Movie prime

ବର୍ଷା ଙ୍କ ପରି କାନ୍ଦି କାନ୍ଦି ଭୋଟ ମାଗୁଛନ୍ତି ଦିପାଳି, ଏହି ଦୁଇଜଣ ଙ୍କ ଭିତରେ କଣ ରହିଛି ସମାନତା ??

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଦୁଇଜଣ ଝିଅ ବାପାଙ୍କୁ ହରାଇଛନ୍ତି। ବାପାଙ୍କୁ ହରାଇବା ପରେ ରାଜନୀତିକୁ ଓହ୍ଲାଇଛନ୍ତି। ଆଉ ପାଇଛନ୍ତି ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ। ବର୍ଷା ସିଂ ବରିହାଙ୍କୁ ନିଜର ଝିଅ ଭଳି ସ୍ନେହ ଦେଇଛନ୍ତି ନବୀନ ପଟ୍ଟନାୟକ।
ଆଉ ଅନ୍ୟପଟେ ଦିପାଳି ଦାସ ସ୍ୱର୍ଗତ ନବଦାସଙ୍କ ଝିଅ ଯିଏ କି ନବୀନ ପଟ୍ଟନାୟକଙ୍କୁ ନିଜ ପିତୃତୁଲ୍ୟ ଭାବିଛନ୍ତି। ଆଉ ଏହା ସହିତ ନବୀନ ପଟ୍ଟନାୟକଙ୍କ ରହିଛି ଦିପାଳିଙ୍କ ଉପରେ ଆଶୀର୍ବାଦ। 
Special Report
ଝାରସୁଗୁଡ଼ାର ରଣାଙ୍ଗନା ଥାନାରେ ଏହି ଦୁଇ ଦୁଇ ବିରାଙ୍ଗନା। ଜଣେ ବର୍ଷା ସିଂ ବରିହା ଆଉ ଜଣେ ଦିପାଳି ଦାସ ଉଭୟ ନିଜ ବାପାଙ୍କ ମୃ-ତ୍ୟୁ ପରେ ନିଜ ବାପାଙ୍କ ନିର୍ବାଚନି କ୍ଷେତ୍ରକୁ ଓହ୍ଲାଇ ନିଜ ବାପାଙ୍କ ନାଁ ରଖିଛନ୍ତି।
ଜଣେ ଜିତି ସାରିଛନ୍ତି ଆଉ ଜଣେ ବିଜୟର ଟୀକା ପିନ୍ଧିବାକୁ ବାଧ୍ୟ ହେଉଛି। ଦିପାଳି ଦାସଙ୍କ ସହିତ ଝାରସୁଗୁଡା ବାସୀଙ୍କ ଭଲ ପାଇବା ଆଉ ସମର୍ଥନ ତାଙ୍କ ସହିତ ରହିଛି। ଏବଂ ଗୋଟିଏ ଦୃଷ୍ଟିରୁ ଝାରସୁଗୁଡାର ନିର୍ବାଚନ ଏକପାଖିଆ କହିଲେ ମଧ୍ୟ ଅତିକ୍ତି ହେବ ନାହିଁ। 
ତଥାପି ଦିପାଳି ଦାସ କଷ୍ଟ କରି ନିର୍ବାଚନ ପ୍ରଚାର କରିଚାଲିଛନ୍ତି। ଆଉ ଉଦାହରଣ ସୃଷ୍ଟି କରିପାରିଛନ୍ତି ତାଙ୍କ ବାପାଙ୍କ ପାଇଁ ଝିଅକୁ ସବୁବେଳେ ରାଜନୀତିକୁ ଆଣିବା ପାଇଁ ଚାହୁଁଥିବା ବାପା ନବଦାସଙ୍କ ଶେଷ ଇଛା ଥିଲା ଯେ,
Special Report
ନବଦାସଙ୍କ ସ୍ଥାନ ତାଙ୍କ ଝିଅ ଗ୍ରହଣ କରନ୍ତୁ। ଆଉ ଯେଉଁଥି ପାଇଁ କାମରେ ଲାଗିପଡିଛନ୍ତି ଦୀପାଳ ଦାସ। ପାଖାପାଖି ବସିଛନ୍ତି ଦିପାଳି ଏବଂ ବର୍ଷା ସିଂ ବରିହା ତା ସହିତ ଉଭୟ ଆଲୋଚନା ମଧ୍ୟ କରୁଛନ୍ତି। 
ଗତକାଲି ବର୍ଷା ସିଂ ବରିହା ଦିପାଳିଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଆଉ ତା ସହିତ ମଧ୍ୟ ଦିପାଳିଙ୍କୁ ଜିତାଇ ଦେବା ପାଇଁ ଝାରସୁଗୁଡା ବାସିଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।
ତେବେ ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ ବର୍ଷା ସିଂ ବରିହା ଆଉ ଦିପାଳି ଦାସ ଏବେ ଏକା ସ୍ଥାନରେ ଅଛନ୍ତି। ଦୁଇଜଣଙ୍କ ନିୟତି ଗୋଟିଏ ଧରଣର କେବଳ ତଫାତ ଏତିକି ଦିପାଳି ଦାସଙ୍କ ପାଇଁ କଷ୍ଟ ଟିକେ ଅଧିକା କାରଣ ତାଙ୍କ ବାପାଙ୍କ ମୃ-ତ୍ୟୁ ସ୍ଵାଭାବିକ ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.