Movie prime

କଟକ ଲିଙ୍କ ରୋଡ ରେ ଅଛି ଗୋଟେ ଅତୃପ୍ତ ଆତ୍ମା...ସିସିଟିଭି ରେ କୟଦ ହେଲା ଆତ୍ମା ର ସମ୍ପୁର୍ଣ୍ଣ ଭିଡିଓ..

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସତରେ କଣ ମୃ-ତ୍ୟୁ ପୂର୍ବ ରୁ ଯମ ଦୂତ ନେବା ପାଇଁ ଆସି ଥାଏ।ଆମେ ଆଜି ସେଭଳି ଏକ ଦୃଶ୍ୟ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଚି।ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବେ।
Special report
ଏଥିରୁ ଆପଣ ମାନେ ଜାଣିବେ ଯେ ମୃ-ତ୍ୟୁ ପୂର୍ବ ରୁ ଯମ ଦୂତ ଆସି ଅପେକ୍ଷା କରି ରହି ଥାଏ।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସହର ରେ ଥିବା ମେଡିକାଲ୍ ପରିସର ରୁ।ସେଠାରେ ସି ସି ଟିଭି ରେ ଏକ ଅଜବ ଦୃଶ୍ୟ କଏଦ ହୋଇଚି।
ସୂଚନା ଅନୁସାରେ ସେହି ମେଡିକାଲ ର ଭାଗରେ ଗୋଟିଏ ଧଳା କାର ଟି ରହି ଥିଲା।ଏହି ସମୟ ରେ ଗୋଟିଏ କଳା କାର ସେହି ରାସ୍ତା ଦେଇ ଯାଇ ଥିଲା।ସେଠାରେ ଯେଉଁ ସି ସି ଟିଭି କ୍ୟାମେରା ଲାଗି ଥିଲା।ସେଠାରେ ଏକ ଅଜବ ଦୃଶ୍ୟ ଦେଖା ଯାଇ ଥିଲା।
କେହି ଜଣେ ବ୍ୟକ୍ତି ହଟାତ ସେଠାରେ ବସି ଥିଲେ।ଜଣେ ବାଇକ୍ ଆରୋହି ଆସି ସେହି ଧଳା କାର ରେ ଗାଡ଼ି ପି-ଟି ଦେଇଥିଲା।ଏହା ପରେ ଜଣେ ମହିଳା ଙ୍କ ର ମୃ-ତ୍ୟୁ ଘଟି ଥିଲା।ସେହି ଅଦୃଶ୍ୟ ଛାଇ ଟି ଏହି ମୃତ ମହିଳା ଜଣକ ଆତ୍ମା କୁ ନେବା ପାଇଁ ଆସି ଥିଲେ ବୋଲି ଏବେ ଚର୍ଚ୍ଚା ହେଉଚି।
Special report
ମାତ୍ର କିଛି ସେକେଣ୍ଡ ଭିତରେ ଏହି ଛାଇ ଟି ଅଦୃଶ୍ୟ ହୋଇ ଯାଇ ଥିଲା।କିଛି ଲୋକ ଏହାକୁ ଯମ ଦୂତ ବୋଲି କହିଛନ୍ତି।ସେମିତି ଅନ୍ୟ କିଛି ଲୋକ ଏହାକୁ ଏକ ଫେକ୍ ଭିଡିଓ ବୋଲି କହିଛନ୍ତି।ତେବେ ଏହା ଭିତରେ କେତେ ସତ୍ୟତା ରହିଛି ତାହା ଏ ଯାଏଁ ଜଣା ପଡି ନାହିଁ।
ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।ଏହାକୁ ଦେଖି ଲୋକ ଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।ସତରେ କଣ ମୃ-ତ୍ୟୁ ପୂର୍ବ ରୁ ଯମ ଦୂତ ନେବାକୁ ଆସି ଥାଆନ୍ତି।ଏବେ ଏହାକୁ ନେଇ ସମସ୍ତଙ୍କ ମନ ରେ ପ୍ରଶ୍ନ ରହିଛି।
ଖାସ୍ କରି ମାତା ମଠ ଛକ ରୁ ଯୋବ୍ରା ରିଙ୍ଗ ରୋଡ ପର୍ଯ୍ୟନ୍ତ ଦିନ କୁ ଦିନ ଗାଡ଼ି ଚାଳକ ଙ୍କ ସଂଖ୍ୟା ବଢ଼ି ଚାଲିଛି।ଏହି ଅଞ୍ଚଳ ରେ ଟ୍ରାଫିକ ବ୍ୟବସ୍ଥା ନାହିଁ।ପ୍ରାୟ ପ୍ରତିଦିନ ଏଠାରେ ଦୁ-ର୍ଘ-ଟ-ଣା ଘଟୁଛି।ସରକାର ମଧ୍ୟ ଏଥିପ୍ରତି ଟି କେ ଧ୍ୟାନ ଦେଉ ନାହାନ୍ତି। ଯାହାକୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ହେଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.