ଦର୍ପଣ ଭିତରେ କାହାକୁ ଦେଖୁଛି ପ୍ରେତାତ୍ମା ଦେଖନ୍ତୁ ଏମିତି ନେଉଛି ଜୀବନ ଏବେ ଏବେ ଆସିଲା ଆଶ୍ଚର୍ୟ୍ଯ ଜନକ ଖବର
Sep 22, 2023, 14:45 IST

ନମସ୍କାର ବନ୍ଧୁଗଣ ତେବେ ମଣିଷ ମୃତ୍ୟୁ ପରେ ପ୍ରେତ ହୋଇଯାଏ । ଆଉ ସେହି ପ୍ରେତ ରାତିରେ ବାହାରେ। ଯାହାକି ଆମେ ଆମ ବାପା ମା, ତାଙ୍କ ଉପରପିଢ଼ୀ ସମସ୍ତେ ଶୁଣିଛେ ଓ ଶୁଣାଇଛେ।

କିନ୍ତୁ ବିଜ୍ଞାନ ଯୁଗରେ ଏମିତି କିଛି ଘଟଣା ରହିଛି ସେହି କାହାଣୀକୁ ସତ ଭାବିବାକୁ ବାଧ୍ୟ କରେ। ତେବେ ବନ୍ଧୁଗଣ ଲଣ୍ଡନର ମୁସେୱଲ ହିଲ ନିକଟରେ ରହୁଥିବା ଜଣେ ବ୍ୟବସାୟୀ ତାଙ୍କ ପୁରୁଣା ଘରକୁ କେତେ ଜଣ କଲେଜ ଛାତ୍ରୀଙ୍କୁ ଭଡ଼ାରେ ଦେଇଥିଲେ।
କୋଭିଡ ପରେ ବ୍ରିଟେନର କୌଣସି ଏକ ଗାଁରୁ ଦୁଇଜଣ ଯୁବକ ଭଡ଼ାରେ ରହୁଥିଲେ। ଦିନେ ଘରକୁ ଫେରିବା ସମୟରେ ଜସେପଙ୍କ ନଜର ସିଡି ତଳେ ଥିବା ଦର୍ପଣ ଉପରେ ପଡିଯାଇଥିଲା।

ଜସେପ ଦର୍ପଣକୁ ପ୍ରତିଦିନ ଯିବା ଆସିବା ବେଳେ ଦେଖି ଶେଷରେ ଘର ଭିତରକୁ ଦର୍ପଣଟିକୁ ଆଣିବାକୁ ଇଚ୍ଛା କଲେ। ଯେବେ ଠାରୁ ବୈଠକ ଖାନାରେ ଏହି ଦର୍ପଣ ରଖିଲେ ଘରେ ସ୍ବାଭାବିକ ପରିସ୍ଥିତି ଉପୁଜିଥିଲା।
ବିନା କାରଣରେ ଦୁଇଜଣ ସାଙ୍ଗଙ୍କ ମଧ୍ୟରେ ଝଗଡା ହେବା ସହ ଅଭାବ ଲାଗି ରହିଲା। ଥରେ ଜସେପ୍ ସେହି ଦର୍ପଣରେ ବିଚିତ୍ର ଛାଇ ଦେଖିବାକୁ ସନ୍ଧେହ ବଢିଲା।

ଅଳ୍ପ ଦୂରରେ ରହୁଥିବା ଜଣେ ଚର୍ଚ୍ଚର ଫାଦରଙ୍କ ସହିତ ପରାମର୍ଶ କରିବାରୁ ସେଇ ଚର୍ଚ୍ଚ ଜଣକ କହିଥିଲେ ଦର୍ପଣଟିକୁ ଘରୁ ବାହାର କରିବା ପାଇଁ। କାରଣ ଅସରିର ମାନେ ସେହି ଦର୍ପଣରେ କେବେଠୁ ରହି ଆସୁଥିଲେ।
ଦୁଇ ସାଙ୍ଗ ଘର ବାହାରେ ଦର୍ପଣ ରଖିବା ପରେ ବି ସମସ୍ୟା ସମାଧାନ ହୋଇନଥିଲା। ଦିନେ ଜସେପ୍ ଅତିଷ୍ଟ ହୋଇ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପ୍ରତାତ୍ମା ଦର୍ପଣ ବିଷୟରେ ଲେଖି ଲିନାମ କରୁବା ଚାହୁଁଥିବା କଥା ସ୍ପଷ୍ଟ କଲେ।
ଜସେପଙ୍କୁ ଅନେକ ଲୋକ ଯୋଗା ଯୋଗ କରି ଦର୍ପଣ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଶେଷରେ ୧୧ ହଜାର ଟଙ୍କାରେ ସେହି ପ୍ରତାତ୍ମା ଦର୍ପଣ ବିକ୍ରି କରି ଏବେ ଖୁସିରେ ରହୁଛନ୍ତି।