Movie prime

ରାଜେନ୍ଦ୍ର ଦିପାଞ୍ଜଳୀ ରାତା ରାତି ବନିଗଲେ ଷ୍ଟାର, ଲକ୍ଷ ଲକ୍ଷ ଫ୍ୟାନ ତାଙ୍କ ଭିଡିଓ ସେୟାର କରି କହୁଛନ୍ତି ଏମିତି

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ରାଜେନ୍ଦ୍ର ଓ ଦିପାଞ୍ଜଳି। ରାତାରାତି ସୋସିଆଲ ମିଡ଼ିଆ ରେ ଷ୍ଟାର ବନି ଯାଇଛନ୍ତି ଏହି ଦୁଇ ଜଣ।ଏମାନଙ୍କୁ ଦେଖି ଅନ୍ୟ ଲୋକ ମାନେ ଏବେ ଇର୍ଷା କରୁଛନ୍ତି।କହୁଛନ୍ତି କି ଏମାନେ ଏପରି କଣ କଲେ କି ରାତାରାତି ଷ୍ଟାର ବନି ଗଲେ।
Special report
ପ୍ରେମ କରି ସେମାନେ ଦୁହେଁ ବିବାହ କରିଛନ୍ତି।ବହୁ ବାଧାବିଘ୍ନ ପରେ ସେମାନଙ୍କ ପ୍ରେମ ସତ ହୋଇଛି।ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ତାଙ୍କୁ ଖୁବ୍ ଭଲ ପାଇବା ଦେଉଛନ୍ତି ସୋସିଆଲ ମିଡିଆରେ।ତାଙ୍କ ପ୍ରେମ କୁ ଖୁବ୍ ପ୍ରଶଂସା କରିଛନ୍ତି।
ସୂଚନା ଅନୁସାରେ ଓଡ଼ିଶା ରେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଜଣ ପ୍ରେମୀ ଯୁଗଳ ହେଉଛନ୍ତି ରାଜେନ୍ଦ୍ର ଓ ଦିପା।ସେମାନେ ପରସ୍ପର କୁ ଖୁବ୍ ଭଲ ପାଉଥିଲେ।କିନ୍ତୁ ଘର ପାଖ ପିଲା ହୋଇ ଥିବାରୁ ଦିପା ଙ୍କ ପରିବାର ଲୋକେ ରାଜେନ୍ଦ୍ର ଙ୍କୁ ପସନ୍ଦ କରି ନ ଥିଲେ।ଶେଷ ରେ ସେମାନେ ଘର ଛାଡି ଚାଲି ଗଲେ।
Special report
ଦିପା ଆଗରୁ ଦୁଇ ଥର ଫେରାଇ ହୋଇ ଯାଇ ଥିଲେ।ତାଙ୍କ ପରିବାର ଲୋକେ ତାଙ୍କୁ ଫେରାଇ ଆଣି ଥିଲେ।କିନ୍ତୁ ଏଥର ଦିପା ଆଉ ଫେରିଲେ ନାହିଁ।ସାରା ଜୀବନ ସେ ରାଜେନ୍ଦ୍ର ଙ୍କ ସହିତ ରହିବା ପାଇଁ ପ୍ରତିଜ୍ଞା କଲେ।ଉଭୟ ପରସ୍ପର କୁ ବିବାହ କଲେ।
ଶାଶୁ ଘରେ ବିବାହ ଚାଲୁ ଥିବା ସମୟ ରେ ବାପ ଘରେ ଦିପା ଙ୍କ ଶୁଦ୍ଧି କାର୍ଯ୍ୟ ହେଉ ଥିଲା।ଲୋକ ଙ୍କୁ ଖାଇବାକୁ ଦିଆ ଯାଉଥିଲା।ଏହାକୁ ଯେ କେହି ବି ଦେଖିଚି ତାଙ୍କ ଆଖିରୁ ଲୁହ ଆସି ଯାଇଚି।ବଞ୍ଚି ଥାଉ ଥାଉ ଝିଅ କୁ ପର କରିଦେଲେ ବାପ ଘର ଲୋକେ।
ନିଜ ଭାଇ ମାନଙ୍କ କଥା ରେ ପଡି ଦିପା ଙ୍କ ବାପା ଏପରି କରିଛନ୍ତି।ପ୍ରେମ କରିବା କଣ ଭୁଲ ସେ ପ୍ରଶ୍ନ କରିଛନ୍ତି।ବିବାହ ପରେ ସେ ଓ ତାଙ୍କ ସ୍ଵାମୀ କିଛି ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ।ଯାହାକୁ ତାଙ୍କ ଫ୍ୟାନସ ମାନେ ଖୁବ୍ ପସନ୍ଦ କରିଛନ୍ତି।
ଯେଉଁ ଭିଡିଓ କୁ ଆଗରୁ କେହି ଦେଖୁ ନ ଥିଲେ ଏବେ ତାହାକୁ ଲକ୍ଷ ଲକ୍ଷ ଲୋକେ ପ୍ରତିଦିନ ଦେଖୁଛନ୍ତି।ଯେଉଁଥିପାଇଁ ତାଙ୍କ ଫେଲୋଅର୍ସ ଦିନ କୁ ଦିନ ବଢ଼ିବାରେ ଲାଗିଛି।ଏଥିପାଇଁ ଉଭୟ ବହୁତ ଖୁସି ଅଛନ୍ତି।ଆଗକୁ ଆହୁରି ଭଲ ଭଲ ଭିଡିଓ କରିବେ ବୋଲି ସେମାନେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.