Movie prime

ପ୍ରେମିକା ଉପରେ ରାଗି ବିଷ ଖାଇଦେଲା ଯୁବକ ହେଲେ ପରେ ମେଡିକାଲ୍ ଦଉଡ଼ି କହିଲା ମତେ ବଞ୍ଚାଅ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି ଜଣେ ରୋଗୀ ଖୁବ୍ ଜୋରେ ମେଡିକାଲ ରେ ବିକଳରେ ଦୌଡୁ ଛନ୍ତି।
Special report
ଆଉ ସେ ଡ଼ାକ୍ତର ଙ୍କୁ ନିଜ ଜୀବନର ଭିକ ମଧ୍ୟ ମାଗୁଛନ୍ତି। ବାରମ୍ବାର ଯାଇ ସେ ଡାକ୍ତରଙ୍କ ନିକଟରେ ଖୁବ୍ ନେହୁରା ମଧ୍ୟ ହେବାରେ ଲାଗିଛନ୍ତି। ଆଉ ସେ ବାରମ୍ବାର ଏହା କହୁଛନ୍ତି କି ମୋତେ ବଞ୍ଚାଇ ଦିଅ ମୁଁ ବିଷ ଖାଇ ଦେଇଛି ବୋଲି।
ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ପାରୁ ଥିବେ କି ଏହାକୁ ହିଁ କୁହନ୍ତି ଭୁଲ ନିଷ୍ପତ୍ତି ର ପରିମାଣ ବୋଲି। ବେଳେ ବେଳେ ମଣିଷ ଏଭଳି କିଛି ନିଷ୍ପତ୍ତି ନିଏ ଯାହା ଦ୍ବାରା କି ତା ପାଖରେ ପଶ୍ଚାତାପ ଛଡା ଆଉ କିଛି ନଥାଏ।
ଠିକ୍ ଏହି ଭିଡିଓ ରେ ଯେଉଁ ବ୍ୟକ୍ତି ଅଛନ୍ତି ସେଭଳି ତାଙ୍କ ସହ ମଧ୍ୟ ଘଟିଛି। ସେ ଏବେ ସଂପୂର୍ଣ୍ଣ ଭାବରେ ବ୍ୟସ୍ଥ ଓ ବିବ୍ରତ ହୋଇ ସାରିଛନ୍ତି। ତାଙ୍କ ପାଖରୁ ଏବେ ତାଙ୍କର ଜୀବନ ମଧ୍ୟ ଚାଲି ଯିବାରେ ଲାଗିଛି।
Special report
ଆଉ ସେ ପୁଣି ତାଙ୍କର ନିଜର ହିଁ ଭୁଲ ପାଇଁ। ସେଥିପାଇଁ ସେ ଏବେ ତାଙ୍କର ଜୀବନର ହିଁ ଭିକ ମାଗିବାକୁ ଲାଗୁଛନ୍ତି। ଏଭଳି ଏକ ଭିଡିଓ ଯାହା ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହାପରେ ଜଣା ପଡ଼ିଥିଲା କି ଏହା ଥିଲା ଉତ୍ତରପ୍ରଦେଶ ର। ସେଠାକାର ଏକ ହସ୍ପିଟାଲ କୁ କାନ୍ଦି କାନ୍ଦି ଦୌଡି ଥିଲେ ବ୍ୟକ୍ତି ଜଣକ ଆଉ ତାଙ୍କ ଜୀବନରୁ ବଞ୍ଚେଇ ଦେବାକୁ ବାରମ୍ବାର ନିବେଦନ ମଧ୍ୟ କରିବାରେ ଲାଗିଥିଲେ।
ଯାହା ଜଣା ପଡିଥିଲା କି ସେ ମୂଷା ମରା ଔଷଧ ଖାଇ ଦେଇଥିଲେ ବୋଲି। ପାଖରେ ଥିବା ଜଣେ ବ୍ୟକ୍ତି ସଂପୃକ୍ତ ମୂଷା ମରା ଔଷଧ ଦେଖାଇ ଦେଇ କହିଥିଲେ କି ଗୋଟେ ଝିଅ ପାଇଁ ସେ ଏହି ଔଷଧ ଖାଇ ଦେଇଛନ୍ତି।
କାହିଁକି ନା ସେ ଝିଅଟି ତାଙ୍କୁ ଖୁବ ଟର୍ଚର୍ କରୁଥିଲା। ଏଭଳି ଦୃଶ୍ୟ ଦେଖି ସେଠାରେ ଥିବା ବିଭିନ୍ନ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।