Movie prime

ପ୍ଲିଜ୍ ମୋ ମୁଁହ ରେ ଲଗାଓନି , ବ୍ରଣ ହେବ ଚାଲ Oyo ଯିବା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ଘଟଣା ହେଉଛି ଭୁବନେଶ୍ଵର ସହରର ପ୍ରସିଦ୍ଧ ବ୍ୟକ୍ତି ଡିଜେ ଆଜେକ୍ସଙ୍କ ସନ୍ଦେହ ଜନକ ମୃ-ତ୍ୟୁ ।
ଏହି ବ୍ୟକ୍ତି ଜଣକ ୧୦ ବର୍ଷ ହେଲା ଲୋକମାନଙ୍କର ମନୋରଞ୍ଜନ କରି ଆସୁଥିଲେ । କିନ୍ତୁ ହଠାତ୍ ଏଭଳି କଣ ଯେ ହେଲା ଆଉ ସେ ଆ-ତ୍ମ-ହ-ତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇ ନିଜ ଜୀବନ ହାରି ଦେଲେ ।
ଏବେ ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଆଉ ଏହା ଏକ ମାନସିକ ନିର୍ଯ୍ୟାତନା ଦେଇ ହ-ତ୍ୟା କରାଯାଇଛି ବୋଲି ଡିଜେ ଆଜେକ୍ସଙ୍କ ପରିବାର ଏବଂ ସାଙ୍ଗସାଥୀ ଅଭିଯୋଗ ଆଣିଛନ୍ତି । ଆଉ ଏବେ ଏହି ମାମଲା ଥାନାରେ ଚାଲିଛି ।
ଡିଜେ ଆଜେକ୍ସ ଜିଜ୍ଞାସା ନାମକ ଝିଅକୁ ବହୁତ ଭଲ ପାଉଥିଲେ । ଆଉ ଏହି ଝିଅ ହେଉଛି ଜଣେ ଦାନ୍ତ ଡାକ୍ତର । ଡିଜେ ଆଜେକ୍ସ ସେହି ଝିଅର ଜନ୍ମଦିନରେ ତାଙ୍କ ପାଇଁ କେକ କାଟିଥିଲେ । ଆଉ ସେହିଦିନ ସେହି ଝିଅ ଆଉ ସେ OYO ହୋଟେଲ ବି ଯାଇଥିଲେ ।
ଏବେ କିନ୍ତୁ ସେହି ଝିଅ ପାଇଁ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଖାରବେଳ ପୋଲିସ ଏବେ ତାଙ୍କ ବାନ୍ଧବୀ ଜିଜ୍ଞାସା ଏବଂ ଜିଜ୍ଞାସାର ପୂର୍ବତନ ପ୍ରେମିକ ବା ବେଷ୍ଟ ଫ୍ରେଣ୍ଡ୍ ରଶ୍ମିରଞ୍ଜନକୁ ଜେରା କରିବ ବୋଲି ନୋଟିସ ଜାରି କରିଛି ।
ଦଫା ୩୦୬ ରେ ଦୁଇଜଣଙ୍କୁ ଏବେ ନୋଟିସ ଜାରି କରାଯାଇଛି । ଆଉ ଖୁବ୍ ଶୀଘ୍ର ଏହି ଦୁଇଜଣଙ୍କୁ ତଦନ୍ତ ଭୁକ୍ତ କରାଯିବ । କିନ୍ତୁ ଏବେ କଥା ଆସୁଛି କି ସେଦିନ OYO ହୋଟେଲରେ କଣ ଘଟିଥିଲା । ଆଉ କଣ ସେ ଭିଡିଓ ଥିଲା ଯେଉଁଥିପାଇଁ ଡିଜେ ଆଜେକ୍ସ ଏଭଳି ଚରମ ନିଷ୍ପତ୍ତି ନେଲେ ।
ଏବେ ଏହି କଥା ସାମ୍ନାକୁ ଆସୁଛି । ଡିଜେ ଆଜେକ୍ସଙ୍କ ମୋବାଇଲ ଫୋନରୁ ମିଳିଥିବା ବ୍ଲାକମେଲର ପ୍ରମାଣ ତାଙ୍କ ଘରଲୋକ ପୋଲିସକୁ ଦେଇଛନ୍ତି । ଏହି ଭିଡ଼ିଓରୁ ଜଣାପଡୁଛି କି ସବୁକିଛି ସରି ଯାଇଛି । OYO ରୁମରେ କିଛି ଫଟୋ ଆଉ ଭିଡିଓ କରାଯାଇଥିଲା ।
ଆଉ ଏବେ ଏହାକୁ କାହା ପାଖରେ ଅଛି ଜଣା ନାହିଁ । କିଏ ଆଉ କାହିଁକି ଏହି ଫଟୋ ଆଉ ଭିଡିଓକୁ ନେଇ ବ୍ଲାକମେଲ କରୁଥିଲା ଡିଜେ ଆଜେକ୍ସଙ୍କୁ ? ଆଉ କାହାକୁ ଡିଜେ ଆଜେକ୍ସ ଟଙ୍କା ଦେଉଥିଲେ । 
ଯଦି ଉଭୟଙ୍କ ସମ୍ମତିରେ ଏହି ସମ୍ପର୍କ ଗଢି ଉଠିଥିଲା ତାହେଲେ କିଏ ଏଭଳି କରୁଥିଲା । ଏଭଳି ବ୍ଲାକମେଲ ଡିଜେ ଆଜେକ୍ସଙ୍କ ପ୍ରେମିକା ଜିଜ୍ଞାସା ନା ଜିଜ୍ଞାସାଙ୍କ ଡାକ୍ତର ବନ୍ଧୁ କରୁଥିଲେ ? ଏବେ ଏହି କଥା ଚର୍ଚ୍ଚାକୁ ଆସିଛି ।
କଥା ଉଠୁଛି କି ଡିଜେ ଆଜେକ୍ସଙ୍କ ସୁନା ଆଉ ଟଙ୍କା ପାଇଁ ବ୍ଲାକମେଲ କରାଯାଉଥିଲା । ଆଉ ନିଜର ଇମେଜ ବଞ୍ଚାଇବା ପାଇଁ ଡିଜେ ଆଜେକ୍ସ ଏଭଳି ଚରମ ନିଷ୍ପତି ନେଲେ ବୋଲି କଥା ଆସୁଛି । ତେବେ ଦେଖାଯାଉ ଏହି ତଦନ୍ତ ପରେ ଆଉ କଣ ସବୁ ତଥ୍ୟ ସାମ୍ନାକୁ ଆସୁଛି ।