Movie prime

ଦିନ ମଜୁରିଆ ଯୁବତୀ ସହ ଅନୈତିକ ସମ୍ପର୍କ ରଖୁଥିଲା ମାଲିକ ,ହେଲେ ଅଚାନକ ଦିନେ ଯାହା ଘଟିଗଲା....

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିଜର ଦୁଇ ଝିଅଙ୍କୁ ଦୁ-ଷ୍କ-ର୍ମ କଲା ବାପା। ସ୍ତ୍ରୀ ଘରେ ନଥିବା ସମୟରେ ଝିଅ ମାନଙ୍କୁ ନିଶା ଔଷଧ ଦେଇ ସେମାନଙ୍କୁ ଦୁ-ଷ୍କ-ର୍ମ କରୁଥିଲା।
Special report
ଆଉ ଏହାକୁ ଯେତେବେଳେ ଝିଅମାନେ ବିରୋଧ କରିଥିଲେ ସେତେବେଳେ ଝିଅ ମାନଙ୍କୁ ଘରେ ବାନ୍ଧି ପକାଇ ଦେଇଥିଲା ଆଉ ସେମାନଙ୍କୁ ମଧ୍ଯ ଧୁମ୍ ପିଟିବା ରେ ଲାଗି ପଡିଥିଲା। ଆପଣଙ୍କୁ ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ପୂରା ସତ।
ଏନେଇ ନିଜେ ଝିଅ ଅଭିଯୋଗ କରିଛନ୍ତି କି ତାଙ୍କର ବାପା ତାଙ୍କ ଉପରେ ଓ ତାଙ୍କର ଭଉଣୀ ଉପରେ ଖରାପ୍ ନଜର ପକାଇ ଥିଲେ। ମାଆ ନଥିବା ସମୟରେ ହିଁ ଝିଅ ଦୁଇଜଣ ଙ୍କ ସହ ବାପା ଏଭଳି ଜଘନ୍ୟ କାଣ୍ଡ ଘଟାଇ ଥିଲା।
କେତେବେଳେ ହାତ ଦୁଇଟା କୁ ଧରି ଘୋଷାଡି ଘୋଷାଡି ନେଇ ଯାଉଥିଲା ତ ପୁଣି କେତେବେଳେ ନିଦ ମେଡିସିନ ଦେଇ ଦୁଇ ଭଉଣୀଙ୍କୁ ଦୁ-ଷ୍କ-ର୍ମ କରି ଦେଉଥିଲା। ଏଭଳି ବାରମ୍ବାର ଶାରୀରିକ ସଂପର୍କ ରଖୁଥିଲା।
Special report
ଆଉ ଯେତେବେଳେ ଦୁଇ ଭଉଣୀ ଏଭଳି ଘୃଣ୍ୟ କାର୍ଯ୍ୟ କରିବା ପାଇଁ ବିରୋଧ କରୁଥିଲେ ସେତେବେଳେ ତାଙ୍କର ବାପା କିଛି କଥା ଶୁଣି ନଥିଲେ। ଘର ଭିତରକୁ ଟାଣି ନେଇ ହାତ ଗୋଡ଼ ବାନ୍ଧି ଦେଇ ସେମାନଙ୍କୁ ମଧ୍ଯ ନିର୍ଦ୍ଧୁମ ଭାବରେ ପିଟିବା ରେ ଲାଗି ପଡ଼ିଥିଲେ।
ଆଉ ମନ ଶାନ୍ତି ହେବା ପର୍ଯ୍ୟନ୍ତ ବାପା ଏଭଳି କରି ଚାଲୁଥିଲା। ଏକଥା ନିଜେ ହିଁ ନିର୍ଯାତନାର ଶିକାର ହୋଇଥିବା ଯୁବତୀ ଜଣକ ସ୍ବୀକାର କରିଛନ୍ତି।
 ଜନ୍ମକଲା ବାପା ମରିଯିବା ପରେ ମାଆ ଦ୍ଵିତୀୟ ବିବାହ କରିଥିଲେ। ହେଲେ ଏହି ସାବତ ବାପା ଜଣକ ଦୁଇ ଝିଅଙ୍କୁ ଭଲ ପାଠ ପଢ଼ାଇ ମଣିଷ କରିବା ବଦଳ ରେ ଏହି ଦୁଇ ଝିଅଙ୍କ ସହ ରଖିଥିଲା ଶାରୀରିକ ସମ୍ପର୍କ।
ଏହାକୁ ନେଇ ଦୁଇଜଣ ଯୁବତୀ ମଧ୍ୟ ତାଙ୍କର ମାମୁଁ ଘରକୁ ଦୌଡି ପଳାଇ ଯାଇଥିଲେ। ଝିଅ ଦୁଇଜଣ ଙ୍କୁ ମେଡିକାଲ ନେବା ସହ ମାମୁଁ ଘର ଲୋକେ ମଧ୍ଯ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏଭଳି କିଛି ଲୋକ ମାନଙ୍କ ପାଇଁ ଏବେ ସଂପର୍କ କଳଙ୍କିତ ହେବାରେ ଲାଗିଛି।