Movie prime

ଡେଲିଭରି ପୁଅ ର ଏମିତି ପ୍ରେମ ଆପଣ ଦେଖି ନଥିବେ..ପ୍ରଥମ ଦେଖା ରେ ହିଁ ଧରି ମଥା ରେ ସିନ୍ଦୂର ଦେଇ ଦେଲି..

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମିଠା ମିଠା କଥାରେ ଫସାଇ ଥିଲେ କିନ୍ନର। ପ୍ରେମର ଅଭିନୟ କରିବା ପରେ ସେ ମଥାରେ ମଧ୍ୟ ଦେଇଥିଲେ ସିନ୍ଦୂର। ତାଙ୍କର ବାହା ହେବାର ନଥିଲା ହେଲେ ଲିଭ୍ ଇନ୍ ରେ ସେମାନେ ରହୁଥିଲେ।
Special report
ଡେଲିଭରି ବୟେ ଏବଂ କିନ୍ନର ଙ୍କ ପ୍ରେମ କାହାଣୀ ଏବେ ଖୁବ ଚର୍ଚ୍ଚାରେ ରହିଛି। ହେଲେ ଏହି ଡେଲିଭରି ବୟେ ଙ୍କ କଥା ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଲିଭ୍ ଇନ୍ ରେ ସେ କିନ୍ନର ଙ୍କ ସହ ସାତ ମାସ ରହିବା ପରେ ଏବେ କିନ୍ତୁ ଆଉ ତାଙ୍କୁ ଧରା ଛୁଆଁ ଦେଉ ନାହାଁନ୍ତି। ଯଦି ବାହା ହେବାର ନଥିଲା ତେବେ ତାଙ୍କ ସହ କଣ ପାଇଁ ରହୁଥିଲେ ବୋଲି ଏନେଇ ପ୍ରେମିକା କିନ୍ନର ପ୍ରଶ୍ନ କରିଥିଲେ।
ଏହି ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର। ପ୍ରେମ ଜାଲରେ ଫସାଇଲେ ଓ ମିଠା ମିଠା କଥା କହି ତାଙ୍କ ସହ ବର୍ଷେ କାଳ ଲିଭ୍ ଇନ୍ ରେ ରହିଥିଲେ। ହେଲେ ଏବେ ଆଉ ଧରା ଛୁଆଁ ଦେଉ ନାହାଁନ୍ତି,
Special report
ଡେଲିଭରି ବୟେ ଭାବରେ ରହୁଥିବା ଏହି ଯୁବକ ଜଣକ। ଏହି ଯୁବକ ଙ୍କ ନାମ ଦିପ୍ତିମୟ ମହାରଣା। ତାଙ୍କର ଘର ହେଉଛି କାମାକ୍ଷାନଗର ଠାରେ। ସେ ଡେଲିଭରି ବୟେ ଭାବରେ କାର୍ଯ୍ୟ କରନ୍ତି।
ଠିକ ବର୍ଷେ ତଳେ ଡେଲିଭରି ବୟେ ଭାବରେ କାର୍ଯ୍ୟ କରୁଥିବା ବେଳେ କିନ୍ନର ସଞ୍ଜନା ବେହେରା ଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ଏହାପରେ ତାଙ୍କର ପ୍ରେମ ମଧ୍ୟ ହୋଇ ଯାଇଥିଲା।
ଏହାପରେ ଉଭୟ ଭୁବନେଶ୍ୱର ରେ ଲିଭ୍ ଇନ୍ ରେ ରହୁଥିଲେ। ଏଭଳି କି ଠାକୁରଙ୍କୁ ସାକ୍ଷୀ ରଖି ସେ ତାଙ୍କୁ ବିବାହ କରିଛନ୍ତି ବୋଲି ଏହା ସଞ୍ଜନା ଅଭିଯୋଗ କରିଛନ୍ତି।
ତାଙ୍କ ଠାରୁ ସୁନା ଲୁଟି ନେବା ସହ ଟଙ୍କା ପଇସା ଯାହା କିଛି ତାଙ୍କ ପାଖରେ ଥିଲା ସେ ସବୁ ସେ ଲୁଟି ନେଇ ଯାଇଥିଲେ। ତେବେ ଏହି ଘଟଣା କୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.