Movie prime

୪୦ ବର୍ଷ ବୁଢ଼ା ନାବାଳିକା ର ଦେହ ପାଇ ହେଇଗଲା ପାଗଳ, ଦେହ ସୁଖ ପାଇଁ କଲା ଏମିତି କାଣ୍ଡ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ନାବାଳିକା ନିଜ ମୁହଁରେ ହିଁ ନିଜ ଅପରାଧର ଲୋମ ଟଙ୍କୁରା ଘଟଣା ନିଜେ ହିଁ କହିଛନ୍ତି। ଲୋଲୁପ ଦୃଷ୍ଟି ରଖିଥିବା ମଣିଷ ରୁପି ରାକ୍ଷସ କବଳରୁ ସେ କିଭଳି ବଞ୍ଚିକି ଆସିଲା ତାହା ଏବେ ସେ ନିଜେ ହିଁ କହିଛି।
Special report
କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନରହରିପୁର ଅଞ୍ଚଳର ଜଣେ ନାବାଳିକା ଉପରେ ପଡୋଶୀ ଘରର ୪୦ ବର୍ଷୀୟ ସମ୍ପର୍କୀୟ ଭାଇ ଚନ୍ଦନ ଜେନା ଖରାପ୍ ନଜର ରଖିଥିଲେ।
ନାବାଳିକା ସ୍କୁଲ୍ ରୁ ଫେରୁଥିବା ସମୟରେ ତାଙ୍କୁ ଜାନୁଆରୀ ୧୬ ତାରିଖ ଦିନ ଚନ୍ଦନ ଓ ତାଙ୍କର ସହଯୋଗୀ ମାନେ ଏକ କାର ସାହାଯ୍ୟରେ ଅପହରଣ କରି ନେଇ ଯାଜପୁର ଜିଲ୍ଲା, ଡୁଗୁରି କଳିଙ୍ଗ ନଗର ରେ ରଖିଥିଲେ।
ନାବାଳିକା ଜଣକ ତାଙ୍କୁ ଛାଡି ଦିଅ ବୋଲି ଚିତ୍କାର କରିଥିଲେ ମଧ୍ୟ ସେ ନର ରାକ୍ଷସ ମାନଙ୍କ କବଳରୁ ବଞ୍ଚି ପାରି ନଥିଲେ। ପରିବାର ଲୋକେ ଏନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ।
Special report
ଏହାପରେ ପୋଲିସ ଫୋନ୍ ଟ୍ରାକିଂ କରି କଳିଙ୍ଗ ନଗର ଅଞ୍ଚଳରୁ ନାବାଳିକା କୁ ଉଦ୍ଧାର୍ କରିବା ସହ ଅପହରଣକାରୀ ଚନ୍ଦନ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ନାବାଳିକା ଙ୍କୁ ଚନ୍ଦନ ବାହା ହେବା ପାଇଁ ବାଧ୍ୟ କରିଥିବା କଥା ମଧ୍ୟ ନାବାଳିକା ଜଣକ ପ୍ରକାଶ କରିଛନ୍ତି। ସୁଚନା ମୁତାବକ ପୂର୍ବରୁ ଚନ୍ଦନ ବିବାହିତ ହୋଇ ମଧ୍ୟ ସେ ନାବାଳିକା ଉପରେ ନିଜର ଲୋଲୁପ ଦୃଷ୍ଟି ରଖିଥିଲେ। ନାବାଳିକା ଜଣକ ହେଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ।
ନାବାଳିକା ଙ୍କ ଉପରେ ସେ କିଭଳି ଖରାପ୍ ଦୃଷ୍ଟି ପକାଉ ଥିଲେ ଆଉ ତାଙ୍କୁ କିପରି ଅପହରଣ କରିବା ପାଇଁ ଯୋଜନା କରି ଅପହରଣ କରି ନେଇଥିଲେ ସେ ସମସ୍ତ ଘଟଣା ନାବାଳିକା ଜଣକ କ୍ୟାମେରା ସାମ୍ନାରେ ଖୋଲିକି କହିଛନ୍ତି।
ଆଉ ଏହା ଏବେ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ ପ୍ରସାରିତ ହେବାରେ ଲାଗିଛି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।