Movie prime

ବଡ ଖବର : ଓଡ଼ିଶା ର popular DJ ଆଜେକ୍ସ୍ ଙ୍କ ମୃତ୍ୟୁ, ଖାରବେଳ ନଗର ସ୍ଥିତ ବାସଭବନ ରୁ ସନ୍ଦେହ ଜନକ ଅବସ୍ଥା ରେ ମୃତ ଦେହ ଉଦ୍ଧାର

 
Special report
ବର୍ତମାନ ଗୋଟେ ଖବର ସାମ୍ନା କୁ ଆସୁଚି , ଓଡ଼ିଶା ର ଲୋକପ୍ରିୟ ଡିଜେ ଅଜେକ୍ସ୍ (ଅକ୍ଷୟ କୁମାର) ଙ୍କ ଖାରବେଳ ନଗର ସ୍ତିତ ବାସଭବନ ରେ ଅଚାନକ ମୃତ୍ୟୁ ହୋଇ ଯାଇଛି
ତେବେ ଏଯାଏ ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇ ନଥିଲା ବେଳେ ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି କି ଅକ୍ଷୟ ନିଜ ବେଡସିଟ ରେ ବେକ ରେ ଗୁଡ଼ାଇ ଫା-ଶୀ ନେଇଛନ୍ତି
ଏହା ପଛରେ ପ୍ରକୁତ ରହସ୍ୟ କଣ ତାହା ଏଯାବତ୍ ଜଣା ପଡିନି, ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ପୋଲିସ ତଦନ୍ତ ରୁ ଜଣା ପଡ଼ିବ, କହି ରଖୁଛୁ କି dj azex ନାମ ରେ ସେ ଓଡ଼ିଶା ରେ ଲୋକ ପ୍ରିୟ ଥିଲେ
ପ୍ରତିଟି କଲେଜ୍ function ଠୁ ବଡ଼ ବଡ଼ କ୍ଲବ ରେ ତାଙ୍କ ନାଁ ର ଚର୍ଚ୍ଚା ଥିଲା, ତେବେ ଏଇ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକ ମଧ୍ୟ ରେ ଶୋକ ର ଛାୟା ଖେଳି ଯାଇଛି

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.