Movie prime

ଦୀପାବଳି ଆଗରୁ ଅଘଟଣ ଦେଖନ୍ତୁ ବସ ସହ ଜଳିଗଲେ ମହିଳା ବସରେ ଥିଲା ବାଣ ଆଉ ଅଚାନକ ହୋଇଗଲା ଏମିତି - Exclusive

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଲାଗିଗଲା ନିଆଁ। ବନ୍ଧୁଗଣ ହୁତହୁତ ଜଳିଲା ବସ। ଅଗ୍ନିକାଣ୍ଡରେ ଜଣଙ୍କର ମୃ-ତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି।
Special report
ଦୁ-ର୍ଘ-ଟ-ଣା ଘଟିଛି ଖଡଗପୁର ଗ୍ରାମୀର ଥାନା ମାଦପୁରରେ। ଏହି ଦୁ-ର୍ଘ-ଟ-ଣା ଶୁକ୍ରବାର ରାତି ପ୍ରାୟ ୯ଟାରୁ ୧୦ଟା ମଧ୍ୟରେ ଘଟିଛି। ବସଟି ବାବୁଘାଟରୁ ପାରାଦୀପ ଆସୁଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ବସଟି ରାତିରେ ପାରାଦୀପ ଅଭିମୁଖେ ଆସୁଥିଲା। କୋଲକାତାଠାରୁ ୧୫୦ କିମି ଦୂର ଜାତୀୟ ରାଜପଥର ଖଡଗପୁର ଡେବ୍ରା ନିକଟରେ ଏହି ଏସି ବସଟି ଜଳି ଯାଇଥିଲା।
Special report
ବସଟି ଶିବମ ଟ୍ରାଭେଲ୍ସର ସଦାନନ୍ଦ ବସ ବୋଲି ଜଣାପଡିଛି। ଅଗ୍ନିକାଣ୍ଡର କାରଣ ଜଣାନ ପଡିଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁ ହୋଇଥିବା କୁହାଯାଉଛି। ତେବେ ବସରେ ବିସ୍ଫୋରକ ସାମଗ୍ରୀ ଥିବା ଅନୁମାନ କରାଯାଉଛି।
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଝରକା କାଚ ଭାଙ୍ଗି ଜୀବନ ବଞ୍ଚାଇଥିଲେ। ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରି ମେଦିନାପୁର କଲେଜ ଆଣ୍ଡ ହସ୍ପିଟାଲ ଏବଂ ଖଡଗ ପୁର ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରିଛି।
Special report
ପ୍ରାୟ ୨ ଘଣ୍ଟା ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଘଟଣା ସମ୍ପର୍କରେ ଓଡ଼ିଶା ସରକାର ଅବଗତ ଅଛନ୍ତି ଏବଂ ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗରେ ଅଛନ୍ତି। ଲୋକଙ୍କୁ ସୁରକ୍ଷିତ ଅବସ୍ଥାରେ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି। 
Special report
ଅନ୍ୟପଟେ ଦୁ-ର୍ଘ-ଟ-ଣା ପରଠାରୁ ବସ୍‌ର ଡ୍ରାଇଭର୍‌, କଣ୍ଡକ୍ଟର ଓ ହେଲ୍‌ପର୍‌ଙ୍କ କୌଣସି ପତ୍ତା ନାହିଁ। ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ମେଦିନୀପୁର ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ପହଞ୍ଚି ଆହତମାନଙ୍କ ଚିକିତ୍ସା କଥା ବୁଝୁଛନ୍ତି।
ତେବେ ବନ୍ଧୁଗଣ ବସ୍‌ଟି ଶନିବାର ଭୋର୍‌ ୫ଟା ବେଳେ ପାରାଦୀପରେ ପହଞ୍ଚିଥାଆନ୍ତା। ତେବେ ଆହତମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାର ୧୬, ପାରାଦୀପର ୨ ଓ ଯାଜପୁରର ୭ ଜଣ ଥିବା ଜଣାପଡ଼ିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.