Movie prime

ରାଜ ରାସ୍ତାରେ ୪ଟି ଗାଡ଼ି ବାଡେଇ ଗୁଣ୍ଡ କରିଦେଲେ ଡାକ୍ତର ବାବୁ ଦେଖନ୍ତୁ ଆସିଲା ବହୁତ୍ ବଡ ଖବର - Exclusive

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଘଟଣା ବିଷୟରେ ଜାଣିପାରିବେ । ରାଜଧାନୀ ଭୁବନେଶ୍ବରରେ ଛାତି ଥରାଇ ଦେଲା ଭଳି ଘଟଣା ଘଟିଛି । ଭୁବନେଶ୍ୱର ରାଜରାସ୍ତାରେ ଏହି ଘଟଣା ଘଟିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Hh
ରାଜଧାନୀ ଭୁବନେଶ୍ଵର ରାଜରାସ୍ତାରେ ଡାକ୍ତର ବାବୁ ହିରୋ ଭଳି ଗାଡ଼ି ଚଲାଉଥିଲେ । ସେ ଗାଡ଼ି ଚଲାଇବା ବେଳେ ଆଗକୁ ଯେଉଁ ଗାଡ଼ି ଆସୁଥିଲା ତାକୁ ଉଡ଼ାଇ ଦେଉଥିଲେ । ଡାକ୍ତର ବାବୁ ଜଣକ ତିନି ତିନୋଟି ଗାଡ଼ିକୁ ଧକ୍କା ଦେଇ ଚାରିଜଣ ବ୍ୟକ୍ତିଙ୍କୁ ମାରି ଦେଇଛନ୍ତି ।
ଏହି ଘଟଣା ଭୁବନେଶ୍ଵର ରାଜରାସ୍ତାରେ ଘଟିଛି । ଆଉ ଏହି ଘଟଣା ଘଟିବା ପରେ ଏବେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ମଧ୍ୟ ସେଠାରେ ଅଟକି ଯାଇଥିଲେ । ଏଭଳି ଦୁର୍ଘଟଣା ଯାହା ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ ।
ରାସ୍ତାରେ ଲୋକମାନେ ଏହି ଘଟଣା ଦେଖିବା ପରେ ଆଶ୍ଚର୍ଯ୍ୟ ହେବା ସହ ଯିଏ ଯୁଆଡେ ପାରିଲେ ପଳାଇଗଲେ । ଏକାସାଙ୍ଗରେ ଦୁଇଟି ବାଇକ୍ ଉଡ଼ାଇବା ସହ ଏକ ଅଟୋ ଏବଂ ଗୋଟିଏ କାର ଉଡ଼ାଇ ଦେଇଥିଲେ । ଭୁବନେଶ୍ୱର ମଝି ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
Bh
କାର ଧକ୍କା ହେବା ପରେ କାରରୁ ବେଲୁନ ବାହାରି ପଡ଼ିଥିଲା । ଆଉ ଏହି ଦୃଶ୍ୟ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଚାରୋଟି ଗାଡ଼ି ଭାଙ୍ଗି ଯାଇଛି । ଏହି ଭୟଙ୍କର ଦୁର୍ଘଟଣା ଦେଖି ରାସ୍ତାରେ ଯାଉଥିବା ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ଏକାସାଙ୍ଗରେ ଚାରୋଟି ଗାଡ଼ି ସହିତ ଚାରିଜଣ ଆହତ ହୋଇଛନ୍ତି । ରାଜଧାନୀର ରାଜରାସ୍ତା ଉପରେ ଡାକ୍ତର ବାବୁ ଜଣକ ମଦ ପିଇ ଗାଡ଼ି ଗାଡ଼ି ଚଲାଉଥିବାରୁ ଏଭଳି ଘଟଣା ଘଟିଯାଇଛି । ଡାକ୍ତର ଜଣକ ଏଭଳି ଗାଡ଼ି ଚଲାଉଥିଲେ ଯେ ଯିଏ ଦେଖିବ ସେ କହିବ ଏହି ଗାଡ଼ି ଅନେକ ଗାଡ଼ିକୁ ଉଡ଼ାଇ ଦେବ।
ଏହି ଦୁର୍ଘଟଣା କମ୍ ସମୟ ଭିତରେ ସବୁକିଛି ନଷ୍ଟ କରିଦେଲା । ଏହି ଦୁର୍ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଦୁର୍ଘଟଣା ଜଣେ ଘରୋଇ ଡାକ୍ତର କରିଛନ୍ତି ବୋଲି ସୂଚନା ମିଳିଛି । ଏହି ଡାକ୍ତର ବାବୁ ଜଣକ ଗାଡ଼ି ଭିତରେ ମଦ୍ୟପାନ କରି ଏଭଳି କାମ କରିଛନ୍ତି ବୋଲି ଜଣାପଡିଛି ।