Movie prime

ଧଉଳି ଗଣନାଟ୍ୟର ଅସଲ ମୁଖା ଖୋଲିଦେଲେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ ସାମ୍ନାକୁ ଆସିଲେ ସବୁ କହିଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆଉ ଏହାସହ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ ।
Special report
ଏହି ଭିଡିଓରେ ଆପଣମାନେ ଯାତ୍ରା ଜଗତ ବିଷୟରେ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । 
ଏବେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ କିଛି ଖବର ଆସିଛି । ଆପଣମାନେ ତ ନିକଟରେ ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣା ବିଷୟରେ ଶୁଣିଥିବେ । ଯାତ୍ରା ପାର୍ଟି ଟ୍ରକ୍ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକମାନଙ୍କୁ ଅଭିନେତ୍ରୀ ରାଣୀ ପଣ୍ଡା ସାହାଯ୍ୟ କରିଥିଲେ ।
Special report
ଆଉ ଏବେ ପୁଣି ଆଉ କିଛି ଖବର ଆସିଛି ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ । ବିବାଦ ଘେରରେ ଅଭିନେତ୍ରୀ ରାଣୀ ପଣ୍ଡା ରହିଥାନ୍ତି । ଯାତ୍ରା ମାଲିକ ଏହି ଆହତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ରାଣୀ ପଣ୍ଡା କହିଥିଲେ । 
ମ୍ୟାନେଜର ଆଉ ମାଲିକଙ୍କୁ ଆହ୍ବାନ କରିଥିଲେ ରାଣୀ ପଣ୍ଡା । ଗୁରୁତର ଲୋକଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ଏହାସହ ଯେଉଁ ପରିବାରର ୬ ଜଣ ଲୋକ ମୃ-ତ୍ୟୁବରଣ କରିଥିଲେ
Special report
ସେମାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ମ୍ୟାନେଜର ଆଉ ମାଲିକଙ୍କୁ କହିଥିଲେ ଅଭିନେତ୍ରୀ ଜଣକ । କିନ୍ତୁ ଏବେ ସେହି ମ୍ୟାନେଜର ଆଉ ମାଲିକଙ୍କୁ ଗାଳି କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ରାଣୀ ପଣ୍ଡା ଗୁରୁତର ମାନଙ୍କୁ ସାହାଯ୍ୟ କରିଥିଲେ । 
Special report
ଏହାସହ ଅନେକ ସାହାଯ୍ୟ ବି କରିଥିଲେ କିନ୍ତୁ ସେଠାରେ ପହଞ୍ଚି ନଥିଲେ ଧଉଳି ଯାତ୍ରା ପାର୍ଟିର ମାଲିକ ଆଉ ମ୍ୟାନେଜର । ଏବେ ଏହାକୁ ନେଇ ରାଣୀ ପଣ୍ଡା ରାଗି ଯାଇଛନ୍ତି ।
ସେ ତାଙ୍କ ସୋସିଆଲ ମିଡ଼ିଆରେ ଧଉଳି ଗଣନାଟ୍ୟର ମାଲିକ ଆଉ ମ୍ୟାନେଜରଙ୍କୁ ଟାର୍ଗେଟ କରି ପୋଷ୍ଟ କରିଛନ୍ତି । ରାଣୀ ପଣ୍ଡାଙ୍କ ବିରୋଧରେ ମ୍ୟାନେଜର ଆଉ ମାଲିକ ଅଜବ ଚର୍ଚ୍ଚା କରୁଛନ୍ତି ଆଉ ଏହା ହେଉଛି ରାଣୀ ପଣ୍ଡା ରାଗିବାର ଏକ କାରଣ ବୋଲି ଜଣାପଡିଛି ।