Movie prime

ଦେଢ଼ସୁର କୁ ମାରିଦେଲା ବିଧବା ଭାଇବୋହୂ : ଗାଆଁ ଗହଳି ରେ ପଡ଼ିଗଲା ଚାଞ୍ଚଲ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏକ ସ୍ତ୍ରୀ ର ଛାତି ଫଟା କାନ୍ଦ ଦେଖିବାକୁ ମିଳିଛି। ସ୍ତ୍ରୀ କହୁଛି କି ଯଦି ତାକୁ ତା ସାନ ଯାଆ ଘରୁ ବାହାରି ଯିବା ପାଇଁ କହି ଥାଆନ୍ତା ତେବେ ସେ ଘରୁ ବାହାରି ଯାଇ ଥାଆନ୍ତା।
Special Report
ହେଲେ ଏଭଳି କଣ ପାଇଁ ତାର ସ୍ୱାମୀକୁ ମାରି ଦେଲା। ଏବେ ଦୁଇ ଛୁଆ କୁ ନେଇ ସେ କୁଆଡେ ଯିବ ଓ କଣ କରିବ ସେକଥା କିଛି ସ୍ତ୍ରୀ ଜାଣି ପାରୁ ନାହିଁ। ଏଠାରେ ଦେଢ଼ସୁର କୁ ଭାଇ ବୋହୁ ହ-ତ୍ୟା କରିଛି।
ଗତ ୨୧ ତାରିଖ ଦିନ ରାତିରେ ନିଜେ ଭାଇ ବୋହୂ ଚାରି ଜଣ ସୂପାରି କିଲର ଙ୍କ ସହ ମିଶି ଦେଢସୁର ରୁଖଡ ଥପା କୁ ନିର୍ମମ ଭାବରେ ହ-ତ୍ୟା କରିଛି। ଘଟଣାକୁ ସାତ ଦିନ ନ ପୁରୁଣୁ ପାଞ୍ଚ ଜଣକୁ ଗିରଫ କରିଛି ପୋଲିସ।
ମୃ-ତ ରୁଖର ଧପା ଙ୍କ ସ୍ତ୍ରୀ ରୁଖ ଥପା ଙ୍କ ଅଭିଯୋଗ ଅନୁସାରେ ଏକ ବର୍ଷ ତଳେ ଦିଅର କରୁଣ ଥପା ଙ୍କ ସଡ଼କ ଦୁର୍ଘଟଣା ରେ ମୃ-ତ୍ୟୁ ବରଣ କରିଥିଲେ। ଆଉ ପରିବାର ସହ ମିଶି ରହୁଥିଲେ ଏହି ବିଧବା ସାନ ଯାଆ।
Special Report
ତାଙ୍କର ନାମ ହେଉଛି ଜୟନ୍ତୀ ଥପା। ହେଲେ ତାଙ୍କର ସ୍ଵାମୀ ଯିବା ପରେ ସେ ଦୀର୍ଘ ସମୟ ଧରି ଫୋନ୍ ରେ କାହା କାହା ସହ କଥା ମଧ୍ୟ ହେଉଥିଲେ। ଅନ୍ୟ ମାନଙ୍କ ସହ ସେ ବାଇକ୍ ରେ ବୁଲାବୁଲି ମଧ୍ଯ କରୁଥିଲେ।
ଏସବୁ କୁ ବିରୋଧ କରୁଥିଲେ ଦେଢସୁର ସେଥିପାଇଁ ଭଡ଼ାଟିଆ ଗୁଣ୍ଡା ଆଣି ତାଙ୍କର ସ୍ବାମୀଙ୍କୁ ହ-ତ୍ୟା କରାଯାଇଛି ବୋଲି ସ୍ତ୍ରୀ ଜଣକ ଅଭିଯୋଗ କରିଛନ୍ତି। କାରଣ ଅନ୍ୟ ସହ ବୁଲାବୁଲି କରିଥିବା କୁ ଯେତେବେଳେ ରୁଖଡ ବାରଣ କରିଥିଲେ,
ସେତେବେଳେ ମଧ୍ୟ ହ-ତ୍ୟା କରିବାର ଧମକ ଦେଇଥିଲା ଜୟନ୍ତୀ। ହେଲେ ଜୟନ୍ତୀ ପୋଲିସ ନିକଟରେ ଏହା କହିଛି କି କେବଳ ପ୍ରେମ ସମ୍ପର୍କ ରଖିବାକୁ ଦେଢସୁର ବାରଣ କରୁ ନଥିଲେ।
ବରଂ ତା ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିବାକୁ ମଧ୍ଯ ବାଧ୍ୟ କରୁଥିଲେ। ହେଲେ ଏବେ ଜୟନ୍ତୀ ଙ୍କ ବିରୁଦ୍ଧରେ ସବୁ ପ୍ରମାଣ ପାଇଁ ପୋଲିସ ଜୟନ୍ତୀ କୁ ଗିରଫ କରିଛି। ଏହା ଏକ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି।