Movie prime

ଏଣିକି କୋର୍ଟ ରୁ ଆସିଗଲା ନିୟମ, ଶଶୁର ସମ୍ପତ୍ତି ରେ ବୋହୂ ର ଟିକେ ବି ଭାଗ ରହିବ ନାହିଁ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ବିବାହ ପରେ ମହିଳା ମାନେ ସ୍ଵାମୀ ଙ୍କ ଘରେ ରହିବାକୁ ଆରମ୍ଭ କରନ୍ତି।ସ୍ଵାମୀ ର ସୁଖ ରେ ସୁଖୀ ଓ ସ୍ଵାମୀ ଙ୍କ ଦୁଃଖ ରେ ଦୁଃଖୀ ହୋଇ ମହିଳା ମାନେ ରହିଥାନ୍ତି।କୁହା ଯାଏ ଏହା ସେମାନଙ୍କ ସାରା ଜୀବନ ପାଇଁ ଘର ହୋଇ ଯାଏ।
Special report
ହେଲେ ଆପଣ ମାନେ ଜାଣି ଛନ୍ତି କୁ ବିବାହ ପରେ ମହିଳା ମାନଙ୍କୁ ସ୍ଵାମୀ ଙ୍କ ସମ୍ପତି ରେ ଭାଗ ଦିଆ ଯାଇ ନ ଥାଏ।ମହିଳା ଙ୍କୁ ନିଜ ବାପା ଙ୍କ ଘରେ ନିଜ ସମ୍ପତି ରହି ଥାଏ।ନିଜ ସ୍ଵାମୀ ଓ ଶ୍ବଶୁର ଙ୍କ ସମ୍ପତି କେବଳ ତାଙ୍କ ପୁଅ ଝିଅ ର।ଆମେ ଆପଣ ଙ୍କୁ ଆଜି ସେହିଭଳି କିଛି କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ।
ସ୍ଵାମୀ ଙ୍କ ସମ୍ପତି ରେ ସ୍ତ୍ରୀ ର ଭାଗ ନାହିଁ କିନ୍ତୁ ସେ ଇଛା କଲେ ଶ୍ବଶୁର ଙ୍କ ସମ୍ପତି ରୁ ଭାଗ ନେଇ ପାରିବେ।ମହିଳା ମାନଙ୍କୁ ସେମାନଙ୍କ ବାପା ଙ୍କ ସମ୍ପତି ଉପରେ ଅଧିକାର ରହିଛି।ଦେଶ ରେ ଅଧିକାଂଶ ମହିଳା ପିତା ଙ୍କ ସମ୍ପତି ରେ ଅଂଶ ଗ୍ରହଣ କରନ୍ତି ନାହିଁ।
ଅଧିକାଂଶ ଲୋକେ ବିଶ୍ୱାସ କରନ୍ତି ଯେ ସ୍ଵାମୀ ଙ୍କ ସମ୍ପତି ଉପରେ ସ୍ତ୍ରୀ ର ସମ୍ପୂର୍ଣ୍ଣ ଅଧିକାର ରହିଛି।ହେଲେ ଏହା ସମ୍ପୂର୍ଣ୍ଣ ସଠିକ୍ ନୁହେଁ।ପତ୍ନୀ ଙ୍କ ବ୍ୟତୀତ ଏହି ସମ୍ପତି ଉପରେ ତାଙ୍କ ମାଆ ଓ ପିଲା ମାନେ ଏହା ଉପରେ ଅଧିକାର ପାଇ ଥାନ୍ତି।ଯଦି କୌଣସି ପୁରୁଷ ଙ୍କ ମୃ-ତ୍ୟୁ ହୁଏ ।
Special report
ତେବେ ସେ ଯଦି ତାଙ୍କ ନୋମିନି ଭାବେ ତାଙ୍କ ସ୍ତ୍ରୀ ଙ୍କୁ ପକାଇ ଥିବେ ତେବେ ସବୁ ସମ୍ପତି ତାଙ୍କ ସ୍ତ୍ରୀ ପାଇବ।ଯଦି ସେ କୌଣସି ନୋମିନି ପକାଇ ନାହାନ୍ତି ତେବେ ଏହି ସମ୍ପତି ତାଙ୍କ ପତ୍ନୀ ମା ଓ ପିଲା ଙ୍କ ଭିତରେ ବାଣ୍ଟି ଦିଆ ଯିବ।ଏଥିରେ ଏକୁଟିଆ ତାଙ୍କ ସ୍ତ୍ରୀ ପାଇ ପାରିବେ ନାହିଁ।
ଯଦି ଅଳ୍ପ ବୟସ ରୁ ମହିଳା ଙ୍କ ସ୍ଵାମୀ ମରି ଯାଏ ତେବେ ମହିଳା ଙ୍କୁ ତାଙ୍କ ଶାଶୁ ଘରୁ କେହି ବାହାର କରି ପାରିବେ ନାହିଁ।ଯଦି ମହିଳା ଙ୍କ ସନ୍ତାନ ରହି ଥାଏ ତେବେ ସେମାନେ ସେମାନଙ୍କ ପିତା ଙ୍କ ସମ୍ପତି ର ସମ୍ପୂର୍ଣ୍ଣ ଅଂଶ ପାଆନ୍ତି।
ଏହା କୋର୍ଟ ଦ୍ଵାରା ସ୍ଥିର କରା ଯାଇଚି।ଏଥିପାଇଁ ମହିଳା ଙ୍କୁ ତାଙ୍କ ଶାଶୁ ଘର ତରଫ ରୁ କିଛି ଅର୍ଥ ରକ୍ଷଣାବେକ୍ଷଣ ପାଇଁ ଦିଆ ଯାଏ।ଯଦି ମହିଳା ଆଉ ଥରେ ବିବାହ କରନ୍ତି
ତେବେ ଏହି ଅର୍ଥ କୁ ବନ୍ଦ କରି ଦିଆ ଯିବ। ଛାଡ଼ ପତ୍ର ସମୟ ରେ ମହିଳା ଙ୍କୁ ତାଙ୍କ ରହିବା ପାଇଁ ସବୁ ପ୍ରକାର ଅର୍ଥ ସ୍ଵାମୀ ଙ୍କ ତରଫ ରୁ ଦିଆ ଯାଇ ଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.