Movie prime

ଯବାନଙ୍କ ହାତରେ ଧରା ପଡ଼ିଲା ହିଡିମ୍ୱାର ମା ଦେଖନ୍ତୁ ଆଉ ଅଳ୍ପ ଦିନରେ ଧରା ପଡ଼ିବ ମାଓ ନେତା ହିଡିମ୍ୱା - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ମାଓବାଦୀ ହିଡମାଙ୍କ ମା’ ପାଖରେ ପହଞ୍ଚିଲେ ଏସ୍ପି।
ଏହି ହିଡମା ହେଉଛି ଜଣେ କୁଖ୍ୟାତ ମାଓ କମାଣ୍ଡର। ତେବେ ପୋଲିସ ଏସ୍ପି କିରଣ ଚୌହାନ ହିଡମାର ଜନ୍ମସ୍ଥାନକୁ ଯାଇଥିଲେ। ହିଡମାର ଜନ୍ମସ୍ଥାନରେ ପହଞ୍ଚି ହିଡମାର ଘରକୁ ଯାଇଥିଲେ ।
Special report
ମାଓ କମାଣ୍ଡର ହିଡମାର ଘରେ ତା’ ର ବୁଢୀ ମା’ ଟିଏ ଅଛି। ଯେଉଁଠାରେ ପହଞ୍ଚି ଏସ୍ପି ହିଡମାର ମା’ ଙ୍କ ସହ କଥାବାର୍ତ୍ତା ହୋଇଥିଲେ। ତାଙ୍କର ସୁଖ, ଦୁଃଖ ଓ ଭଲମନ୍ଦ ସବୁ ପଚାରି ବୁଝିଥିଲେ।
ଯେଉଁ ସ୍ଥାନରେ ଆଜି ପର୍ଯ୍ୟନ୍ତ ପ୍ରଶାସାନ ପହଞ୍ଚି ପାରିନଥିଲା। ଶତ୍ରୁ ହେଲେ ମଧ୍ୟ ମାଓ କମାଣ୍ଡର ହିଡମାର ଗାଁ ଘରେ ପୋଲିସ ଟିମ ପହଞ୍ଚିଯାଇଥିଲେ। ସେଠାରେ ପହଞ୍ଚି ହିଡମା ମା’ ଙ୍କର ସବୁ ଭଲମନ୍ଦ ପଚାରି ବୁଝିଛନ୍ତି।
Special report
ତେବେ ମାଓ କମାଣ୍ଡର ହିଡମାର ଘର ହେଉଛି ସୁକୁମା ଜିଲ୍ଲା ପୂର୍ବତୀ ଗ୍ରାମ। ଯେଉଁ ସ୍ଥାନରେ ଦୁର୍ଦ୍ଧାନ୍ତ ମାଓ କମାଣ୍ଡର ହିଡମା ଜନ୍ମ ଗ୍ରହଣ କରିଥିଲା। ହିଡମାର ଘର ପ୍ରଥମ କରି ସାହାସ ଯୁଟାଇ ଏସ୍ପି କିରଣ ଚୌହାନ ଯାଇ ପହଞ୍ଚିଥିଲେ।
ହିଡମା ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ହେଲେ ମଧ୍ୟ ହିଡମାର ମା’ ଙ୍କ ସହ ଏସ୍ପି ଭଲ ଭାବେ କଥାବାର୍ତ୍ତା ହୋଇ ସେଠାରେ କିଛି ସମୟ ବିତାଇଛନ୍ତି। ତେବେ ହିଡମାଙ୍କ ମା’ ମଧ୍ୟ ଏସ୍ପିଙ୍କୁ ନିଜ ପୁଅ ଭଳି ଆଦର କରିଥିଲେ।
ତେବେ ହିଡମାର ଗଡ କୁହାଯାଉଥିବା ସୁକୁମା ଠାରେ ପ୍ରଥମ କରି ସୁକୁମା ଏସ୍ପି କିରଣ ଚୌହାନ ହିଡମାର ଘରକୁ ଯାଇ ହିଡମାର ମା’ ଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.