Movie prime

ଦହିବରା ବିକୁ ବିକୁ ହୋଇଗଲେ କୋଟିପତି ଦେଖନ୍ତୁ ଆସୁଛନ୍ତି BMW କାରରେ ଦହିବରା ବିକି - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ଏହି ଭିଡିଓ ମାଧ୍ୟମରେ ଏହି ଖବର ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆଣିବ । ଏହି ଭିଡିଓ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ଭିଡିଓରେ ଆପଣମାନେ ଯେଉଁ ବ୍ୟକ୍ତିଙ୍କୁ ଦେଖିବେ ସେ ହେଉଛନ୍ତି ଜଣେ ଦହିବରା ବ୍ୟବସାୟୀ । 
ଏହି ବ୍ୟବସାୟୀ ଜଣକ BMW କାରରେ ଆସି ଦହିବରା ବ୍ୟବସାୟ କରୁଛନ୍ତି । ରାସ୍ତା କଡ଼ରେ ବିକ୍ରି କରୁଛନ୍ତି ଦହିବରା । ଏହି କୋଟିପତି ବ୍ୟକ୍ତି ଜଣକ ଶର୍ମାଜୀ ଚାଟ ବାଲା ନାମରେ ବି ପ୍ରସିଦ୍ଧ ଅଟନ୍ତି ।
Special report
ଦିଲ୍ଲୀର ନେହୁରୁ ପ୍ଲେସ ନିକଟରେ ଏହି ଶର୍ମାଜୀଙ୍କ ଦୋକାନ ଅଛି । ତାଙ୍କ ଦହିବରା ଆଉ ଚାଟର ଟେଷ୍ଟ ଭଲ ଥିବାରୁ ସେଠାରେ ଲୋକମାନଙ୍କର ଭିଡ ଜମିଥାଏ । ଅନେକ ଲୋକ ସେଠାକୁ ଖାଇବାକୁ ଆସିଥାନ୍ତି । ସେ ଏଥିପାଇଁ ଚର୍ଚ୍ଚାରେ ଅଛନ୍ତି । 
ଏହି ବ୍ୟବସାୟୀ ଜଣକ ପ୍ରଥମେ ଚାଟ ଆଉ ତାପରେ ଦହିବରା ବିକ୍ରି କରିଥିଲେ । ସେ ଦୀର୍ଘ ବର୍ଷ ହେଲା ବ୍ୟବସାୟ କରି ଆସିଛନ୍ତି । ଏହି ଶର୍ମାଜୀଙ୍କ ବ୍ୟବସାୟ ଟିକେ ଅଲଗା ଅଟେ । ଏବେ ସେ ବ୍ୟବସାୟ କରି ପାଲଟି ଯାଇଛନ୍ତି କୋଟିପତି ।
Special report
ତାଙ୍କର କୌଣସି ସ୍ଥାୟୀ ଦୋକାନ ନାହିଁ । ସେ ତାଙ୍କ BMW କାରରେ ଆସି କାରର ଡିକିରୁ ଦହିବରା ସାମଗ୍ରୀ ବାହାର କରି ସେ ଦିଲ୍ଲୀର ନେହୂରୁ ପ୍ଲେସ ନିକଟ ରାସ୍ତା କଡ଼ରେ ଦହିବରା ବିକ୍ରି କରିଥାନ୍ତି । 
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ୧୯୭୯ ମସିହାରୁ ମୁକେଶ କୁମାର ଶର୍ମା ଏହି ବ୍ୟବସାୟ କରି ଆସୁଛନ୍ତି । ସେ ଲୋକଙ୍କ ପାଇଁ ସବୁକିଛି ତିଆରି କରିଥାନ୍ତି ।
ଦହିବରା ଆଉ ଚାଟ ବିକ୍ରି କରିବା ସହ ସେ ତାର ମସଲା ସବୁ ନିଜେ ପ୍ରସ୍ତୁତ କରିଥାନ୍ତି । ପୂର୍ବରୁ ଦହିବରା ପ୍ଲେଟ ୨ ଟଙ୍କାରେ ବିକ୍ରି କରିଥିବା ବେଳେ ଏବେ ଏହା ୪୦ ଟଙ୍କା ହୋଇଛି । ତାଙ୍କ ଦହିବରା ବହୁତ ସ୍ଵାଦିଷ୍ଟ ହୋଇଥିବାରୁ ଲୋକଙ୍କ ଭିଡ ଜମୁଛି ।