Movie prime

ମାଷ୍ଟର କ୍ୟାନ୍ଟିନ ରେ ଏକା ସାଙ୍ଗ ରେ ୩-୩ ଜଣ ପୁରୁଷ କୁ ଧରି ମଜା ନେଉଥିଲା ଯୁବତୀ, ଅଚାନକ ପୋଲିସ କଲା ଚଢ଼ାଉ

 
Special
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାଷ୍ଟର କ୍ୟାଣ୍ଟିନ ଠାରେ ମାତି ଥିବା ନିଶା ଗ୍ୟାଙ୍ଗ ଏବେ ଧରା ପଡିଛି। ଆଉ ତାଙ୍କର ଏବେ ସବୁ ସତ ମଧ୍ୟ ସାମ୍ନା କୁ ଆସି ସାରିଛି। ମୁଷ୍କାନ୍ ଓରଫ୍ ସରିଫା ଖାତୁନ ବୟସ ତାଙ୍କର ୨୨ ,
Special report
ଘର ଭୁବନେଶ୍ୱର ୟୁନିଟ ୩ ର ମସଜିଦ କଲୋନୀ। ସୁନ୍ଦର୍ ସୁନ୍ଦର୍ ଫଟୋ ପୋଷ୍ଟ କରି ସେ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରୁଥିଲେ। ହେଲେ ଏହି ସରଳ ଚେହେରା ପଛରେ ଥିବା ସବୁ ଗୁମର ଧରା ପଡି ଯାଇଥିଲା।
ଆଉ ସେମାନଙ୍କର ଏହି ଗୁମର ଖୋଲି ଦେଇଛି ପୋଲିସ। ସେ ଯାତ୍ରୀ ମାନଙ୍କୁ କହିଥାନ୍ତି କି ନିଦ ଲାଗୁଛି ସେଥିପାଇଁ ଚାହା କି କୋଲ୍ଡ ଡ୍ରିଙ୍କ ପିଇବା। ସେହି ବାହାନାରେ ଯାତ୍ରୀ ମଧ୍ଯ ହଁ କରିଦେଇ ଥାଆନ୍ତି।
ଆଉ ସେମାନେ ଯେତେବେଳେ କୋଲ୍ଟ ଡ୍ରିଙ୍କ ଦୋକାନକୁ ଯାଇ କୋଲ୍ଟ ଡ୍ରିଙ୍କ ଆଣନ୍ତି ସେତେବେଳେ ସେମାନେ ସେଥିରେ ଡ୍ର-ଗ ମିଶାଇ ଦିଅନ୍ତି। ଏବଂ ସେହି ନିଶା ରେ ଯାତ୍ରୀ ଜଣକ ମଧ୍ୟ ଚେତା ଶୂନ୍ୟ ହୋଇ ଯାଏ।
Special report
ଏହାପରେ ତାଙ୍କର ସାଥୀ ମାନେ ଆସି ଯାତ୍ରୀ ମାନଙ୍କ ନିକଟରୁ ସବସ୍ଵ ଲୁଟି ନେଇ ଚାଲି ଯାଇଥାଆନ୍ତି। ପୋଲିସ କହିବା କଥା କି ସେମାନଙ୍କ ନିକଟରୁ ଡ୍ର-ଗ ର ଟାବ୍ଲେଟ ମିଳିଥିଲା।
ଏହାପରେ ତାଙ୍କୁ ଯେତେବେଳେ ଏନେଇ ପଚରା ଉଚୁରା କରଯାଇଥିଲା ସେମାନେ ତାଙ୍କର ଦୋଷ କୁ ମଧ୍ଯ ସ୍ବୀକାର କରିଥିଲେ। ପୂଜା ବଜାର ରେ ଲୁଟ ପାତ୍ କରିବା ପାଇଁ ମଧ୍ଯ ସେମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଥିଲେ। ଆଉ ଏବେ ତାଙ୍କୁ ପୋଲିସ ଧରି ଦେଇଛି।
ମୁଷ୍କାନ ଙ୍କ ନାମରେ ୭ ଟି କେଶ ମଧ୍ଯ ରହିଛି। ସେ ତାଙ୍କ ଗ୍ୟାଙ୍ଗ ରେ କୁଖ୍ୟାତ ଲୁଟେରା ମାନଙ୍କୁ ମଧ୍ଯ ସାମିଲ କରିଥିଲେ। ବିଶେଷ କରି ସେମାନେ ଛୁଟି ରେ ଯେଉଁ ଯବାନ ମାନେ ଘରକୁ ଫେରୁଥିଲେ ସେମାନଙ୍କୁ କି ଟାର୍ଗେଟ କରା ଯାଉଥିଲା।
ଆଉ ତାଙ୍କୁ ନିଶା ବଟିକା ଦିଆ ଯାଇ ତାଙ୍କ ଠାରୁ ଲୁଟ ମଧ୍ଯ କରାଯାଉ ଥିଲା। ପ୍ରଥମେ ଯାତ୍ରୀ ଙ୍କୁ ନିଜ ଆଡ଼କୁ ଆକର୍ଷିତ କରି କଥା ବାର୍ତ୍ତା କରି ଥଣ୍ଡା କି ଚାହା ପିଇବା ବାହାନାରେ ଏଭଳି କରୁଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.