Movie prime

ଧୋନି କି ଧନୀ ମ, ଧୋନି ଙ୍କ ଠାରୁ ବେଶୀ ଧନୀ ତାଙ୍କ ଶାଶୁ...ଗୋଟେ ଗୋଟେ ଶାଢ଼ୀ ର ଦାମ 5 କୋଟି 10 କୋଟି

 
Gh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତୀୟ କ୍ରିକେଟ ଦଳ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଙ୍କୁ ଭଲ ଭାବେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ସେ ନିଜ ଚମତ୍କାର ଖେଳ ପାଇଁ ସାରା ଦେଶ ରେ ପରିଚିତ।
ହେଲେ ଆଜି ଆମେ ତାଙ୍କ ବିଷୟ ରେ ଆପଣ ମାନଙ୍କୁ କିଛି କହିବା ପାଇଁ ଯାଉ ନାହୁଁ।ଆଜି ଆମେ ତାଙ୍କ ଶାଶୁ ମା ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବୁ।ଯିଏ କି ଭାରତ ର ଜଣେ ବିଜନେସ ଓମେନ୍ ରୂପେ ପରିଚିତ।ସେ କୋଟି କୋଟି ଟଙ୍କାର ମାଲିକାଣୀ।
Gh
ସୂଚନା ଅନୁସାରେ ସାକ୍ଷୀ ସିଂହ ଙ୍କ ମା ହେଉଛନ୍ତି ଶିଲା ସିଂ।ଆପଣ ମାନେ ସମସ୍ତେ ଜାଣି ଥିବେ ଧୋନି ହେଉଛନ୍ତି ପ୍ରାୟ ୧୦୦୦ କୋଟି ଟଙ୍କା ର ସମ୍ପତି ର ମାଲିକ।ତାଙ୍କର ଅନେକ କମ୍ପାନୀ ରହିଛି।ଏହି କମ୍ପାନୀ ମାଧ୍ୟମ ରେ ଆଜି ସେ ସାରା ଦେଶ ରେ ପରିଚିତ।
ତେବେ ଏହି ସମ୍ପତି ତାଲିକା ରେ ପଛରେ ରହି ଯାଇ ନାହାଁନ୍ତି ସାକ୍ଷୀ ଙ୍କ ମା ସିଲା ସିଂହ।ତାଙ୍କ ପାଖରେ ମଧ୍ୟ କୋଟି କୋଟି ଟଙ୍କା ର ସମ୍ପତି ରହିଛି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ମହେନ୍ଦ୍ର ସିଂହ ଧୋନି ଙ୍କ ଗୋଟିଏ ଏଣ୍ଟରଟେନମେଣ୍ଟ କମ୍ପାନୀ ଅଛି।ଯାହାର ଦେଖା ଶୁଣା କରନ୍ତି ତାଙ୍କ ପତ୍ନୀ ସାକ୍ଷୀ ସିଂହ ଧୋନି।କିନ୍ତୁ ଏହି କମ୍ପାନୀ ଧୋନି ଙ୍କ ଶାଶୁ ମଧ୍ୟ କାମ କରନ୍ତି।
Hh
ଯିଏ କି ମାସ କୁ ଅନେକ ଟଙ୍କା ରୋଜଗାର କରନ୍ତି।ତେବେ ଆପଣ ମାନେ ଜାଣିବାକୁ ଚାହୁଁଛନ୍ତି କି ଧୋନି ଙ୍କ ଶାଶୁ ମାସ କୁ କେତେ ଟଙ୍କା ରୋଜଗାର କରୁଛନ୍ତି।ତେବେ ଧୋନି ଙ୍କ ଶାଶୁ ମାସ କୁ ୮୦୦ କୋଟି ଟଙ୍କା ରୁ ଅଧିକ ଟଙ୍କା ରୋଜଗାର କରନ୍ତି।
ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।କୁହା ଯାଉଚି କି ଧୋନି ଙ୍କ ଶାଶୁ ଶିଲା ସିଂହ ଧୋନି ଙ୍କ ଭଳି ବହୁତ ଧନୀ।ତାଙ୍କ ପାଖରେ ଏବେ କୌଣସି ଜିନିଷ ର ଅଭାବ ନାହିଁ।ଧୋନି ମଧ୍ୟ ତାଙ୍କ ଶାଶୁ ମା ଙ୍କୁ ଖୁବ୍ ଭଲ ପାଆନ୍ତି।ତାଙ୍କର ଦେଖା ଶୁଣା କରନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.