Movie prime

ଦୋକାନୀ ବାକି ପଇସା ସୁଝିବାକୁ ଯାଇ ଆଉ କାହାସହ ସ୍ତ୍ରୀ ହେଲା ଫେରାର ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ଜନକ ଘଟଣା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।
Special Report
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ।  
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ନୂଆ ନୂଆ ବାହା ହୋଇଥିଲେ ଶୁଭସ୍ମିତା। ସ୍ବାମୀ ସ୍ତ୍ରୀ ଉଭୟ ନୂଆ ନୂଆ ବାହା ହେବା ପରେ ଏକ ଭଡା ଘରେ ରହୁଥିବା ବେଳେ ସ୍ବାମୀ ମୁମ୍ବାଇକୁ କାମ କରିବାକୁ ଚାଲିଯାଇଥିଲେ।
ଆଉ ସେପଟେ ସ୍ବାମୀ କାମ କରିବାକୁ ମୁମ୍ବାଇକୁ ଚାଲିଯାଇଥିବା ବେଳେ ସ୍ତ୍ରୀ ଭଡାଘର ଛାଡ଼ି ଚାଲିଯାଇଥିଲେ ବାପ ଘରକୁ ରହିବା ପାଇଁ। 
Special Report
ଆଉ ବାପ ଘରେ ବାପା, ମା, ଭାଇ ସହିତ ରହି ଆସୁଥିଲେ। ଆଉ ସ୍ବାମୀ ସହିତ ମଧ୍ୟ ସବୁବେଳେ ଫୋନରେ କଥା ହେଉଥିଲେ ଯୁବତୀ ଜଣକ। ଆଉ ଏବେ ଯୁବତୀ ଜଣକ ବାପଘର ଲୋକଙ୍କ ସହ ସ୍ୱାମୀକୁ ମଧ୍ୟ ଛାଡ଼ି କୁଆଡ଼େ ଫେରାର ହୋଇଯାଇଛନ୍ତି।
ଗତ ୨୧ ତାରିଖ ଦିନ ଝିଅଘର ଲୋକେ ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ ଶୁଦ୍ଧିକ୍ରିୟା ପାଇଁ ଏବଂ ଘର ଲୋକେ ମଧ୍ୟ ଶୁଭସ୍ମିତାକୁ ଡ଼ାକିଥିଲେ କିନ୍ତୁ ଶୁଭସ୍ମିତା ଯିବାକୁ ମନା କରିଦେଇଥିଲା। 
ଆଉ ୨୨ ତାରିଖ ଦିନ ସକାଳେ ଶୁଭସ୍ମିତା ଘରଛାଡ଼ି କୁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ଯେତେବେଳେ ୨୩ ତାରିଖ ଦିନ ଘରକୁ ଫେରି ଥିଲେ ସେତେବେଳେ ଦେଖିଥିଲେ ତାଙ୍କ ଝିଅ ଘରେ ନଥିଲା।
ବିଦେଶରେ କାମ କରୁଥିବା ସ୍ବାମୀ ମଧ୍ୟ ଘରକୁ ପହଞ୍ଚି ଚାଲିଯାଇଥିବା ଖବର ପାଇ ଖୋଜି ଥିଲା। ଝିଅ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ କଟକ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।