Movie prime

ସ୍ତ୍ରୀ କୁ ଦେହ ସୁଖ ଦେଇପାରିଲାନି ସ୍ଵାମୀ ବୋଲି ମାମୁଁ ନେଲା ଦାୟିତ୍ଵ, ପରେ ସ୍ଵାମୀ ଜାଣିଲା ରୁ ସ୍ତ୍ରୀ କହିଲା ତୁ କି ସ୍ଵାମୀ, ମାମୁଁ ଠୁ ପ୍ରେମ ଶିଖ

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ଜାଣିଥିବେ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ପବିତ୍ର ଅଟେ।ବର୍ତମାନ କିନ୍ତୁ ଯେଉଁ ଘଟଣା ଘଟିଛି ସେଥିରେ ଦେଖିବାକୁ ମିଳିଛି ଯେ ସ୍ବାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଛି।
ଏଭଳି ଘଟଣା ଜଗତସିଂହପୁର ଜିଲ୍ଲାର ପ୍ରହ ରାଜ ପୁର ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପ୍ରହ ରାଜ ପୁର ଗ୍ରାମର ଅବଦୁଲ ମାଝୀ ଙ୍କ ଏକ ମାତ୍ର ପୁଅ ଲିଟୁନା ମାଝୀ ଗତ ଜୁଲାଇ ମାସ ୭ ତାରିଖ ରେ
 ଜାନକା ଦେଇ ପୁର ପଞ୍ଚାୟତ ଭୃଗା ପୁର ଗ୍ରାମର ସୁରେଶ ଖଟୁଆ ଙ୍କ ଝିଅ ରୀନା ଖଟୁଆ ଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
କିନ୍ତୁ ଲି ଟୁ ନା ଙ୍କ ନବ ବିବାହିତ ଧର୍ମ ପତ୍ନୀ ରୀନା ସଦା ସର୍ବଦା ଅନ୍ୟ କାହା ସହିତ କଥା ହେଉଥିଲେ ବୋଲି ସେ ସନ୍ଦେହ କରୁଥିଲେ।ରୀନା ଙ୍କ ସମସ୍ତ ବାର୍ତ୍ତାଳାପ ର ଅଡିଓ ସବୁ ସଂଗ୍ରହ କରିଥିଲେ।
ସବୁକଥା ଶୁଣିବା ପରେ ଲିଟୁନା ଏବଂ ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଏହାପରେ ସେ ତାଙ୍କ ସ୍ତ୍ରୀ ରୀନା ଙ୍କୁ ନେଇ ତାଙ୍କ ମାମୁଁ ଙ୍କ ଘରେ ଛାଡ଼ି ଦେଇ ଆସିଥିଲେ।
ଏହି ଘଟଣା ପରେ ରୀନା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ।ଏହା ସହିତ ଶାଶୁଘର ସମ୍ମୁଖରେ ଧାରଣା ଦେଇ ତାଙ୍କୁ ଅଧିକ ଯୌତୁକ ର ଦାବି କରାଯାଇ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ଏରସମା ପୋଲିସ ଷ୍ଟେସନ ରେ ଅଭିଯୋଗ କରି ମଧ୍ୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।
କିନ୍ତୁ ରୀନା ଙ୍କ ସ୍ବାମୀ କହିଛନ୍ତି ଯେ ସେ ତାଙ୍କ ସହିତ ସମ୍ପର୍କ ରଖିବା ପାଇଁ ଚାହୁଁ ନାହାନ୍ତି ତାଙ୍କୁ ଯେତେବେଳେ ଯାହା କହିଥାନ୍ତି ସେ ମନା କରି ଦେଇଥାନ୍ତି।ଏହି ଘଟଣାଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।