Movie prime

ସେ ମୋ ଗୋଡ଼ ଧରି ମତେ ଟେନ୍ସନ୍ ଦେଲା, ମୁଁ ବି ତା ଉପରେ ସର୍ଫ ପାଣି ପକେଇ ଦେଲି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଦିନେଶ ଓ ଦୀପିକା ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ଗତ ମାସ ମାସ ଧରି ଦୀପିକା ତାଙ୍କର ନ୍ୟାୟ ପାଇଁ ଲଢେଇ କରି ଆସୁଛନ୍ତି।
Special report
ତାଙ୍କର କେବଳ ଏକ ମାତ୍ର ଦାବୀ କି ତାଙ୍କ ପୁଅ କୁ ବାପା ର ଅଧିକାର ମିଳୁ। ଆଉ ସେ ଯେହେତୁ ଦିନେଶ ଙ୍କ ପୁଅ ସେଥିପାଇଁ ଦିନେଶ ହିଁ ତାଙ୍କୁ ଏହି ଅଧିକାର ଦେବେ। ଏହି ଘଟଣା ଗତ କିଛି ଦିନ ହେବ ଥମି ଯାଇଥିଲା।
ମାତ୍ର ଦୀପିକା ଙ୍କ ପୁଅ ଙ୍କ ଡିଏନଏ ରିପୋର୍ଟ ଆସିବା ପରେ ଏହି ଘଟଣା ପୁଣି ଥରେ ତେଜିବା ରେ ଲାଗିଛି। ଆଉ ଦୀପିକା ମଧ୍ଯ ଦିନେଶ ଙ୍କ ଘର ସାମ୍ନାରେ ପୁଣି ଥରେ ବସି ରହିଛନ୍ତି।
ଆଉ ଦାବୀ କରିଛନ୍ତି କି ଯେତେବେଳେ ଦିନେଶ ଙ୍କ ସହ ତାଙ୍କ ପୁଅ ର ଡିଏନଏ ରିପୋର୍ଟ ମିଶି ସାରିଛି ସେତେବେଳେ କଣ ପାଇଁ ଦିନେଶ ତାଙ୍କ ପୁଅ କୁ ବାପା ର ଅଧିକାର ଦେବା ପାଇଁ ପଛ ଘୁଂଚା ଦେଉଛନ୍ତି। ଏନେଇ ଦୀପିକା ଏବେ ଦିନେଶ ଙ୍କ ଘର ସାମ୍ନାରେ ବସି ରହିଛନ୍ତି।
Special report
ତେବେ ଆପଣ ମାନେ ଦୀପିକା ଏବଂ ତାଙ୍କର ଶାଶୁ ଅର୍ଥାତ ଦିନେଶ ଙ୍କ ମାଆ ଙ୍କ ସହ ତାଙ୍କର ଥିବା ସଂପର୍କ ବିଷୟରେ ଖୁବ୍ ଭଲ ଭାବରେ ଜାଣିଥିବେ। ଆଗରୁ ଦୁହିଁଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।
ଆଉ ଦୁହେଁ ଦୁହିଁଙ୍କୁ ଆକ୍ଷେପ କରି ଅନେକ କଥା ମଧ୍ୟ କହିଛନ୍ତି। ଆଉ ଏବେ ମଧ୍ୟ ଦୀପିକା ତାଙ୍କ ଶାଶୁ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ତାଙ୍କ ଶାଶୁ ତାଙ୍କ ଉପରକୁ ପାଣି ପକାଉଛନ୍ତି।
ଆଜ୍ଞା ହଁ ଆଉ ଏହି ସମ୍ପର୍କରେ ଯେତେବେଳେ ଦିନେଶ ଙ୍କ ମାଆ ଙ୍କୁ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ କି ସେ ବାହାରକୁ ଯିବା ସମୟରେ ଦୀପିକା ତାଙ୍କର ଗୋଡ଼ କୁ ଭିଡ଼ି ଧରିଥିଲା। ଯାହା ଫଳରେ କି ଦିନେଶ ଙ୍କ ମାଆ ରାଗି ଯାଇ ତାଙ୍କ ଉପରକୁ ପାଣି ପକାଇ ଥିଲେ।
ଏଭଳି ସେ ଦୀପିକା ଙ୍କ ନାମରେ ମଧ୍ୟ ଅନେକ ପ୍ରକାରର ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.