Movie prime

ନିଜ ଭାଉଜ ର ଲଙ୍ଗଳା ଦେହ ଦେଖାଇ ଗରାଖ ଯୋଗାଡ କରୁଥିଲା ଦିଅର, ମୁଁହ ରେ କପଡା ବାନ୍ଧି କରୁଥିଲେ ଭିଡିଓ ସୁଟ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଇରାନି ପାତ୍ର କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାକୁ ଲାଗୁଚି।ସେ ଜଣେ ଯାତ୍ରା ମଞ୍ଚ ର ଉପସ୍ଥାପିକା।ସେ ନିଜର ଫେକ ଆକାଉଣ୍ଟ ଖୋଲି ଅନ୍ୟ ପୁରୁଷ ମାନଙ୍କୁ ଘର କୁ ଡ଼କାଉଥିଲା।ସେମାନଙ୍କୁ ରୁମ୍ କୁ ନେଇ ତାଙ୍କୁ ବ୍ଲାକ ମେଲ କରୁଥିଲା।
Special report
ସେମାନଙ୍କ ଡରାଇ ଥିଲା କି ସେମାନେ ଯଦି ତାକୁ ଟଙ୍କା ନ ଦେବେ ତେବେ ସେ ତାଙ୍କ ବିରୋଧ ରେ ବ-ଳ-ତ୍କା-ର ର ଅଭିଯୋଗ ଆଣିବେ।ଏପରି ଅନେକ ପୁରୁଷ ଇରାନି ଙ୍କ ଚକ୍ରବ୍ୟୁହ ରେ ଫସି ଯାଇଥିଲେ।ସେମାନେ ଲୋକ ଲଜ୍ଜା କୁ ଭୟ କରି ଏ କଥା ବାହାରେ ପ୍ରକଟ କରି ନ ଥିଲେ।
ସେହି ଯୁବକ ମାନଙ୍କ ମଧ୍ୟ ରୁ ଜଣେ ଥିଲେ।ଯିଏ କି ଥାନା କୁ ଯାଇ ଇରାନି ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ।ଇରାନି ତାଙ୍କ ଫେକ ଆକାଉଣ୍ଟ ରେ ପୁରୁଷ ମାନଙ୍କୁ ଫେସ୍ ବୁକ୍ ରେ ମ୍ୟାସେଜ୍ ଦେଉଥିଲେ।ପ୍ରଥମେ ସାଙ୍ଗ ହେଉଥିଲେ।ଏହା ପରେ ତାଙ୍କୁ ପ୍ରେମ କରିବା କହି ରୁମ୍ କୁ ଡାକୁଥିଲେ।
ସାଙ୍ଗ ରେ ମଟନ ବିରୀୟାନୀ ଓ ଚିକେନ ମଦ ଆଣିବା ପାଇଁ କହୁଥିଲେ।ସେମାନେ ରୁମ୍ ରେ ପ୍ରବେଶ କରିବା ପୂର୍ବ ରୁ ରୁମ୍ ରେ ଅନ୍ୟ ଯୁବକ ମାନେ ଲୁଚି କି ବସିଥିଲେ।ସାଙ୍ଗେ ସାଙ୍ଗେ ଉକ୍ତ ଯୁବକ ଙ୍କ ପ୍ରତି ମାଡ ବସୁ ଥିଲା। ଏବଂ ସେମାନଙ୍କୁ ଅଧିକ ଟଙ୍କା ଦେବା ପାଇଁ ବାଧ୍ୟ କରା ଯାଉଥିଲା।
Special report
ଫଳ ରେ ସେହି ପୁରୁଷ ମାନେ ଡରି ଇରାନି ଙ୍କୁ କିଛି ଅର୍ଥ ଦେଉଥିଲେ।ଏଥିରେ କେବଳ ଇରାନି ନ ଥିଲେ। ତାଙ୍କ ସହଯୋଗୀ ମାନେ ମଧ୍ୟ ଥିଲେ।ପୋଲିସ ଏବେ ଇରାନି ଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି।
ଏହି ଘଟଣା ର ଦିନ କୁ ଦିନ ନୂଆ ତଥ୍ୟ ମିଳୁଚି ପୋଲିସ କୁ।ଇରାନି ଙ୍କ ସ୍ଵାମୀ ନିଶିକାନ୍ତ ଙ୍କୁ ଏ ଯାଏଁ ଗିରଫ କରା ଯାଇ ନାହିଁ।ସେ ବାହାରେ ରହୁଛନ୍ତି।ଖୁବ୍ ଶୀଘ୍ର ତାଙ୍କୁ ମଧ୍ୟ ଗିରଫ କରା ଯିବ।ଏବେ ଇରାନି ଙ୍କ ଦିଅର ଦେବାନନ୍ଦ ଙ୍କ ବିଷୟ ରେ କିଛି ତଥ୍ୟ ମିଳିଛି।
ସେ ଇରାନି ଙ୍କ ଫେକ ଫେସ୍ ବୁକ୍ ଆକାଉଣ୍ଟ କୁ ଚଳାଉ ଥିଲେ। ଏବଂ ଅନ୍ୟ ପୁରୁଷ ମାନଙ୍କୁ ଖରାପ ଖରାପ ମ୍ୟାସେଜ୍ ଦେଉଥିଲେ।ତାଙ୍କୁ ଏବେ ପୋଲିସ ଖୋଜୁଛି।
ଆସିଲା ବେଳେ ମଦ ମାଂସ ନେଇକି ଆସିବା ପାଇଁ ଦେବାନନ୍ଦ କହୁଥିଲେ।ଏହି ଘଟଣା ଏବେ ଚାରି ଆଡ଼େ ପ୍ରଚାରିତ ହେଉଛି।ଖୁବ୍ ଶୀଘ୍ର ଏହାର ସତ୍ୟା ସତ୍ୟ ଜଣା ପଡ଼ିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.