Movie prime

କୋର୍ଟ ରେ ଅନୁଭବ ଙ୍କ ଛାଡପତ୍ର ମଞ୍ଜୁର, ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତ କଳିଙ୍ଗ ଷଣ୍ଢ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ବଡ଼ ଖବର ସାମ୍ନା କୁ ଆସିଛି ଯାହା ସମ୍ପର୍କରେ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଅନୁଭବ ମହାନ୍ତି ହାଇ କୋର୍ଟ ରେ ତଳ କୋର୍ଟ ର ରାୟ କୁ ଚ୍ୟାଲେଞ୍ଜ କରିଥିଲେ।
Special Report
ଆଉ ଆଜି ହାଇ କୋର୍ଟ ରୁ ମଧ୍ଯ ରାୟ ଆସି ସାରିଛି। ଏହି ଅନୁଭବ ଓ ବର୍ଷା ଙ୍କ ମାମଲାରେ ହାଇ କୋର୍ଟ ତାର ଶୁଣାଣି ମଧ୍ୟ କରି ଦେଇଛି। ହାଇ କୋର୍ଟ ତାଙ୍କର ବିବାହ ବିଚ୍ଛେଦ ଅନୁମତି ପ୍ରଦାନ କରିଛନ୍ତି।
ଅନୁଭବ ମହାନ୍ତି ଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ମିଳି ସାରିଛି। ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ବିବାଦ ସମ୍ପର୍କରେ ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା ଅଛି।
ଏହି ମାମଲାକୁ ନେଇ ବାରମ୍ବାର ମଧ୍ୟ ରାୟ ସାମ୍ନା କୁ ଆସିଛି। ତଳ କୋର୍ଟ ରାୟ ଦେଇଥିଲେ ମାତ୍ର ଏହାକୁ ଅନୁଭବ ମହାନ୍ତି ଚ୍ୟାଲେଞ୍ଜ କରିଥିଲେ। ଏହାପରେ ସେ ହାଇ କୋର୍ଟ ରେ ମଧ୍ୟ ପିଟିସନ ଦାଖଲ କରି ଦେଇଥିଲେ।
Special Report
ଆଜି ଯେଉଁ ରାୟ ଆସିଛି ଏହି ରାୟ ହିସାବ ରେ ଅନୁଭବ ଙ୍କ ବିବାହ ବିଚ୍ଛେଦ ର ହାଇ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହା ହେଉଛି ଆଜିର ବଡ଼ ସୁଚନା।
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାହ ବିଚ୍ଛେଦ ମାମଲାକୁ ଅନୁମତି ମିଳି ସାରିଛି। ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ପ୍ରତି ଏବେ ସମସ୍ତଙ୍କ ନଜର ମଧ୍ୟ ରହିଛି।
ଅନୁଭବ ଙ୍କ ଇଚ୍ଛା ପୂରଣ ହୋଇଛି। ଏବେ ଅନୁଭବ ମହାନ୍ତି ଏନେଇ ଖୁବ ଖୁସୀ ମଧ୍ୟ ଅଛନ୍ତି। ପୂର୍ବରୁ ବାରମ୍ବାର ଅନୁଭବ ମହାନ୍ତି ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଛାଡପତ୍ର ପାଇଁ ମଧ୍ୟ ନିବେଦନ କରି ଆସୁଥିଲେ।
ତେବେ କହିବାକୁ ଗଲେ ନିଶ୍ଚିତ ଭାବରେ ଆଜି ଅନୁଭବ ମହାନ୍ତି ଙ୍କୁ ଆସ୍ଵସ୍ଥି ମିଳିଥିବା। ଏବେ ବର୍ଷା ଙ୍କ ଆଗାମୀ ପଦକ୍ଷେପ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web