Movie prime

ଏମିତି କରନ୍ତୁ ୨ ଘଣ୍ଟାରେ ଦୁଇ କିଲୋ ଓଜନ କମ ଦେଖନ୍ତୁ କେମିତି କରିବେ ସହଜ ଉପାୟରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣଙ୍କ ପେଟରେ ଭାରି ଭାରି ଲାଗୁଛି କି । ଆପଣ ଖାଇବା ଖାଇଲେ ଏହା ହଜମ ହୋଇନଥାଏ । ପଟରେ ଦରଜ ଲାଗୁଛି । କବ୍ଜ ଭଳି ସମସ୍ୟା ହେଉଛି କି । ଆପଣଙ୍କ ଓଜନ କମୁ ନାହିଁ କି ।ତାହେଲେ ଆପଣ କଣ କରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ । ଯଦି ଆପଣଙ୍କ ପାଚନ ତନ୍ତ୍ରରେ କୌଣସି ସମସ୍ୟା ହୋଇଥାଏ ତାହେଲେ ତାଙ୍କ ଶରୀରରେ ଅନେକ ସମସ୍ୟା ଦେଖାଯିବ । ଏଥିରେ ଅନେକ ପ୍ରକାରର ରୋଗ ଆସିଥାଏ ।
ଯଦି ଆପଣଙ୍କ ହଜମ କରିବାର କ୍ଷମତା ଠିକ୍ ହୋଇ ନଥାଏ ତାହେଲେ ଅନେକ ପ୍ରକାରର ସମସ୍ୟା ଦେଖାଯିବ । ଓଜନ କମିବା ଆପଣଙ୍କ ଉପରେ ନିର୍ଭର କରିଥାଏ । ଆଜିକାଲିର ଲାଇଫ ଷ୍ଟାଇଲରେ ଅନେକ ପ୍ରକାରର ରୋଗ ଦେଖାଯାଇଥାଏ ।
ଆଜିକାର ଲାଇଫ ଷ୍ଟାଇଲରେ ଠିକସେ ଖାଇବା ପିଇବା ନଥାଏ, ଆଉ ବ୍ୟାୟାମ ପରେ ପାଣି ପିଇବା ଠିକ୍ ନଥାଏ ଆଉ ଅନେକ ପ୍ରକାରର କାରଣ ପାଇଁ ପାଚନ ତନ୍ତ୍ରରେ ଅସୁବିଧା ଦେଖା ଯାଇଥାଏ । ଏହି ଭିଡିଓରେ ଜଣେ ଡାକ୍ତର ଏବେ ଏକ ପଦ୍ଧତି କହିଛନ୍ତି ।
ସଲ୍ଟ ୱାଟର ଫ୍ଲାସ । ଏହି ପଦ୍ଧତିକୁ ସପ୍ତାହରେ ଥରେ କରିବା ଉଚିତ୍ । ସେଥିପାଇଁ ଆପଣଙ୍କୁ ଏକ ଲିଟର ପାଣି ନେବାକୁ ପଡିବ । ଏଥିରେ ସମୁଦ୍ର ଲୁଣ ବ୍ୟବହାର କରାଯାଏ । ଅଟା ଆଉ ଲେମ୍ବୁ ମଧ୍ୟ ଦରକାର ।
ପାଣିକୁ ଉଷୁମ କରି ଲୁଣ ଆଉ ଲେମ୍ବୁ ମିଶାଇବା ଉଚିତ୍ । ଏହାକୁ ୫ ରୁ ୧୦ ମିନିଟ ଭିତରେ ପିଇବା ଉଚିତ୍ । ଏହି ପାଣି ପିଇବା ପରେ ସଙ୍ଗେ ସଙ୍ଗେ ଖାଇବା ଉଚିତ୍ ନୁହେଁ । ଆପଣ ଚାହିଁଲେ ଆପଣଙ୍କ ପିଠିକୁ ମସାଜ୍ କରିପାରିବେ ।
ଏହା କରିଲେ ଆପଣଙ୍କ ମୋସନ୍ ଭଲ ହୋଇପାରିବ । ଏହି ପଦ୍ଧତି ସପ୍ତାହର ଛୁଟି ଦିନ କରନ୍ତୁ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ଭାବରେ ଏହି ପଦ୍ଧତି ବିଷୟରେ ଜାଣିପାରିବେ । ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।