Movie prime

ଦେଖନ୍ତୁ ମୃତ୍ୟୁ ଲାଇଭ : ମାତ୍ର ୩୦ ସେକେଣ୍ଡ ଭିତରେ ଚାଲିଗଲା ଯୁବକ ର ଜୀବନ !!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମୃ-ତ୍ୟୁ ଯେକୌଣସି ମୁହୂର୍ତ୍ତରେ ମଧୁ ଆସି ପହଞ୍ଚି ପରେ। ଆଉ ଏହାକୁ ନେଇ କେହି ହେଲେ ମଧ୍ୟ କୌଣସି ପ୍ରକାରର ପୂର୍ବାନୁମାନ କରି ନଥିବେ।
Special report
କାରଣ ଏହାର କୌଣସି ସମୟ କାଳ ପାତ୍ର ନଥାଏ। ଆଜ୍ଞା ହଁ ମଣିଷ ଜୀବନ ଏବେ ଅଛି ତା ଆଉ କିଛି କ୍ଷଣ ପରେ ତାହା ନଥିବ। ଆଜ୍ଞା ହଁ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
ଏହି ଘଟଣା ସମ୍ପର୍କରେ ଜାଣିଲା ପରେ ଆପଣଙ୍କୁ ମଧ୍ୟ ବିଶ୍ବାସ ହେବ ନାହିଁ। ବର୍ତ୍ତମାନ ସମୟରେ ଏହି ଭିଡିଓ ସୋସିଆଲ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ। ସେଥିରେ ଡ ଦେଖିବାକୁ ମିଳିଥାଏ ଜଣେ ବ୍ୟକ୍ତି ସେଠାରେ ବସୀ ହଠାତ ବସିଥିବା ସମୟରେ ତଳେ ଟଳି ପଡ଼ିଥିଲେ।
ଏହାପରେ ତାଙ୍କୁ ଯେତେ ଡାକିଥିଲେ ମଧ୍ୟ କୌଣସି ପ୍ରକାରର ପ୍ରତିକ୍ରିୟା ରଖି ନଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ବ୍ୟସ୍ତ ହୋଇ ଯାଇଥିଲେ।
ସୁଚନା ମୁତାବକ ଏହା ଜଣା ପଡ଼ିଛି କି ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀକାକୁଲମ୍ ର। ଆଉ ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଠାରେ। ବ୍ୟକ୍ତି ଜଣକ ସେଠାରେ ଦୀର୍ଘ ୨୦ ବର୍ଷ ହେବ ରହି ଆସୁଥିଲେ।
ଏବଂ ଏଠାରେ ରହି ସେ ରେଣୁକା ଗଳି ରେ ଯୋତା ସିଲେଇ କାମ କରି ଟଙ୍କା ରୋଜଗାର କରୁଥିଲେ। ଆଉ ବ୍ୟକ୍ତି ଜଣକ ଖାଈବା ଖାଇବା ପାଇଁ ଦୋକାନ କୁ ଆସିଥିଲେ। ଏବେ ଏହା ଚାରିଆଡ଼େ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏବଂ ଜଣକ ଫୋନ୍ ରୁ ଅନ୍ୟ ଜଣକ ଫୋନ କୁ ମଧ୍ଯ ଘୁରି ବୁଲୁଛି।
ଏହାଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।