Movie prime

କ୍ରିକେଟର ପୃଥ୍ୱୀ ସୋ ଫସିଲେ ଅଚାନକ ଥାନା ଗଲେ ଯୁବତୀ..

 
Kk
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଇପିଏଲ ଅଧା ରୁ ଗିରଫ ହେବାକୁ ଯାଉଛନ୍ତି କ୍ରିକେଟର। ଏଥିପାଇଁ ଏବେ ଆସି ଯାଇଛି କୋର୍ଟ ର ନିର୍ଦ୍ଦେଶ। ଏବେ ଆକ୍ସନ ମୋଡ ରେ ରହିଛି ପୋଲିସ। ଚାଲିଛି ଇଣ୍ଡିଆନ ପ୍ରିମୀୟର ଲିଗ୍ ଟାଇଟଲ ହାତେଇବା ପାଇଁ
ସବୁ ଦଳ ମଧ୍ୟ କଠୋର ଭାବରେ ପରିଶ୍ରମ କରିବା ରେ ଲାଗି ପଡିଛନ୍ତି। ଏପଟେ ମଧ୍ୟ ଭାଗ୍ୟ ପରୀକ୍ଷା କରୁଛନ୍ତି ଅନେକ କ୍ରିକେଟର ମାନେ। ଟିମ୍ ରେ ସ୍ଥାନ ପାଇବା ପାଇଁ ଆଇପିଏଲ ରେ କସରତ କରୁଛନ୍ତି ଖେଳାଳୀ ମାନେ।
Hn
ଆଇପିଏଲ ଆରମ୍ଭ ହେବାର ପ୍ରଥମ ସିଜିନ ରେ ହିଁ କିଛି ଯୁବ ତାରକା ନିଜର ଜଲୱା ଦେଖାଇ ସାରିଛନ୍ତି।ନିଜର ଦକ୍ଷତା ବଳରେ ସେମାନେ ନିଜ ନିଜର ସ୍ଵତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୃଥ୍ବୀ ଶ।
ଦିଲ୍ଲୀ କ୍ୟାପିଟାଲ ତରଫରୁ ଏହି ତାରକା ଜଣକ ଖେଳୁଛନ୍ତି। ସେ ଖୁବ ଭଲ ଫର୍ମ ରେ ମଧ୍ୟ ରହିଛନ୍ତି। ଆଇପିଏଲ୍ ମଝିରେ ମଧ୍ୟ ତାଙ୍କ ପାଇଁ ବିପଦ ମାଡି ଆସିଛି। ଆଇପିଏଲ ମଝିରୁ ହିଁ ଏହି ଖେଳାଳୀ ଗିରଫ ହୋଇ ପାରନ୍ତି।
କୋର୍ଟ ଙ୍କ ନିର୍ଦ୍ଦେଶ ଆସିବା ପରେ ଏବେ ଆକ୍ସନ ମୋଡ ରେ ରହିଛି ପୋଲିସ। ତେବେ ୨୦୨୩ ର ମାମଲାକୁ ନେଇ ବନ୍ଧା ହୋଇ ପାରନ୍ତି ପୃଥ୍ବୀ ଶ। ଗତବର୍ଷ ଜଣେ ଯୁବତୀକୁ ମାଡ଼ ମାରିବା ଓ ଦୁର୍ବ୍ୟବହାର କରିବା ଘଟଣାରେ ଅଡ଼ୁଆରେ ପଡି ଯାଇଛନ୍ତି ପୃଥ୍ବୀ ଶ।
Hu
କୋର୍ଟ ସେହି ମାମଲାର ଯାଞ୍ଚ ପାଇଁ ମଧ୍ୟ ପୋଲିସ୍ କୁ ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁସାରେ ୨୦୨୩ ଫେବୃଆରୀ ୧୫ ରେ ମୁମ୍ବାଇର ଏକ କ୍ଳବ୍ ବାହାରେ ସେଲଫି ଉଠାଇବାକୁ ନେଇ,
କ୍ରିକେଟର ପୃଥ୍ବୀ ଶ ଏବଂ ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର ସ୍ବପ୍ନା ଗିଲ୍ ଙ୍କ ମଧ୍ୟରେ ହୋଇଥିଲା ଖୁବ ଯୁକ୍ତି ତର୍କ। ଏହାପରେ ସ୍ବପ୍ନା , ପୃଥ୍ବୀ ଙ୍କୁ ମାଡ଼ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ସ୍ବପ୍ନା ଙ୍କୁ ଗିରଫ କରିଥିଲା।
ଏବେ ସ୍ବପ୍ନା ଙ୍କୁ ବେଲ୍ ମିଳି ଯାଇଛି ସେ ଜେଲ ରୁ ବାହାରିବା ପରେ ପୃଥ୍ବୀ ଙ୍କ ନାମରେ ମଧ୍ୟ ଅଭିଯୋଗ କରିଛନ୍ତି। ଯାହାକି ଏବେ କୋର୍ଟ ର ତଦନ୍ତ ପରିସରଭୁକ୍ତ ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.