Movie prime

ଧନୀ ହେଉ କି ଗରିବ ଏବେ ସବୁ ଙ୍କୁ ମିଳିବ ପଇସା, ମାସ କୁ ମାସ ଏଥର ପ୍ରତିଦିନ ମିଳିବ ଭରପୁର ପଇସା...

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ରାଜନୈତିକ ଦଳ ମାନେ ଏବେ ଠାରୁ ନିଜର ପ୍ରଚାର ପ୍ରସାର ଆରମ୍ଭ କରି ଦେଇଛନ୍ତି।ବର୍ତ୍ତମାନ ସମୟ ରେ ସବୁଠାରୁ ବଡ ଖବର ହେଉଚି ପ୍ରତି ପରିବାର ପିଛା ମିଳିବ ୧୦୦୦ ଟଙ୍କା।
Special Report
ଏଥିରେ ଅନେକ ପରିବାର ଉପକୃତ ହେବେ।ଯାହାକୁ ନେଇ ବଡ ସୂଚନା ରହିଛି।ଆଜି ରାଜ୍ୟ କ୍ୟାବିନେଟ ଦ୍ଵାରା ଏକ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତି ନିଆ ଯାଇ ଥିଲା।ଏଥିରେ ଲୋକ ମାନେ ଚାଲିବା ପାଇଁ କିଛି ଟଙ୍କା ସରକାର ଙ୍କ ତରଫ ରୁ ଦିଆ ଯିବ ବୋଲି କୁହା ଯାଉଛି।
ସୂଚନା ଅନୁସାରେ ରାଜ୍ୟ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି।ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ପ୍ରତି ପରିବାର ପିଛା ଏକ ହଜାର ଟଙ୍କା ଦିଆ ଯିବ।ଏହା ସହିତ ଗୋଟିଏ ଝୋଟ ର ବ୍ୟାଗ୍ ଦିଆ ଯିବ।
ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ହିତାଧିକାରୀ ଙ୍କୁ ଏହି ସୁବିଧା ଦିଆ ଯିବ।ସେମାନେ ତାଙ୍କ ପ୍ରତିଦିନ ର ସଉଦା ଆଣିବା ପାଇଁ ୧୦୦୦ ଟଙ୍କା ଲେଖାଏଁ ଦିଆ ଯିବ।ଆଜି ରାଜ୍ୟ କ୍ୟାବିନେଟ ରେ ଏଭଳି ନିଷ୍ପତି ନିଆ ଯାଇଚି।
Special Report
ଏଥିରେ ଆମ ରାଜ୍ୟ ର ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ।ଅତ୍ୟାବଶ୍ୟକ ଜିନିଷ କ୍ରୟ କରିବା ପାଇଁ ଏହି ଟଙ୍କା ସରକାର ଲୋକ ମାନଙ୍କୁ ଦେବେ।ଏଥିରେ ୯୫୯.୫ କୋଟି ଟଙ୍କା ଖର୍ଚ୍ଚ ହେବ।ବର୍ତ୍ତମାନ ସମୟରେ ଏହା ସବୁଠାରୁ ବଡ଼ ଖବର।
ଏହା ସହିତ ଜିନିଷ ନେବା ଆଣିବା କରିବା ପାଇଁ ପ୍ରତି ପରିବାର କୁ ଝୋଟ ର ବ୍ୟାଗ୍ ଦୁଇଟି ଦିଆ ଯିବ।ଏଥିରେ ସାଧାରଣ ଲୋକ ମାନେ ଅଧିକ ମାତ୍ରା ରେ ଉପକୃତ ହେବେ।ସେମାନେ ନିଜ ଜିନିଷ କିଣିବା ପାଇଁ ଆଉ ଅସୁବିଧା ର ସମ୍ମୁଖୀନ ହେବେ ନାହିଁ।
ଦର ବୃଦ୍ଧି କୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି।ବିରୋଧୀ ଦଳ ର ନେତା ମାନେ କହିଛନ୍ତି କି ଆଗକୁ ନିର୍ବାଚନ ଆସୁଛି।
ସରକାର ଲୋକ ମାନଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି।ଯାହାକୁ ନେଇ ଏବେ ଅନେକ କଥା କୁହା ଯାଉଚି।ତେବେ ଦେଖିବାକୁ ବାକି ରହିଲା କେବେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।