Movie prime

ହେଇରେ ଦିପାଞ୍ଜଳି ଆଉ ରାଜେନ୍ଦ୍ର କରିବେ ଫିଲ୍ମ, ଏବେଠୁ ଓଡ଼ିଆ ଲୋକ କରିଦେଲେଣି ଚର୍ଚ୍ଚା ଆରମ୍ଭ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଦୀପାଞ୍ଜଳୀ ଓ ରାଜେନ୍ଦ୍ର ଙ୍କ ବିଷୟ ରେ।ଓଡ଼ିଶା ରେ ଏବେ ଏହି ଦୁଇ ଜଣ କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।ଉଭୟ ପ୍ରେମ କରି ବିବାହ କରିଥିଲେ।ହେଲେ ଝିଅ ର ପରିବାର ଲୋକେ ଏହି ବିବାହ କୁ ସ୍ଵୀକୃତି ଦେଇ ନ ଥିଲେ।ସେମାନେ ଝିଅ କୁ ଶୁଦ୍ଧି ହୋଇ ଗଲେ।
Special report
ଘର କୁ ପଣ୍ଡିତ ଙ୍କୁ ଡାକି ପିଣ୍ଡ ପକାଇଲେ।ଭୋଜି ଭାତ ର ଆୟୋଜନ କଲେ।ସେପଟେ ଝିଅ ର ବିବାହ ଭୋଜି ଗାଁ ଲୋକ ମାନେ ଖାଉ ଥିବା ବେଳେ ଏ ପଟେ ଝିଅ ର ପିଣ୍ଡ ଭୋଜି ଖାଇ ଥିଲେ ଲୋକେ।ଯାହାକୁ ଦେଖି ସେ ଅଞ୍ଚଳ ତେ ଦୁଃଖ ର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ ଦିପା ଓ ରାଜେନ୍ଦ୍ର ପରସ୍ପର କୁ ବହୁତ ଭଲ ପାଉଥିଲେ।ଘର ପାଖ ହୋଇ ଥିବା କାରଣ ରୁ ଦିପା ଙ୍କ ଘର ଲୋକେ ରାଜେନ୍ଦ୍ର ଙ୍କୁ ପସନ୍ଦ କରୁ ନ ଥିଲେ।ସେମାନେ ଦୁଇ ଦୁଇ ଥର ଝିଅ କୁ ଫେରାଇ ଆଣି ଥିଲେ।ହେଲେ ଝିଅ ପୁନର୍ବାର ରାଜେନ୍ଦ୍ର ସହିତ ଘର ଛାଡି ଚାଲି ଯାଇଥିଲା।
ଏହା ପରେ ଝିଅ ର ଶଶୁର ଘର ଲୋକେ ତାଙ୍କ ଦୁଇ ଜଣକ ବିବାହ କରାଇ ଥିଲେ।ମାତ୍ର ଝିଅ ର ବାପା ମା ଏଥିରେ ରାଜି ହୋଇ ନ ଥିଲେ।ସେମାନେ ଦିପା ଙ୍କୁ ଶୁଦ୍ଧି ହୋଇ ଗଲେ।ତାଙ୍କ ସହିତ ଆଉ କୌଣସି ସମ୍ପର୍କ ରଖିଲେ ନାହିଁ।
Special report
ଏବେ କିନ୍ତୁ ଦିପା ରାଜେନ୍ଦ୍ର ଙ୍କୁ ବିବାହ କରି ଖୁବ୍ ଖୁସି ରେ ଅଛନ୍ତି।ସେମାନେ ଦୁହେଁ ସୋସିଆଲ ମିଡ଼ିଆ ରେ ବିଭିନ୍ନ ଭିଡିଓ କରୁଛନ୍ତି।ଏହି ଘଟଣା ପରେ ସେମାନେ ଅଧିକ ରୁ ଅଧିକ ଭାଇରାଲ ହେବାକୁ ଲାଗିଛନ୍ତି।ଦିନ ଥିଲା ତାଙ୍କର ଏକ ଭିଡିଓ କୁ ବି କେହି ଦେଖୁ ନ ଥିଲେ।
ହେଲେ ଏବେ ସେହି ଭିଡିଓ କୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି।ଏ ବିଷୟ ରେ ଉଭୟ ଙ୍କୁ ପଚରା ଯାଇଥିଲା।ସେମାନେ କହିଥିଲେ କି ତାଙ୍କୁ ଏହା ଦେଖିକି ବହୁତ ଖୁସି ଲାଗୁଛି।ଆଗକୁ ଯଦି ସୁଯୋଗ ମିଳେ ତେବେ ସେମାନେ କୌଣସି ଓଡ଼ିଆ ଫିଲ୍ମ ରେ ଅଭିନୟ କରିବେ।ଏଥିରେ ଅରାଜି ହେବେ ନାହିଁ।
ଏବେ ଦିନ କୁ ଦିନ ତାଙ୍କ ଫ୍ୟାନସ ମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି।ଲୋକ ମାନେ ତାଙ୍କ ଭିଡିଓ କୁ ପସନ୍ଦ କରୁଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ଦିପା ତାଙ୍କ ସ୍ଵାମୀ ଙ୍କୁ ତାଙ୍କ ପରିବାର ଲୋକେ ଆପଣାଉ ଛନ୍ତି।
ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହେଉଛି।ଦିପା ଙ୍କ ବାପା ଙ୍କ ଏଭଳି ପଦକ୍ଷେପ କୁ ସମସ୍ତେ ନିନ୍ଦା କରିଛନ୍ତି।ରାଗ ରେ ଆସି ସେ ଏଭଳି କାମ କରିଛନ୍ତି ବୋଲି ଦିପା କହି ଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.