Movie prime

ମୁଁ ଶୋଇଥିଲି ଦେଢ଼ସୂର୍ ମୋ ଝିଅ ଉପରେ ଖରାପ ନଜର ପକେଇ ତାକୁ ବଳାତ୍କାର କରିଦେଲା

 
Special report
ନମସ୍କାର ପାଠକ ବନ୍ଧୁ। ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ସେ କହିଥିଲେ କି ଯେତେବେଳେ ସେ ଘରେ ଟିୱେଲ ପାଖରେ ଗାଧାନ୍ତି
Special report
ସେତେବେଳେ ତାଙ୍କର ଘରପାଖ ଦେଢ଼ସୁର ପ୍ରଭାତ ମଲ୍ଲିକ ତାଙ୍କୁ ଲାଟିନ ସ୍କାଏ ଲାଇଟ ରାସ୍ତାରେ ଅନାନ୍ତି। ଏଭଳି ଅନେଇବା ରୁ ସେ ଦୁଇରୁ ତିନି ଥର ତାଙ୍କୁ ମହିଳା ଜଣକ ବିରୋଧ କରି ମଧ୍ୟ କହିଥିଲେ। ଏହାପରେ ତାଙ୍କ ଘରଲୋକ କିଛି କହି ନଥିଲେ।
ଯେତେବେଳେ ମହିଳା ଜଣକ ନଦୀ କୁ ଶୌଚ ହେବା ପାଇଁ ଯାଇଥିଲେ ସେତେବେଳେ ସେଠାରେ ଦେଢସୁର ଜଣକ ଯାଇ ପହଞ୍ଚି ଯାଇଥିଲେ। ଏହାପରେ ମହିଳା ଜଣକ ତାଙ୍କୁ ଅଲଗା ତୁଠରେ ଗାଧୋଇବା ପାଇଁ ବାରମ୍ବାର କହିଥିଲେ।
ହେଲେ ଏହାପରେ ସେହି ଦେଢସୁର ତାଙ୍କୁ ସେଠାରେ ଟଣା ଓଟରା କରିଥିଲେ। ଏହାପରେ ବନ୍ଧ ଉପରେ ତାଙ୍କର ନିଜ ଦିଅର ଓ ନିଜ ଦେଢ଼ସୁର ଯାଉଥିଲେ ଆଉ ମହିଳା ଜଣକ ତାଙ୍କୁ ଡାକ ପକାଇ ଥିଲେ।
Special report
ସେମାନେ ଯେତେବେଳେ ଦୌଡ଼ା ଦୌଡି ହୋଇ ଆସିଲେ ସେତେବେଳେ ଏହି ବ୍ୟକ୍ତି ଜଣକ ଖସି ପଳାଇ ଯାଇଥିଲେ। ଯେତେବେଳେ ଏସବୁ କଥା ଯାଇ ତାଙ୍କ ଘରେ ମହିଳା ଜଣକ କହିଥିଲେ।
ସେତେବେଳେ ସେମାନେ ଏହି କଥାକୁ ବିରୋଧ କରିବା ବଦଳରେ ମହିଳାଙ୍କ ପରିବାର ଲୋକଙ୍କ ଉପରେ ଚଢ଼ି ଯାଇଥିଲେ। ତାଙ୍କ ଘରକୁ ଆସି ଗାଳି ଗୁଲଜ କରିବା ସହ ତାଙ୍କୁ ମାରଧର ମଧ୍ୟ କରିଥିଲେ।
ଏହା ଦ୍ବାରା ତାଙ୍କ ବଡ଼ ଶାଶୂ ଙ୍କ ମୁଣ୍ଡରେ ବାଡ଼େଇ ଦେଇଥିଲେ ଯାହା ଫଳରେ କି ତାଙ୍କ ମୁଣ୍ଡ ଫାଟି ଯାଇଛି। ଆଉ ପ୍ରଭାତ ମଲ୍ଲିକ ନିଜେ ମହିଳାଙ୍କ ଦେଢ଼ସୁର ଙ୍କ ମୁଣ୍ଡ ମାରି ଫଟାଇ ଦେଇଥିଲେ।
ଯାହା ଫଳରେ କି ଏବେ ସେ ଗୁରୁତର ଅବସ୍ଥାରେ ଅଛନ୍ତି ତାଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।