Movie prime

ଶେଷରେ ଦିପାଞ୍ଜଳି ଖୋଲିଲେ ନିଜର ୟୁଟୁବ ଚ୍ୟାନେଲ, ଏଣିକି ପୁରା ଓଡ଼ିଶା ଦେଖିବ ଆମ ଦୁଇଜଣ ଙ୍କ ଟ୍ୟାଲେଣ୍ଟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଯେତେବେଳେ ଯୋଡ଼ି ତିଆରି ହେଇଥାଏ ସେତେବେଳେ ଉପରୁ ହିଁ ଯୋଡ଼ି ତିଆରି ହୋଇ ଆସିଥାଏ।
Special report
ତେବେ ଆପଣ ମାନେ ବର୍ତ୍ତମାନ୍ ସମୟରେ ସେହି ଚର୍ଚ୍ଚିତ ଦମ୍ପତ୍ତି ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ଯିଏକି ଗୋଟେ ପଟେ ଭଲ ପାଇ ବିବାହ କରୁଥିବା ବେଳେ ଅନ୍ୟପଟେ ତାଙ୍କର ଝିଅ ର ପିଣ୍ଡ ଦାନ କରି ଦେଇଥିଲେ ଝିଅର ବାପା ଓ ମାଆ।
ସେ ଆଉ କେହି ନୁହେଁ ସେହି ଦମ୍ପତ୍ତି ଦେଉଛନ୍ତି ରାଜେନ୍ଦ୍ର ଓ ଦୀପାଞ୍ଜଳୀ। ଆଜି ଦୁହିଁଙ୍କ ସହ ହୋଇଥିବା ସାକ୍ଷାତକାର ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଆଜିକି ଛଅ ଦିନ ହୋଇଥିବ ତାଙ୍କର ବିବାହ ସରି ଯାଇଛି।
ରାଜେନ୍ଦ୍ର କହିଛନ୍ତି କି ସେ ଦୀପାଞ୍ଜଳୀ ଙ୍କୁ ବାହା ହୋଇ ବହୁତ ଖୁସୀ ଥିବା ବେଳେ ତାଙ୍କର ପରିବାର ଲୋକମାନେ ମଧ୍ୟ ଏଥିପାଇଁ ବେଶ ଖୁସୀରେ ଅଛନ୍ତି। ସେମାନେ ଦୀପାଞ୍ଜଳୀ ଙ୍କୁ ଖୁବ୍ ଭଲ ପାଉଛନ୍ତି।
Special report
ଦୀପାଞ୍ଜଳୀ ମଧ୍ୟ କହିଥିଲେ କି ତାଙ୍କୁ ମଧ୍ଯ ଏଥିପାଇଁ ଖୁବ୍ ଭଲ ଲାଗୁଛି। ରାଜେନ୍ଦ୍ର ନିଜର ଏକ ୟୁଟ୍ୟୁବ ଚାନେଲ ଖୋଲିଥିଲେ। ଆଉ ସେ କହିଥିଲେ କି ତାଙ୍କର ବାପା ଙ୍କ ଏକ ବିନିନେଶ ରହିଛି।
ହେଲେ ସେ କେତେଦିନ ତାଙ୍କର ବାପା ଙ୍କ ପଇସାରେ ଚଳିବେ। ତାଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ହେଲେ ସେଥିପାଇଁ ତାଙ୍କୁ କିଛି କରିବାକୁ ପଡ଼ିବ ଆଉ ସେଥିପାଇଁ ସେ ୟୁତ୍ୟୁବ ମାଧ୍ୟମରେ ଅର୍ଥ ଉପାର୍ଜନ କରିବାକୁ ଚାହୁଁ ଛନ୍ତି।
ଆଉ ଯେମିତି ଅନ୍ୟ ଚାନେଲ୍ ମାନଙ୍କରେ ବ୍ଲଗ୍ ପକା ଯାଇଥାଏ ଠିକ୍ ସେଭଳି ଭାବରେ ହିଁ ସେମାନେ ବ୍ଲଗ୍ ଅପଲୋଡ଼ କରିବେ ବୋଲି କହିଛନ୍ତି। ଆଉ ସେ କହିଥିଲେ କି ୟୁଟ୍ୟୁବ ରୁ ଏଭଳି ଅନେକ ଲୋକମାନେ ଷ୍ଟାର ହୋଇ ସାରିଲେଣି।
ଆଉ ୟୁଟ୍ୟୁବ ହେଉଛି ଏକ ଖୁବ୍ ଭଲ ମାଧ୍ୟମ ମଧ୍ଯ। ତେବେ ସେ ଏହାରି ମାଧ୍ୟମରେ ଅର୍ଥ ଉପାର୍ଜନ କରିବାକୁ ଚାହୁଁ ଛନ୍ତି। ତେବେ ଏହା ଉପରେ ଆପଣ କଣ କହିବେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.