Movie prime

ଦିପାଳୀ ଙ୍କ ବିଜୟ ପରେ ଖୁସି ରେ ଆତ୍ମହରା ହେଲେ ଭାଇ, କହିଲେ ଆମର ଏତେ ଦିନ ର କଷ୍ଟ ଆଜି ଲାଘବ ହେଲା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଏବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଆସିଛି ତାହା ରାଜନୀତିକୁ ନେଇ ଆସିଛି । 
Special Report
ଏବେ ଝାରସୁଗୁଡ଼ା ଜିଲ୍ଲାରେ ହୋଇଥିବା ଉପ ନିର୍ବାଚନକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଆମ ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟା ପରେ ଏହି ଝାରସୁଗୁଡ଼ା ଜିଲ୍ଲାର ବିଧାୟକ ଆସନ ଖାଲି ପଡିଥିଲା ।
ଉପ ନିର୍ବାଚନ ହୋଇଥିଲା ଆଉ ଏହି ନିର୍ବାଚନରେ ତାଙ୍କ ଝିଅ ଦିପାଳୀ ଦାସ ବିଜୟ ଲାଭ କରିଛନ୍ତି । ସେ ବିପୁଳ ସଂଖ୍ୟା ଭୋଟରେ ବିଜୟ ହୋଇଛନ୍ତି । ଆଉ ଏବେ ଏହି ଭିଡିଓ ମାଧ୍ୟମରେ ତାଙ୍କ ଭାଇ ଅର୍ଥାତ୍ ମନ୍ତ୍ରୀ ନବ ଦାସଙ୍କ ପୁଅ କିଛି କହୁଥିବାର ଆପଣମାନେ ଜାଣିପାରିବେ ।
ସେ ଗଣମାଧ୍ୟମ ଆଗରେ କହିଛନ୍ତି, ସେ ବହୁତ ଖୁସି ଅଛନ୍ତି । ଆଉ ତାଙ୍କ ବାପାଙ୍କ କଥା ଆଜି ମନେ ପଡୁଛି । ଝାରସୁଗୁଡ଼ା ଜିଲ୍ଲା ବାସୀଙ୍କୁ ସେ ଧନ୍ୟବାଦ୍ ଦେଇଛନ୍ତି । ଏହାସହ ସେ କହିଛନ୍ତି କି ତାଙ୍କ ବାପାଙ୍କୁ ଝାରସୁଗୁଡ଼ା ବାସୀ ଯେପରି ଭଲପାଇବା ଦେଉଥିଲେ
Special Report
 ଆଜି ଠିକ୍ ସେମିତି ଭଲପାଇବା ଦିପାଳୀଙ୍କୁ ଦେଇଛନ୍ତି ସେଥିପାଇଁ ସେ ବହୁତ ଖୁସି ଅଛନ୍ତି । ଲୋକଙ୍କ ଆର୍ଶୀବାଦ ଥିଲା ଆଉ ଲୋକମାନେ ତାଙ୍କ ବାପାଙ୍କୁ ବହୁତ ଭଲ ପାଉଥିଲେ । ଆଉ ସେଥିପାଇଁ ଲୋକମାନେ ତାଙ୍କ ଭଲପାଇବା ଦେଇଛନ୍ତି ।
ସେ ଯେତେବେଳେ ପ୍ରଚାର କରି ଯାଇଥିଲେ ତାଙ୍କୁ ସମସ୍ତେ ତାଙ୍କ ବାପାଙ୍କ କଥା ପଚାରୁଥିଲେ । ଏବେ ଓଡ଼ିଶାରେ ଯୁବ ନେତା ବହୁତ ଅଛନ୍ତି । ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗାଇଡରେ ଦିପାଳୀ ଚାଲିବ । ଆଉ ସେ ଝାରସୁଗୁଡ଼ା ଜିଲ୍ଲାର ଉନ୍ନତି କରିବ ।
ତାଙ୍କ ଭଉଣୀ ଜିତିଛନ୍ତି ବୋଲି ସେ ବହୁତ ଖୁସି ଅଛନ୍ତି । ଆଉ ତାଙ୍କ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତ ଅଛି ବୋଲି ସେ କହିଛନ୍ତି । ଏବେ ସେ ସମସ୍ତ ଝାରସୁଗୁଡ଼ା ବାସୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ଏବେ ଏହି ଖବର ଭାଇରାଲ ହେଉଛି ।