Movie prime

ଘରୁ ବାହାରନ୍ତୁ ନାହିଁ ଏହି ସମୟରୁ ଏହି ସମୟ ନହେଲେ ଯାଇପାରେ ଜୀବନ !!

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ମଧ୍ୟ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ତ ପାଣିପାଗ ବିଷୟରେ ଜାଣିଥିବେ ।
ପ୍ରବଳ ଖରାର ସମୟ ଥିଲା ଆଉ ଗତକାଲି କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି ବୋଲି ସୂଚନା ମିଳିଛି । ଏବେ ଏହି କାଳବୈଶାଖୀ ଏବଂ ପାଣିପାଗକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ।
Bb
ଏବେ ଖବର ଆସିଛି କି ୮ ଜିଲ୍ଲା ପାଇଁ କିଛି ଘଣ୍ଟା ହେଉଛି ବିପଦ ପୂର୍ଣ୍ଣ । ଏହି ୮ ଜିଲ୍ଲା ପାଇଁ ତିନି ଘଣ୍ଟା ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ । ବାଜିଲା ସତର୍କ ଘଣ୍ଟି ଆଉ ଏହି ସମୟରେ ଘରୁ ବାହାରନ୍ତୁ ନାହିଁ । ଘର ଭିତରେ ସୁରକ୍ଷିତ ରୁହନ୍ତୁ ।
ଘର ଭିତରେ ରହିଲେ ହିଁ ଆପଣ ଭଲରେ ରହିବେ । କାରଣ ତୁହା କୁ ତୁହା ବର୍ଷା ହେବାର ଅଛି । ତିନି ଘଣ୍ଟା ଧରି ଆକାଶରୁ ତୁହାକୁ ତୁହା ବର୍ଷା ହେବା ସହ ଘଡଘଡି ହେବ । ଏହାସହ କୁଆ ପଥର ମାଡ଼ ବି ହୋଇପାରେ । ପୁରା ବର୍ଷା କାଚିବ ।
Hh
ଏହି ୮ଟି ଜିଲ୍ଲାର ଲୋକମାନେ ଘରୁ ବାହାରନ୍ତୁ ନାହିଁ । କାଳବୈଶାଖୀର ପ୍ରଭାବ ତାଣ୍ଡବ ରଚିବ । ତିନି ଘଣ୍ଟା ପାଇଁ ଏହି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ଏବଂ କେନ୍ଦୁଝର ଜିଲ୍ଲାକୁ ଘଡଘଡି ସହ ବର୍ଷା ନେଇ ତିନି ଘଣ୍ଟିଆ ହାଇ ଆଲର୍ଟ କରାଯାଇଛି ।
ଏହାସହ କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହ ଘଡଘଡିର ପରିମାଣ ଅଧିକ ରହିବ । ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।