Movie prime

ନିର୍ବାଚନ ନାମାଙ୍କନ ପ‌ତ୍ର ଭରିବାକୁ ଯାଇଥିଲେ ଦିପାଳୀ..ହେଲେ ଦୁର୍ଭାଗ୍ୟ ବଶତଃ ହେଇଗଲେ ହଟହଟା...

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିର୍ବାଚନ ଯେତେ ପାଖେଇ ଆସୁଛି। ପ୍ରତି ଦଳର ପ୍ରାର୍ଥୀ ମାନେ ନିଜ ଦଳ ପାଇଁ ସେତେ ପ୍ରଚାର ମଧ୍ୟ କରୁଛନ୍ତି।
ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଅନେକ ଖବର ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ବିଜେଡିର ଉଭୟ ଲୋକସଭା ଓ ବିଧାନ ସଭାର ପ୍ରାର୍ଥୀ ମାନେ ମଧ୍ୟ ନିଜ ନିଜ ଦଳ ପାଇଁ ଜୋରଦାର ପ୍ରଚାର କରିବା ଆରମ୍ଭ କରି ଦେଇଛନ୍ତି।
Hh
ତେବେ ଆପଣ ମାନେ ନବ ଦାସ ଙ୍କ ଝିଅ ତଥା ଝାରସୁଗୁଡା ର ବିଜେଡ଼ି ବିଧାୟିକା ପ୍ରାର୍ଥୀ ଦୀପାଳୀ ଦାସ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଦିନକୁ ଦିନ ମଧ୍ୟ ତାଙ୍କର ଲୋକପ୍ରିୟତା ଖୁବ୍ ବଢ଼ିବାରେ ଲାଗିଛି।
ହେଲେ ଏବେ ତାଙ୍କ ସହ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଏବେ ସାରା ଗଣ ମାଧ୍ୟମରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଯେତେବେଳେ ସେ ପ୍ରଚାର ପାଇଁ ଯାଇଥିଲେ ସେତେବେଳେ ତାଙ୍କୁ ଲୋକ ବିରୋଧ କରିଥିଲେ।
ପ୍ରଚାର ସମୟରେ ଲୋକମାନେ ତାଙ୍କୁ ଘେରି ଉନ୍ନୟନ ମୂଳକ କାମର ହିସାବ ମାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
Hh
ସ୍ବର୍ଗତଃ ନବ ଦାସ ବିଧାୟକ ଥିବା ବେଳେ ଦେଇଥିବା ପ୍ରତିଶୃତି ମୁତାବକ କାମ ହୋଇନ ଥିବାରୁ ଲୋକେ ଜବାବ ମାଗିଥିଲେ। ସେଥିପାଇଁ ଲୋକମାନେ ତାଙ୍କୁ ଘେରି ଯାଇଥିଲେ। ଦୀପାଳୀ ଦାସ ତାଙ୍କୁ ଅନେକ ସମୟ ଧରି ବୁଝାଇବାକୁ ମଧ୍ୟ ଚେଷ୍ଟା କରୁଥିଲେ।
ସେ କହିଥିଲେ କି ତାଙ୍କର କାର୍ଯ୍ୟକାଳ ସୀମିତ ଥିବାରୁ ସେ ସେହି ଗ୍ରାମର କାମ କରି ପାରି ନାହାଁନ୍ତି।ଏଥର ବିଧାୟିକା ହେଲେ କାମ କରିବେ ଓ ନ କଲେ ସେହି ଗାଁ କୁ ପୁରାଇ ନ ଦେବାକୁ ଲୋକଙ୍କୁ କହିଥିଲେ।
ଆଉ ଏଭଳି କହୁଥିବା ସମୟର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.