Movie prime

ପୁଣି ଧାରଣାକୁ ଫେରିଲେ ଦୀପିକା ଦେଖନ୍ତୁ କେମିତି ଶାଶୁଘର ଲଙ୍କାଗୁଣ୍ଡ ପାଣି ଢ଼ାଳି ନେଲେ ପ୍ରତିଶୋଧ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଦୀପିକା ଆଉ ଦିନେଶଙ୍କ ଘଟଣା ବିଷୟରେ ତା ଜାଣିଥିବେ ।
Special report
ଏହି ଘଟଣା ସେତେବେଳେ ସମୟରେ ଚର୍ଚ୍ଚାରେ ଥିଲା । ଆଉ ଏହି ଖବର ସମସ୍ତେ ବି ଜାଣିଥିବେ । ଦୀପିକା ଆଉ ଦିନେଶ ପରସ୍ପରକୁ ଭଲ ପାଉଥିଲେ । ଆଉ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । କିନ୍ତୁ ଦିନେଶ ଆଉ ଜଣଙ୍କୁ ବିବାହ କରିବାକୁ ଯାଉଥିଲେ । ଆଉ ଏହି ଖବର ଦୀପିକା ଜାଣିପାରିଲେ ।
ଏହାପରେ ଦୀପିକା ନିଜର ହକ ପାଇବା ପାଇଁ ଦିନେଶ ଘରକୁ ଆସିଥିଲେ । ଆଉ ସେ ସେଠାରେ ତାଙ୍କ ଘରର ବୋହୂ ବୋଲି ଦାବି କରିଥିଲେ । ଏହାପରେ ଏହି ଦିନେଶ ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ଅସ୍ବୀକାର କରିଥିଲେ । ଆଉ ଘରୁ ବାହାର କରି ଦେଇଥିଲେ ।
Special report
ଏହାପରେ ନିଜକୁ ପତ୍ନୀର ଅଧିକାର ଦେବା ପାଇଁ ସେ ଦିନେଶର ଘର ଆଗରେ ଧାରଣାରେ ବସିଥିଲେ । ତାଙ୍କ ଶାଶୂଘର ଲୋକେ ତାଙ୍କୁ ଅନେକ କଥା କହି ଗାଳି ଗୁଲଜ କରନ୍ତି । ଆଉ ତାଙ୍କୁ ହଇରାଣ ମଧ୍ୟ କରନ୍ତି । ଏହିଭଳି ଅନେକ କଷ୍ଟରେ ସେ ତାଙ୍କ ଘର ଆଗରେ ବସି ରହିଥିଲେ ।
ଆଉ ଏବେ କିଛିଦିନ ପୂର୍ବରୁ ତାଙ୍କ ଖବର ଆଉ ସୋସିଆଲ ମିଡିଆରେ ଆସୁ ନଥିଲା । ଆଉ ତାଙ୍କ ଘଟଣା ବିଷୟରେ କେହି ଜାଣି ନଥିଲେ । କିନ୍ତୁ ଏବେ ତାଙ୍କ ଖବର ପୁଣି ଚର୍ଚ୍ଚାକୁ ଆସିଛି । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପୁଣି କେ ଦୀପିକା ଆଉ ଦିନେଶଙ୍କର ଖବର ପାଇ ପାରିବେ ।
Special report
ଏହି ଖବରକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ଦୀପିକା ଦିନେଶର ଘର ଆଗରେ ଧାରଣାରେ ବସିଥିବା ଖବର ଜାଣିଥିବେ । ଏବେ ମଧ୍ୟ ସେ ସେଠାରେ ନ୍ୟାୟ ଆଶାରେ ବସିଛନ୍ତି । ଆଉ ନିଜ ପୁଅକୁ ବାପାର ଅଧିକାର ଦେବା ପାଇଁ ବସିଛନ୍ତି ।
ତାଙ୍କ ଶାଶୂଘର ଲୋକେ ତାଙ୍କ ସହ ଅନେକ ପ୍ରକାରର କାମ କରିଥାନ୍ତି । ତାଙ୍କ ଟେଣ୍ଟ ଜାଳି ଦିଅନ୍ତି ଏବଂ ସେ ରହୁଥିବା ସ୍ଥାନକୁ ଅଳିଆ ପକାନ୍ତି । ଏଭଳି ଅନେକ ପ୍ରକାରର କାମ ସେ କରିଥାନ୍ତି । ଏନେଇ ଅନେକ କଥା ବି ଆସିଥାଏ । ଆଉ ଏବେ ତାଙ୍କ ଶାଶୂଘର ଲୋକେ ଯାହା କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ତାଙ୍କ ଶାଶୂଘର ଲୋକେ ଏବେ ସେ ବସିଥିବା ସ୍ଥାନରେ ଆଉ ତାଙ୍କ ଉପରକୁ ଲଙ୍କା ଗୁଣ୍ଡ ପାଣି କରି ପକାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଅନେକ କଥା ଆସୁଛି । ସେଠାରେ ପୋଲିସ ମଧ୍ୟ ଅଛନ୍ତି । ଦେଖାଯାଉ ଆଗକୁ କଣ ସବୁ ହେଉଛି ।