Movie prime

ଏ ଭୟଙ୍କର ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ ଦେଖନ୍ତୁ କେମିତି ମହିଳାଙ୍କୁ ନେଇ ଖାଇ ଦେଲା ମଣିଷଖିଆ କୁମ୍ଭୀର

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୁମ୍ଭୀର ଆ-କ୍ର-ମ-ଣରେ ମହିଳା ମୃ-ତ। ଯାଜପୁର ବରୀ ବ୍ଲକ୍ ଅମଠପୁରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ବିରୂପା ନଦୀରେ ଗାଧୋଉଥିବାବେଳେ କୁମ୍ଭୀର ଆ-କ୍ର-ମ-ଣ କରିଥିଲା।
Special report
ମୃ-ତ ମହିଳା ପାଲଟପୁର ଗାଁର ଅନାମ ଜେନାଙ୍କ ସ୍ତ୍ରୀ ଜ୍ୟୋସ୍ନା ଜେନା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୁଣ୍ଡ ଓ ଗୋଡ଼ ବିହୀନ ମୃ-ତ-ଦେ-ହ ଉଦ୍ଧାର କରିଥିଲା।
ସୂଚନା ଅନୁଯାୟୀ ନଦୀରେ ଛକି ବସିଥିଲା କୁମ୍ଭୀର ମହିଳା ଜଣକ ଲୁଗା ସଫା କରି ଯାଇଥିବା ସମୟରେ ଟାଣି ନେଇ ମହିଳାଙ୍କ ଜୀବନ ନେଇଯାଇଥିଲା କୁମ୍ଭୀର।
Special report
ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରି ବ୍ଲକ ଅମଠପୁର ପଞ୍ଚାୟତରେ। ମୃ-ତ ମହିଳା ଜଣକ ହେଉଛନ୍ତି ଜ୍ୟୋସ୍ନା ଜେନା। ସୂଚନା ଅନୁସାରେ ସକାଳୁ ସକାଳୁ ଗାଧେଇବାକୁ ଏବଂ ଲୁଗା ସଫା କରିବାକୁ ଯାଇଥିଲେ ମହିଳା ଜଣକ। 
ଯେତେବେଳେ ମହିଳା ଜଣକ ନଦୀ କୂଳରେ ବସି ଲୁଗା ସଫା କରୁଥିଲେ ଠିକ୍ ସେତିକି ବେଳେ ଗୋଟେ ବିରାଟ ବଡ କୁମ୍ଭୀର ଛପି ଛପି ଆସି ମହିଳାଙ୍କ ଗୋଡ଼କୁ ଟାଣି ନେଇ ଚାଲିଯାଇଥିଲା।
Special report
ଜ୍ୟୋସ୍ନାଙ୍କ ସହିତ ଆସିଥିବା ମହିଳା ମାନେ ଗାଁ ଲୋକଙ୍କୁ ଯାଇ ଡ଼ାକିଥିଲେ ମଧ୍ୟ ଯୋସ୍ନାଙ୍କୁ ଉଦ୍ଧାର କରି ପାରିନଥିଲେ। ମହିଳାଙ୍କୁ ଟାଣି ନେଇ ନଦୀ ମଝିକୁ ଚାଲିଯାଇଥିଲା କୁମ୍ଭୀରଟି। ଫଳରେ ମହିଳାଙ୍କର ସେଇଠାରେ ହିଁ ସଙ୍ଗେ ସଙ୍ଗେ ମୃ-ତ୍ୟୁ ହୋଇଯାଇଥିଲା। 
ବର୍ଷା ହେବା ଫଳରେ ନଦୀରେ ପାଣିର ସୋତ୍ର ବଢ଼ି ଯାଇଛି। ଯାହା ଫଳରେ କୁମ୍ଭୀର ମାନେ ପ୍ରବଳ ମାତ୍ରାରେ ନଦୀରେ ଅଛନ୍ତି। ସେଥିପାଇଁ ନଦୀକୁ ଯିବା ପାଇଁ ଭୟ କରୁଛନ୍ତି ସ୍ଥାନୀୟ ଲୋକେ। ବନ ବିଭାଗ କର୍ମଚାରୀ ଏନେଇ କିଛି ପଦେକ୍ଷପ ଗ୍ରହଣ କରୁନାହାଁନ୍ତି।
ଯେଉଁଥିପାଇଁ ଅଯଥାରେ ଲୋକଙ୍କ ଜୀବନ ଚାଲିଯାଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.