାନ ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି। ବିସ୍ଫୋରଣରେ ଥରିଛି ପୁରା ପାକିସ୍ତାନ। ଯେଉଁଥିରେ ଦୁଇଜଣ ଅଧିକାରୀ ଏବଂ ୭ ଜଣ ସୈନ୍ୟଙ୍କର ଜୀବନ ଚାଲିଯାଇଛି। 
ଏମିତି କିଛି ବିସ୍ଫୋରଣ ଦେଖିବାକୁ ମିଳିଛି ଆଫଗାନୀସ୍ତାନ ସୀମାବର୍ତ୍ତୀ ଉତ୍ତର ୱାଜିରିସ୍ତାନରେ। ପ୍ରଥମେ ତ ଅର୍ଥନୈତିକ ସ୍ଥିତିରେ ଘାଣ୍ଟି ହେଉଛି ପାକିସ୍ତାନ। ଆଉ ଏବେ ଆତଙ୍କବାଦୀ ମାନେ ବି ଆ-କ୍ର-ମ-ଣ କରିବା ଆରମ୍ଭ କଲେଣି ପାକିସ୍ତାନ ଉପରେ। ଭାରତ ଉପରେ ପସି ପାରୁନାହାଁନ୍ତି ସେଥିପାଇଁ ପାକିସ୍ତାନ ଉପରେ ଏବେ ଆ-କ୍ର-ମ-ଣ କରୁଛନ୍ତି।
Bh
ଥରେ କି ଦୁଇଥର ନୁହେଁ ପାକିସ୍ତାନ ଉପରେ ଏମିତି ବାରମ୍ଵାର ବାରମ୍ଵାର ଆ-କ୍ର-ମ-ଣ କରୁଛନ୍ତି ଆତଙ୍କବାଦୀ ମାନେ। ପାକିସ୍ତାନ ସେନା କହିବା ମୁତାବିକ୍ ୬ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ତେବେ ସେମାନଙ୍କ ଉଦ୍ଦେଶ୍ୟ ସେନା ମାନଙ୍କ ଦ୍ବାରା ପଣ୍ଡ ହୋଇଥିଲା। 
ଏହାପରେ ଆତଙ୍କବାଦୀ ମାନେ ବିସ୍ଫୋରକ ଭର୍ତ୍ତି ହେଇଥିବା ଏକ ଗାଡ଼ିକୁ ପୋଷ୍ଟ ଭିତରକୁ ନେଇ ଯାଇଥିଲେ। ଏବଂ ପରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଉଭୟ ପାର୍ଶ୍ଵରୁ ହୋଇଥିବା ଗୁଳି ବିନୀମୟରେ ଲେପନାଣ୍ଡ କର୍ଣ୍ଣଲ, ସଏଦ କାସିଫ ଅଲ୍ଲୀ ଏବଂ ପାକିସ୍ତାନୀ ସେନାର କ୍ୟାପଟେନର ମୃ-ତ୍ୟୁ ଘଟିଛି।
ଏକ ରିପୋର୍ଟ ଅନୁଯାଇ ୨୦୨୩ମସିହାରେ ପାକିସ୍ତାନରେ ୭୯୮ ଆତଙ୍କବାଦୀ ଆ-କ୍ର-ମ-ଣ ହୋଇଥିଲା। ଏହି ଆକ୍ରମଣରେ ୧୫୨୪ ଜଣଙ୍କ ମୃ-ତ୍ୟୁ ଘଟିଥିବା ବେଳେ ୧୪୬୩ ଜଣ ଜଣ ଆ-ହ-ତ ହେଇଥିଲେ। ୬ ବର୍ଷ ମଧ୍ୟରେ ଏହା ସର୍ବୋଚ୍ଚ ରେର୍କଡ ବୋଲି କୁହାଯାଉଛି।