Movie prime

ଦେହ ଦେଲାନି ବୋଲି ଦୁଇ ଭଉଣୀ ଙ୍କୁ ଜବରଦସ୍ତି ମାଡ଼ି ବସି ରକ୍ତ ବାହାର କରିଦେଲେ ଆଉ ଶେଷରେ..

 
Special Report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଜଣେ ମହିଳା ପ୍ରେମ ରେ ରାଜି ନ ହେବାରୁ ତାଙ୍କ ସହିତ ଯାହା ଘଟିଛି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
Special Report
ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାର ର ନେମାଳ ଥାନା ଅଞ୍ଚଳ ରେ।ଏଠାରେ କଲେଜ୍ ରେ ପାଠ ପଢି ଦୁଇ ଜଣ ସାଙ୍ଗ ଘର କୁ ଫେରୁଥିଲେ।ହଟାତ ଦୁଇ ଜଣ ଯୁବକ ତାଙ୍କୁ ଟଣା ଓତରା କରିଥିଲେ।ତାଙ୍କ ସହିତ ଖରାପ ବ୍ୟବହାର ଦେଖାଇ ଥିଲେ।
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ଦୁଇ ଜଣ ଯୁବତୀ କଲେଜ୍ ରୁ ପାଠ ପଢା ସାରି ନିଜ ଘର କୁ ଫେରୁ ଥିଲେ।ହେଲେ ସେମାନେ ଜାଣି ନ ଥିଲେ ତାଙ୍କ ସହିତ କଣ ସବୁ ଘଟିବ।ଦୁଇ ଜଣ ଯୁବକ ବାଇକ ରେ ଆସି ତାଙ୍କ ସାମ୍ନା ରେ ଠିଆ ହୋଇ ଯାଇଥିଲେ।
ସେହି ଦୁଇ ଯୁବତୀ ଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲେ।ଏଥିରେ ଯୁବତୀ ଦୁଇ ଜଣ ରାଜି ହୋଇ ନ ଥିଲେ।ଏହା ପରେ ଯୁବକ ମାନେ ତାଙ୍କ ସହିତ ଯୁକ୍ତି କରିଥିଲେ।ଏହା ପରେ ତାଙ୍କୁ ଦୁ-ଷ୍କ-ର୍ମ କରିବା ପାଇଁ ଚେଷ୍ଟା କରିଥିଲେ।
Special Report
ସେମାନେ ତାଙ୍କ ସହିତ ବହୁତ ଖରାପ ବ୍ୟବହାର ଦେଖାଉ ଥିଲେ।ଏହା ପରେ ଯୁବତୀ ମାନେ ସାଇକେଲ ବୁଲାଇ ନିଜ ଘର କୁ ଆସିବା ପାଇଁ ଚେଷ୍ଟା କରିଥିଲେ।
ଏହି ସମୟ ରେ ପଛ ପଟୁ ସେହି ଯୁବକ ଦୁଇଜଣ ବାଇକ୍ ରେ ଧକ୍କା ଦେଇଥିଲେ।ଯୁବତୀ ମାନେ ତଳେ ପଡ଼ି ଯାଇଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ଗ୍ରାମ ର ଲୋକ ମାନେ ନିକଟସ୍ଥ ମେଡିକାଲ ରେ ଭର୍ତି କରି ଥିଲେ।ତାଙ୍କ ସ୍ବାସ୍ଥ୍ୟ ବସ୍ଥା ଏବେ ସଙ୍କଟାପନ୍ନ ଅଛି।
ଯୁବତୀ ଙ୍କ ପରିବାର ଲୋକେ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ।ହେଲେ ପୋଲିସ ମାନେ ଏ ଯାଏ ଦୁଇ ଯୁବକ ଙ୍କୁ ଗିରଫ କରି ନାହିଁ।ଏହା ପରେ ଝିଅ ର ମାମୁଁ ଗଣ ମାଧ୍ୟମ ଆଗରେ ଦୋଷୀ କୁ ଗିରଫ କରିବା ପାଇଁ ଦାବି କରିଛି।