Movie prime

ଧଳା ଚାଦର ଭିତରେ ସ୍ଵାମୀ ଚେତା ହରାଉଛି ସ୍ତ୍ରୀ.. ସହିଦ ଙ୍କୁ ଝୁରୁଛି ଗାଆଁ ମାଟି..

 
Special report
ନମସ୍କାର ପାଠକ ମାନେ। ବନ୍ଧୁଗଣ ଗୋଟେ ପଟେ ସାଲାଇନ ଲାଗିଥିବା ବେଳେ ଅନ୍ୟ ପଟେ କିନ୍ତୁ ସଂସାର ସଂପୂର୍ଣ୍ଣ ଭାବରେ ଭାସି ଯାଇଛି। ସ୍ଵାମୀ ଏବେ ସହିଦ ହୋଇ ନିଜର ଜନ୍ମ ମାଟିକୁ ଫେରୁଛନ୍ତି।
ଆଉ ସ୍ୱାମୀ ଙ୍କୁ ଖୋଜୀଖୋଜି ଅଚାନକ ଚେତା ହରାଉଛନ୍ତି ତାଙ୍କର ସ୍ତ୍ରୀ। ଆଉ ଏହି ଯବାନ ଜଣକ ସହିଦ ହେବାକୁ ନେଇ ପୂରା ଗ୍ରାମରେ ଏବେ ଶୋକାକୁଳ ପରିବେଶ ମଧ୍ୟ ସୃଷ୍ଟି ହୋଇଛି।
Special report
ପରିବାର ଲୋକଙ୍କ ଆଖିରୁ ଏବେ ଲୁହ ସୁଖୁ ନାହିଁ। ବିର ପୁଅକୁ ହରାଇ ମଧ୍ଯ ଏବେ ସଂପୂର୍ଣ୍ଣ ଜନ୍ମ ମାଟି କାନ୍ଦିବାରେ ଲାଗିଛି। ସ୍ତ୍ରୀ ଙ୍କ ବର୍ଷେ ତଳୁ ଏକ କିଡନୀ ଖରାପ୍ ଥିବା ବେଳେ ତାହା ସହ ତାଙ୍କୁ ଡାଇବେଟିକ୍ସ୍ ମଧ୍ୟ ରହିଛି।
ନିଜ ଜୀବନ ସହ ସେ ସଂଘର୍ଷ କରୁଥିବା ସମୟରେ ଆଜି ଯେମିତି ତାଙ୍କ ଶରୀର ଠାରୁ ଆତ୍ମା ଦୁରକୁ ଚାଲି ଯାଉଛି। ନିଜ ସାତ ଜନ୍ମର ସାଥି ରା ଦେହାନ୍ତ କଥାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ସ୍ତ୍ରୀ।
ଏବେ ତାଙ୍କ ମୁଣ୍ଡରେ ଚିନ୍ତା ପଶିଛି କି ତାଙ୍କର ଦୁଇ ପୁଅ ଝିଅଙ୍କ ଭବିଷ୍ୟତକୁ ନେଇ ଖୁବ ଚିନ୍ତା ହେବାରେ ଲାଗିଛି। କାରଣ ଖୁବ୍ କମ୍ ବୟସରୁ ହିଁ ତାଙ୍କ ଉପରୁ ତାଙ୍କର ବାପାଙ୍କ ହାତ ଉଠି ଯାଇଛି।
Special report
ସ୍ତ୍ରୀ ଜଣକ କହିଛନ୍ତି କି ତାଙ୍କ ନିକଟକୁ କଲ୍ ଆସିଥିଲା କି ତାଙ୍କର ସ୍ୱାମୀ କୂଅରେ ପଡି ମୃ-ତ୍ୟୁ ବରଣ କରିଛନ୍ତି। ହେଲେ ମହିଳା ଜଣକ ଏହା ଅଭିଯୋଗ କରିଛନ୍ତି କି ତାଙ୍କ ସ୍ବାମୀଙ୍କୁ ବାଡେଇ ବାଡେଇ ହ-ତ୍ୟା କରାଯାଇଛି।
କାରଣ ଯଦି ଯଦି ସେ କୂଅ ରେ ପଡ଼ି ଯାଇଥାନ୍ତେ ତେବେ ତାଙ୍କ ଆଖିରୁ ଓ ନାକରୁ ବାହାରୁଥିବା ରକ୍ତ ପାଣିରେ ଧୋଇ ହୋଇ ଯାଇ ଥାଆନ୍ତା। ମାତ୍ର ତାଙ୍କ ଆଖିରୁ ଓ ନାକରୁ ବାହାରିଥିବା ରକ୍ତ ସେଭଳି ଭାବରେ ଲାଗି ରହିଛି।
ମହିଳା ଜଣକ ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ଏହି ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.