Movie prime

ଦେହ ସୁଖ ପାଇଁ ନାଟ ଦେଖନ୍ତୁ ଧରମ ଭାଇ ରାତି ଅଧରେ ଆସି କରିଦେଲା କଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଆଜିକା ଦୁନିଆରେ ଘଟୁଥିବା ଘଟଣା ସବୁ ଜାଣିଥିବେ । ଆଜିକାଲି ଦୁନିଆରେ ପରକୀୟା ପ୍ରୀତିକୁ ନେଇ ଏଭଳି ଅନେକ ଖବର ଆସୁଛି ଯାହା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆପଣମାନେ ସମସ୍ତେ ଏହି ଖବର ବିଷୟରେ ଜାଣିପାରିବେ ।
ଲୋକମାନେ ପରକୀୟା ପ୍ରୀତି ପାଇଁ ଏଭଳି କାମ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ । ସମାଜରେ ଏଭଳି କିଛି କାମ କରୁଛନ୍ତି ଲୋକମାନେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି ।
Special report
ଆପଣମାନେ ସମସ୍ତେ ଜାଣିଥିବେ କି ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଜଣେ ଯୁବକ ପରକୀୟା ପ୍ରୀତି ପାଇଁ ଏଭଳି କିଛି କାମ କରୁଛି ଯାହା ଏହି ସମାଜ ପାଇଁ ଖରାପ ଅଟେ । ଏହି ଯୁବକ ଜଣକ ବହୁତ ଖରାପ କାମ କରିଛନ୍ତି ।
ଏହି ଯୁବକ ଜଣକ ପରକୀୟା ପ୍ରୀତି ପାଇଁ ରାତି ୨ଟା ସମୟରେ ଜଣଙ୍କ ଘରେ ପଶିଥିଲେ । ଆଉ ସେତେବେଳେ ତାଙ୍କୁ ପଡିଶା ଲୋକମାନେ ଦେଖି ଦେଇଥିଲେ । ଆଉ ମହିଳା ଜଣଙ୍କର ସ୍ବାମୀ ନଥିବା ବେଳେ ତାଙ୍କ ପୁଅ ଝିଅକୁ ଶୁଆଇ ଦେବା ପରେ ଏହି ମହିଳା ଜଣକ ଏହି ଯୁବକ ଜଣଙ୍କୁ ଡାକିଥିଲେ ।
Special report
ଆଉ ଏହି ଯୁବକ ଜଣକ ଆସିବା ପରେ ପଡିଶା ଲୋକ ଦେଖି ଦେଇଥିଲେ । ଆଉ ଏହି ଯୁବକ ଜଣକ ଏକ ଭାଡ଼ି ତଳେ ଲୁଚି ଯାଇଥିଲେ । ଏହି ବ୍ୟକ୍ତି ଜଣକ ପରକୀୟା ପ୍ରୀତିରେ ପାଗଳ ଥିଲେ ।
ଧରା ପଡ଼ିବା ଭୟରେ ସେ ଭାଡ଼ି ଭିତରକୁ ରାତି ୨ଟା ସମୟରେ ପଶି ଯାଇଥିଲେ । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବଡବଡୁଆ ପଞ୍ଚାୟତର ବଡ ଗଭୀର ଆଦିବାସୀପଠାରେ । ଏହି ମହିଳା ଜଣଙ୍କର ନାମ ହେଉଛି ପାର୍ବତୀ ସିଂ ।
ଏବେ ଏହି ମାମଲାକୁ ନେଇ ପୋଲିସ ଥାନାରେ ଅଭିଯୋଗ କରାଯାଇଛି । ଆଉ ଏହି ଅଭିଯୋଗ ଆଧାରରେ ଏବେ ତଦନ୍ତ ଆରମ୍ଭ ହେବ । ଏହି ଘଟଣାକୁ କେନ୍ଦ୍ର କରି ସାବଳଙ୍ଗ ଥାନା ପୋଲିସ ଏବେ ଯୁବକଙ୍କୁ ଗିରଫ କରିଛି । ଏବେ ଏହି ମାମଲାକୁ ନେଇ ଚର୍ଚ୍ଚା ହେଉଛି ।