Movie prime

ଦିବ୍ୟ ଶଙ୍କର ଙ୍କୁ ମାତ୍ର ୫୦ ଆଉ କନିଆ କୁ ୨୦ , ହେଲେ ବି ଦୁଇ ଜଣ ଙ୍କ ମଧ୍ୟ ରେ ଅସୀମିତ ପ୍ରେମ ଆଉ ଭଲ ପାଇବା, କରିଲେ ସୁଖ ସଂସାର

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବ ମନ୍ତ୍ରୀ ପୁଣି ବିବାହ କରିବାକୁ ଥିବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା।
ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଥିଲା। ଦିବ୍ୟ ଶଙ୍କର ମିଶ୍ର ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍‌ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରୁଛନ୍ତି। ପୁରୀଠାରେ ବିବାହ କରିବେ ବୋଲି ସୂଚନା ମିଳିଥିଲା। 
ତେବେ ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଜୁନାଗଡର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର। ପ୍ରିୟଙ୍କା ଅଗସ୍ତିଙ୍କ ମଥାରେ ସିନ୍ଦୁର ଦେଇଛନ୍ତି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର।
ତେବେ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ। ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି। 
ତେବେ ବନ୍ଧୁଗଣ ସୂଚନା ଅନୁଯାୟୀ ବିବାହ ଉତ୍ସବରେ ସାମିଲ ହୋଇଥିଲେ ସମ୍ପର୍କୀୟ ଓ ଅତିପାଖ ଲୋକ। ତେବେ ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଇ ନାଥିଲା। ଯେଉଁମାନଙ୍କ ନିକଟରେ ପାସ ଥିଲା ସେମାନଙ୍କୁ ଛଡାଯିବାକୁ ଅନୁମତି ରହିଥିଲା।
ବନ୍ଧୁଗଣ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିବେ। ପୁରୀର ଏକ ରିସର୍ଟରେ ନଜର ଆସିଥିଲେ ଦିବ୍ୟ ଶଙ୍କର ଓ ପ୍ରିୟଙ୍କା। 
ବନ୍ଧୁଗଣ ବର୍ତ୍ତମାନ ଦିବ୍ୟ ଶଙ୍କର ଓ ପ୍ରିୟଙ୍କା ଏକ ଭିଡିଓ ଦେଖିବାକୁ ମିଳୁଛି। ଯାହାକି ଦେଖିବାକୁ ମିଳୁଛି ନିଜ ବିବାହ ରିସେପସନ ପାର୍ଟିରେ ଖୁବ୍ ନାଚିଲେ ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର।
ଏବଂ ନିଜ ରିସେପସନ ପାର୍ଟିରେ ପତ୍ନୀଙ୍କୁ ମଧ୍ୟ ଖୁଆଇଦେଉଛନ୍ତି ବିଧାୟକ ଦିବ୍ୟ ଶଙ୍କର ମିଶ୍ର। ଯାହାକି ବର୍ତ୍ତମାନ ଉଭୟଙ୍କର ଏହି ରିସେପସନ ପାର୍ଟିର ଡାନ୍ସ ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.