Movie prime

ଦିନ ଥିଲା ରେଖା ରେଖା କହି ପାଣି ପିଉ ନଥିଲେ ଅମିତାଭ, ରେଖା ବିପକ୍ଷ ହେଉଥିବା ଅଭିନେତା କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ଅମିତାଭ

 
Special report
ନମସ୍କାର ପାଠକ ବନ୍ଧୁ।ବଲିଉଡ୍ ର ଲୋକ ପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଙ୍କୁ କିଏ ବା ନ ଜାଣେ।ତାଙ୍କ ବୟସ ୭୦ ହୋଇ ଯାଇଥିଲେ ବି ସେ ଏବେ ଫିଲ୍ମ ରେ ଅଭିନୟ କରୁଛନ୍ତି।
Special report
ତାଙ୍କ ବ୍ୟକ୍ତିଗତ ଜୀବନ କୁ ନେଇ ମଧ୍ୟ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।ଆପଣ ମାନେ ସମସ୍ତେ ରେଖା ଓ ତାଙ୍କ ସମ୍ପର୍କ କୁ ନେଇ ଅନେକ ଖବର ଶୁଣି ଥିବେ।କୁହା ଯାଏ ରେଖା ଅମିତାଭ ବଚ୍ଚନ ଙ୍କୁ ବହୁତ ଭଲ ପାଉ ଥିଲେ।ହେଲେ କୌଣସି ଏକ କାରଣ ପାଇଁ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଗଲେ।
ରେଖା ଏକୁଟିଆ ହୋଇ ରହି ଗଲେ।ମାତ୍ର ଅମିତାଭ ବଚ୍ଚନ ଜୟା ଙ୍କୁ ବିବାହ କରି ଖୁସୀ ରେ ଘର ସଂସାର କଲେ।କିନ୍ତୁ ଏବେ ବି ଅମିତାଭ ଙ୍କ ମନରେ ରେଖା ଙ୍କ ପ୍ରତି କିଛି ଦୁର୍ବଳତା ରହିଛି।ଦୁଇ ଜଣ ଙ୍କୁ ଲୋକେ ସେ ସମୟ ରେ ବହୁତ ପସନ୍ଦ କରୁ ଥିଲେ।
Special report
ସମସ୍ତେ ଚାହୁଥିଲେ ଉଭୟ ପରସ୍ପର କୁ ବିବାହ କରନ୍ତୁ।ହେଲେ ଏହା ସମ୍ଭବ ହୋଇ ପାରିଲା ନାହିଁ।କିନ୍ତୁ ଆଜି ଯାଏଁ ଦୁଇ ଜଣ ଯାକ କେବେ ହେଲେ ନିଜ ସମ୍ପର୍କ ବିଷୟ ରେ ସୋସିଆଲ ମିଡିଆରେ କହି ନାହାନ୍ତି।
Special report
ଅମିତାଭ ବଚ୍ଚନ ଓ ରେଖା ମିଶି ବହୁତ ଫିଲ୍ମ କରିଛନ୍ତି।ବହୁତ ସମୟ ଏକାଠି ବିତାଇ ଛନ୍ତି।ଏହି କିଛି ଦିନ ତଳେ ରେଖା ଏକ ଇଣ୍ଟର ଭ୍ୟୁ ରେ ଆସି ଥିଲେ।ସେଠାରେ ରେଖା ଙ୍କୁ ତାଙ୍କର ଓ ଅମିତାଭ ବଚ୍ଚନ ଙ୍କ ପ୍ରେମ କାହାଣୀ ବିଷୟ ତେ ରେ ପଚରା ଯାଇ ଥିଲା।
Special report
ରେଖା କହିଲେ କି ସେ ଅମିତାଭ ବଚ୍ଚନ ଙ୍କୁ ବହୁତ ଭଲ ପାଆନ୍ତି।ଓ ଆଗକୁ ମଧ୍ୟ ଭଲ ପାଇବେ।ତାଙ୍କ ଜୀବନ ରେ ଅମିତାଭ ଙ୍କ ସ୍ଥାନ ଆଉ କେହି ନେଇ ପାରିବେ ନାହିଁ।ଏ କଥା ଶୁଣିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।
Special report
ସେ ଏତେ ଦିନ ଭିତରେ କେବେ ମୁହଁ ଖୋଲି ନ ଥିଲେ।ଅମିତାଭ ବଚ୍ଚନ ମଧ୍ୟ ତାଙ୍କୁ ବହୁତ ଭଲ ପାଉ ଥିଲେ।ହେଲେ ତାଙ୍କ ବିବାହ ହୋଇ ପାରି ନ ଥିଲା।ଆଜି ମଧ୍ୟ ତାଙ୍କ ସମ୍ପର୍କ ରେ ଅନେକ କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.