Movie prime

ପୁଣି ସତରେ କଣ କଂଗ୍ରେସ କୁ ଫେରିଲେ ସୁର ..??ମୁଁ ମୋ ଦଳ ଛାଡ଼ି ଆଉ ରହି ପାରୁ ନାହି

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି।ଆପଣମାନେ ଜାଣିଥିବେ ସୁର ରାଉତ ରାୟ ଅନେକ ସମୟରେ ମିଡ଼ିଆ ସାମ୍ନାରେ କିଛି ନା କିଛି ଘଟଣା ବିଷୟରେ କହିଥାନ୍ତି।
ବର୍ତମାନ କିନ୍ତୁ କଂଗ୍ରେସ ନେତା ସୁର ରାଉତ ରାୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଘୋର ଅନ୍ୟାୟ ହେଉଛି।ପୁଣି ଥରେ ଗର୍ଜି ଛନ୍ତି ସୁର ରାଉତ୍ ରାୟ।ଏକଛତ୍ରବାଦ ଶାସନ ଚାଲିଛି। 
Nn
ରେଡ କରି ଭୟଭୀତ କରନାହିଁ ବୋଲି କହିଛନ୍ତି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଘର ରେଡ ହେଉ ବୋଲି ସୁର ରାଉତ୍ ରାୟ କହିଛନ୍ତି।
ହୋମ ମିନିଷ୍ଟର ଙ୍କ ଘର ମଧ୍ୟ ରେଡ କରାଯାଉ।ସେମାନଙ୍କ ମନ୍ତ୍ରୀ ମାନଙ୍କର ଘର ମଧ୍ୟ ରେଡ ହେଉ।ଏଭଳି ଧମକ ଦେଇ ପଇସା ନେଉଛନ୍ତି।ବିରୋଧୀ ଦଳ କୁ ଧମକାଉ ଛନ୍ତି।ଏସବୁ ଘୋର ଅନ୍ୟାୟ କରୁଛନ୍ତି।
ଏହାର ଜବାବ ଜନ ସାଧାରଣ ୨୦୨୪ ଭୋଟ ରେ ଦେବେ ବୋଲି ସୁର ଭାଇ କହିଛନ୍ତି।ସମୟ କୁ ଅପେକ୍ଷା କରିବାକୁ କରନ୍ତୁ ବୋଲି ସୁର ରାଉତ୍ ରାୟ କହିଛନ୍ତି।ଆହୁରି ମଧ୍ୟ କହିଛନ୍ତି ଯେ ରାଜି ହେଲେ ନାହିଁ ବୋଲି ଆଜି ବବି ଦାସ ଙ୍କ ଘର ରେଡ ହୋଇଛି।
Bh
ଏଭଳି ରେଡ କରି ଭୟଭୀତ କରି ଭୋଟ ନେବାପାଇଁ ଯେଉଁ ଷଡ଼ଯନ୍ତ୍ର ଜନ ସାଧାରଣ ପଙ୍ଗୁ କରିଦେବେ।ସୁର ରାଉତ୍ ରାୟ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୪ ରେ କଂଗ୍ରେସ ପୁଣି ଆସୁଛି।
ଆପଣମାନେ ଜାଣିଥିବେ ବର୍ତମାନ ସମୟରେ ସୁର ରାଉତ୍ ରାୟ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଛନ୍ତି।କାରଣ ତାଙ୍କ ସାନ ପୁଅ ମନ୍ମଥ ରାଉତ୍ ରାୟ ବିଜେଡି ଟିକେଟ ପାଇଛନ୍ତି। ଯାହାକୁ ଦେଖିବା ପରେ ସୁର ରାଉତ୍ ରାୟ ଙ୍କୁ ବହୁତ ବାଧି ଥିଲା।
କିନ୍ତୁ ସେ ତାଙ୍କ ପୁଅଙ୍କୁ ଯେଉଁ ଦଳ ରେ ତାଙ୍କର ଇଛା ସେହି ଦଳ ରେ ସାମିଲ ହୋଇ ପାରିବେ ବୋଲି କହିଥିଲେ।ଏହି ଖବର ଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.