Movie prime

ଡାକ୍ତର ପାଖକୁ ରୋଗୀ ବେଶ ରେ ଆସି ଯୁବତୀ ଖୋଲିଲେ ଶାଢ଼ୀ ଆଉ କହିଲେ ୨୫ ଲକ୍ଷ ଦେ ନହେଲେ ମିଛ ରେପ୍ କେସ ରେ ଫସେଇ ଦେବି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଭଳି ଡ଼ାକ୍ତର ଘରେ ଥିବା ସମୟରେ ସେହି ଘର ଭିତରକୁ ପ୍ରବେଶ କରିଥିଲେ ଜଣେ ମହିଳା ଆଉ ସେ କିଭଳି ଭାବରେ ଡ଼ାକ୍ତର ଙ୍କୁ ବ୍ଲାକ ମେଲ କରିଥିଲେ।
ସେହି ସମ୍ପର୍କରେ ଏବେ ପୋଲିସ ନିଜ ମୁହଁରେ ସମସ୍ତ କଥା ପରିପ୍ରକାଶ କରିଛନ୍ତି। ଆଉ କହିଛନ୍ତି କି ଡ଼ାକ୍ତର ଯେତେବେଳେ ତାଙ୍କର ଘର ଭିତରକୁ ପଶି ଯାଆନ୍ତି ସଙ୍ଗେ ସଙ୍ଗେ ଇରାନୀ ପାତ୍ର ଓ ତାଙ୍କର ସ୍ୱାମୀ ନିଶିକାନ୍ତ ପାତ୍ର ,
Special report
ତାଙ୍କର ସହଯୋଗୀ ଗଣେଶ ଓରଫ ମନ ରଞ୍ଜନ ପ୍ରଧାନ , ଗିରିଜା ନାମକ ଜଣେ ବ୍ୟକ୍ତି ଅଛନ୍ତି। ଆଉ ସେମାନେ ସେହି ଘର ଭିତରେ ଆଗରୁ ରେଡ୍ଡୀ ହୋଇ ଥିଲେ।
ଆଉ ଯେତେବେଳେ ଡ଼ାକ୍ତର ତାଙ୍କ ଘରକୁ ଯାଇଥିଲେ ସେତେବେଳେ ସାଙ୍ଗେ ସାଙ୍ଗ ସେମାନେ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। ଆଉ ସେତେବେଳେ ରୁମ୍ ଭିତରେ ମହିଳା ଜଣକ ଡ଼ାକ୍ତର ଙ୍କୁ ୨୫ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ।
ଆଉ ସେ ୨୫ ଲକ୍ଷ ଟଙ୍କା ନଦେଲେ ତାଙ୍କୁ ଫସାଇ ତାଙ୍କର ଇଜ୍ଜତ ନେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଆଉ ମିଡିଆ ବାଲା ଙ୍କୁ ଡାକି ତାଙ୍କ ନାମରେ ମିଛ କେଶ ଦେଇ ଦେବେ ବୋଲି ମଧ୍ୟ କହିଥିଲେ।
Special report
ଆଉ ଏହାପରେ ସମାଜରେ ନିଜ ଇଜ୍ଜତ କୁ ରକ୍ଷା କରିବା ପାଇଁ ଡାକ୍ତର ଜଣକ କହିଥିଲେ କି ସେ ୨୫ ଲକ୍ଷ ଟଙ୍କା ଦେଇ ପାରିବେ ନାହିଁ ବରଂ କେବଳ ୧୦ ଲକ୍ଷ ଟଙ୍କା ହିଁ ଦେଇ ପାରିବେ। ଏହାପରେ ତାଙ୍କର ଫୋନ ଛଡାଇ ନେଇ ଯାଇଥିଲେ।
ଏହାପରେ ସଙ୍ଗେ ସଙ୍ଗ ଫୋନ୍ ପେ ମାଧ୍ୟମରେ ତାଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଆଉ ଏହାପରେ ସେ ବାକି ନଅ ଲକ୍ଷ ଟଙ୍କା ନେବା ପାଇଁ ଚେକ୍ ନେବାକୁ କହିଥିଲେ।
ଆଉ ଏହାପରେ ଚେକ୍ ମଧ୍ଯ ଜବରଦସ୍ତି କରି ଡ଼ାକ୍ତର ଙ୍କ ନିକଟରୁ ନେଇ ଯାଇଥିଲେ। ଏହାପରେ ଡ଼ାକ୍ତର ଜଣକ କଣ କରିବେ କଣ ନାହିଁ ତାହା ଜାଣି ପାରି ନଥିଲେ। ଆଉ ଶେଷରେ ସେ ଥାନାରେ ଏହି ଘଟଣା ସଂପର୍କରେ ଏତଲା ଦେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.