Movie prime

ମୋ ବାପା ମୋ କାମ ରେ ଯଥେଷ୍ଟ ଖୁସି ଅଛନ୍ତି ଆଉ ଆପଣ ମାନେ ଭୋଟ ଦେଲେ ଆପଣ ଙ୍କୁ ବି ମୁଁ ଖୁସି କରିଦେବି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ରାଜନୀତିକୁ ନେଇ । ରାଜନୀତି ବିଷୟରେ ମଧ୍ୟ ଅନେକ ଖବର ଆସିଥାଏ । ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହ-ତ୍ୟା ବିଷୟରେ ଆପଣମାନେ ତ ଜାଣିଥିବେ ।
ମନ୍ତ୍ରୀଙ୍କ ହ-ତ୍ୟା ପରେ ତାଙ୍କ ଆସନ ଖାଲି ପଡ଼ିଥିଲା । ସେଥିପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଉପ ନିର୍ବାଚନ ହେଉଛି । ଆଉ ଏହି ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଲୋକମାନେ ପ୍ରଚାର ପ୍ରସାର କରୁଥିଲେ ।
Special Report
ବିଜୁ ଜନତା ଦଳ ପକ୍ଷରୁ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳିି ଦାସ ଲଢ଼ୁଛନ୍ତି । ଆଉ ସେ ପ୍ରଚାର ପ୍ରସାର କରୁଥିବା ଖବର ଆପଣମାନେ ସମସ୍ତେ ତ ଶୁଣିଥିବେ । ଆଉ ଏବେ ସେ ସୋସିଆଲ ମିଡିଆରେ କିଛି କଥା କହିଛନ୍ତି । 
ସେ ଗଣମାଧ୍ୟମ ଆଗରେ କହିଛନ୍ତି କି ତାଙ୍କ ବାପା ଚାହୁଁଥିଲେ କି ସେ ଲୋକସଭା ପାଇଁ ନିଯୁକ୍ତି ହୁଅନ୍ତୁ । ଆଉ ଆଜି ସେ ଉପରେ ଥାଇ ବହୁତ ଖୁସି ହେଉଥିବେ ।
ତାଙ୍କ ବାପା ତାଙ୍କୁ ଦେଖି ହସୁଛନ୍ତି । ତାଙ୍କ ପରିବାରର ସମସ୍ତେ ଆସିଛନ୍ତି ତାଙ୍କୁ ଭୋଟ ଦେବା ପାଇଁ । ତାଙ୍କ ବାପାଙ୍କ ଆର୍ଶୀବାଦ ତାଙ୍କ ଉପରେ ଅଛି ଆଉ ସେ ଜିତିବେ ବୋଲି ଭାବୁଛନ୍ତି । ସେ ଆଜି ନିଜକୁ ଭୋଟ ଦେବେ । ତାଙ୍କ ବାପା ଥିଲେ ବହୁତ ଖୁସି ହୋଇଥାନ୍ତେ ।
ଗୋଟେ ପିଲାର ଉନ୍ନତି ପଛରେ ବାପା ମାଙ୍କ ଆର୍ଶୀବାଦ ଥାଏ । ତାଙ୍କ ପାଖରେ ତାଙ୍କ ବାପା ନାହାଁନ୍ତି । ଆଉ ସେ ତାଙ୍କ ମମୀଙ୍କ ଠାରୁ ଆର୍ଶୀବାଦ ଆଣିଛନ୍ତି ଆଉ ଏହାସହ ତାଙ୍କ ବାପାଙ୍କ ଫଟୋକୁ ନମସ୍କାର କରି ଆର୍ଶୀବାଦ ଆଣିଛନ୍ତି ।
ଏବେ ଏହି ଖବର ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଖବରକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ଏହି ଭିଡିଓ ରାଜନୀତି ବିଷୟରେ ଏକ ଖବର ଆଣିଛି । ଏହା ବହୁତ ଭଲ ଖବର ଅଟେ ।