Movie prime

ଉପରେ ଉପରେ beauty parlour ହେଲେ ଭିତରେ ଚାଲିଥିଲା ଦେହ କାରବାର !! ଧରା ହେଲେ ୨୦ ଯୁବତୀ ଆଉ ଆପତ୍ତିଜନକ ସାମଗ୍ରୀ.

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଯାହାକି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗରରେ ଏକ ଘରେ ସେ-କ୍ସ ରାକେଟ ଠାବ କରାଯାଇଛି। ସ୍ଥାନୀୟ ଯୁବକମାନଙ୍କ ଠାରୁ ଖବରପାଇ ଗତକାଲି ରାତିରେ ଟାଉନ ଥାନା ପୋଲିସ ଚଢ଼ାଉ କରିଛି।
ଚଢ଼ାଉ ପୂର୍ବରୁ ସେ-କ୍ସ ରାକେଟ ଚଳାଉଥିବା ମାଷ୍ଟରମାଇଣ୍ଡ ଏକ ଦେହଜିବୀକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇଛି। ପୋଲିସ ୨ ଦେହଜୀବୀଙ୍କ ସହ ଚାରି ଜଣ ଗ୍ରାହକଙ୍କୁ ଗିରଫ କରିଛି।
ତାଙ୍କ ନିକଟରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଗିରଫ ଦେହଜୀବୀଙ୍କ ମଧ୍ୟରୁ ଜଣେ ବଙ୍ଗୀୟ ଯୁବତୀ ଥିବାବେଳେ ଆଉ ଜଣେ ରାଣୀ ମହୁମାଛି ବୋଲି ଜଣାପଡିଛି। 
Special Report
ସୂଚନା ଅନୁସାରେ, ଦୀର୍ଘ ଦିନରୁ ଏମାନେ ଏକ ଘରେ ଚଳାଇଥିଲେ ସେ-କ୍ସ ରାକେଟ। ସେକ୍ସ ରାକେଟରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ।
ଅନ୍ୟପଟେ ଗିରଫ ୪ ଗ୍ରାହକଙ୍କ ମଧ୍ୟରେ ୩ ଜଣ ଭୁବନ ଅଞ୍ଚଳର ହୋଇଥିବାବେଳେ ଅନ୍ୟଜଣେ ଯୁବକ ତାଳବରକୋଟ ଗାଁର ବୋଲି ଜଣାପଡିଛି।
ଗତକାଲି ଦିନ ପ୍ରାୟ ସାଢେ ଗୋଟେ ସମୟରେ ଏହି ସେ-କ୍ସ ରାକେଟ ଚାଲୁଥିବା ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ପୋଲିସ ରାତିରେ ଚଢ଼ାଉ କରିଥିଲା।
ତେବେ ଏହି ସେକ୍ସ ରାକେଟ ଧରାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.